ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହାଦେଖି ସେଠାରେ ଉପସ୍ଥିତ ବାୟୁସେନା ଅଧିକାରୀ ତୁରନ୍ତ ତାଙ୍କୁ ଉଠାଇ କାର୍ ପର୍ଯ୍ୟନ୍ତ ଛାଡ଼ିଥିଲେ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ସେହିଦିନ ପାଖାପାଖି ୭୦ ଡିଗ୍ରୀ ତାପମାତ୍ରା ଥିଲା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା । ମହିଳା ଜଣକ ମାତ୍ର ଗୋଟିଏ ବର୍ଷର ଶିଶୁକୁ କାର୍ରେ ୯ ଘଣ୍ଟାରୁ ଅଧିକ ସମୟ ଛାଡ଼ି ଚାଲିଯିବା ଫଳରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି ।
‘LVMH’ର ବର୍ଣ୍ଣାଡ୍ ଅର୍ଣ୍ଣଲ୍ଟ୍ଙ୍କୁ ଟପି ଟେସ୍ଲାର ସିଇଓ ଏଲନ୍ ମସ୍କ୍ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।
ଧୂମ୍ରପାନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ଏହା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଧୂମ୍ରପାନରୁ ନିବୃତ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଅଲ୍ ପାସିନୋ ଏବଂ ନୁର ଆଲଫାଲ୍ଲା ୨୦୨୨ ଏପ୍ରିଲରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହେଁ ବହୁବାର ଏକାଠି ରାତ୍ରି ଭୋଜନ କରୁଥିବା ନଜର ଆସିଛନ୍ତି ।
ତାଙ୍କର ମୃତଦେହ ଏବେ ଆମେରିକାର ଆର୍ଲିଙ୍ଗଟନ୍ ନାସନାଲ ସିମେଟ୍ରୀରେ ରଖାଯାଇଛି ।
ବନ୍ଦ କୋଠରୀରେ ପୁଟିନଙ୍କୁ ଭେଟିଲେ ବେଲାରୁଷ୍ ରାଷ୍ଟ୍ରପତି । ବାହାରିବା ମାତ୍ରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା । ଏବେ ବେଲାରୁଷ୍ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି ।
ଆମେରିକାରେ ବିଭିନ୍ନ ସମୁଦାୟର ପ୍ରାୟ ୪୦ ଲକ୍ଷ ଲୋକ ପ୍ରତିବର୍ଷ ଦୀପାବଳି ପାଳନ କରିଥାନ୍ତି।
ସାଢ଼େ ୬ କୋଟିକୁ ବଢ଼ିପାରେ ସପ୍ତାହିକ ସଂକ୍ରମଣ
କୋଭିଡ୍ ଭୟ ମନରୁ ନଯାଉଣୁ ବିଶ୍ୱରେ ଶଙ୍କା ବଢ଼ାଇଲାଣି ଡିଜିଜ୍-ଏକ୍ସ ରହସ୍ୟ । ଆଗକୁ ଯେଉଁ ମହାମାରୀ ଆସିବ ତାହା କୋଭିଡ ଠାରୁ ମଧ୍ୟ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସତର୍କ କରିବା ପରେ, ଡିଜିଜ୍-ଏକ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେମାନେ 'ମାଂସାଶୀ'... ଯଦି ସେମାନେ ମରିନଥାନ୍ତେ... ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ।
ପୁଣି ଆଉ ଏକ ଭାଇରସ୍ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ପୋୱାସନ୍ ଭାଇରସ୍(Powassan Virus) ଯୋଗୁ ଲୋକଙ୍କ ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସିଛି।
ଇମ୍ରାନଙ୍କ ପାଇଁ ବଢୁଛି ସମସ୍ୟା । ନୋ ଫ୍ଲାଏ ଲିଷ୍ଟରେ ସାମିଲ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...ଏବେ ବିଦେଶ ଯିବେ କେମିତି?
ଶତ୍ରୁ ପକ୍ଷ ତାଙ୍କୁ ବନ୍ଧୁକରେ ଆକ୍ରମଣ କରିଥିଲେ । ଗୁଳି ଯାଇ ସିଧା ତାଙ୍କ ମଥାରେ ବାଜିଥିଲା । ସେ ଅନୁଭବ କଲେ ଯେ ତାଙ୍କର ଗୋଟିଏ ଆଖି ତା’ଯାଗାରୁ ଖସି ଯାଇଛି ।
ଭାରତର ୫ ରାଜ୍ୟ ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ଅଷ୍ଟ୍ରେଲିଆର ୨ ୟୁନିଭର୍ସିଟି ବ୍ୟାନ୍ ଲଗାଇଛି।
୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲର ପୁନଃ ବ୍ୟବହାର କରି ଏକ ଟି-ସାର୍ଟ ପ୍ରସ୍ତୁତ କରାଯାଇଛି। ଏହା ଦୁନିଆର ସବୁଠୁ ବଡ ଟି-ସାର୍ଟ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି।
ଏଠାରେ ଥିବା ମୂଳ ପ୍ରତିମାର, ଅଳଙ୍କାର ଚୋରି ହୋଇଯାଇଛି କିମ୍ବା ହଜିଯାଇଛି । ତଥାପି ଆଜି ବି ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବାକୁ ଆସିଥାନ୍ତି ।
ମେଟା ପୁଣିଥରେ ଛଟେଇ ଘୋଷଣା କରିଛି। ତୃତୀୟ ରାଉଣ୍ଡ ଛଟେଇରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି।
କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।
ଚିକେନ କବାବ୍ କିଣିବାକୁ ଯାଇଥିଲେ, ହେଲେ ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ। କୋଟିପତି ହେବା ପରେ ଡ୍ରାଇଭଙ୍କର ଖୁସି କହିଲେ ନସରେ।
ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍।
ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।
ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବରୁ ଏପରି ସମ୍ମାନ ଅନେକ ମିଳିସାରିଛି । ଏବେ ଏହି ତାଲିକା ବଢ଼ି ବଢ଼ି ଚାଲିଛି ।
ଷ୍ଟାଡିୟମର ଏକ ପ୍ରବେଶ ଦ୍ୱାରରେ ଉଭୟ ଟିମ୍ର ପ୍ରଶଂସକ ମୁହାଁମୁହିଁ ହେବା ପରେ ଦଳାଚକଟା ଆରମ୍ଭ ହୋଇଥିଲା