ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର । ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ।
କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା।
କାମ ନକରି କମ୍ପାନୀ ଠାରୁ ଦରମା ଦାବି କରିଛନ୍ତି କର୍ମଚାରୀ । ଏବେ ଇନକ୍ରିମେଣ୍ଟ୍ ନହେବାରୁ ମାମଲା ଦାଏର୍ କରିଛନ୍ତି ।
ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।
କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।
ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।
ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।
ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା। ବାତ୍ୟା ସିନା ଚାଲିଗଲା, ହେଲେ ଦେଇଦେଲା ଅନେକ ଦୁଃଖ.... କାହା ଘରର ଛପର ଉଡାଇ ଦେଲା, ଆଉ କାହା ଘରକୁ ମାଟିରେ ମିଶାଇ ଦେଲା। ଆଉ ପ୍ରକୃତିର ତାଣ୍ଡବ ଦେଖିବା ପରେ ଏବେ ଅଣ୍ଟା ସଳଖୁଛନ୍ତି ବାତ୍ୟା ପ୍ରପୀଡିତ
୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍ର ଓଜନ ଏକ କିଲୋ ।
ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।
ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯେଉଁ ଦିନ ସେ ସ୍ୱାମୀଙ୍କୁ ହତ୍ୟା କଲେ ଠିକ୍ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଡାକି ଘରେ ପାର୍ଟି ଦେଇଥିଲେ।
ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ
କିଛି ଭିଉଜ୍ ପାଇବା ପାଇଁ ଅଜାକାଲିକା ପିଲା ଜୀବନ ଦେବା ପାଇଁ ବି ପ୍ରସ୍ତୁତ . . ଏତେସବୁ ପାଗଳାମୀ କେବଳ ଲୋକପ୍ରିୟତା ସାଉଣ୍ଟିବାକୁ।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ମିଳିଲେ ନୂଆ CEO
ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।
ତାଙ୍କ ବଡି କୌଣସି ପୁଅ ପିଲା ବା ପୁରୁଷ ବଡି ବିଲ୍ଡରଠାରୁ କମ୍ ନୁହେଁ ।
ଜେଲ୍ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ।
ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକ୍ ସୁପ୍ରିମକୋର୍ଟ।
ଏହି ଅଭିଯୋଗକୁ ପାକିସ୍ତାନ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନାହିଁ, କିନ୍ତୁ କୁହାଯାଇଛି ଯେ, ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ଅବସର ପ୍ରାପ୍ତ ସେନାଧିକାରୀ ।
ଗିରଫ ହେବା ପରେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NAB ହାଜତରେ ଇମ୍ରାନଙ୍କ ପ୍ରଥମ ରାତି ଖୁବ୍ କଷ୍ଟରେ ବିତିଛି। ତାଙ୍କୁ ରାତି ସାରା ଶୋଇବାକୁ ନଦେଇ ନିର୍ଯାତନା ଦିଆଯାଇଥିବା ଏବଂ ଜେରା ବେଳେ ଗାଲକୁ ଚାପୁଡ଼ା ଓ ଗୋଡ଼ରେ ଭୀଷଣ ମାଡ଼ ମରାଯାଇଥିବା ଚର୍ଚ୍ଚା ହେଉଛି।
୬୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ, ପୋପ୍ ବେନେଡିକ୍ଟ ଫେବୃଆରୀ ୨୦୧୩ରେ ଇସ୍ତଫା ଦେଇଥିଲେ । ପୂର୍ବରୁ କୌଣସି ପୋପ୍ ଏଭଳି ଇସ୍ତଫା ଦେଇନଥିଲେ ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। ବିରୋଧ ପ୍ରଦର୍ଶନ ଯୋଗୁ ମଙ୍ଗଳବାର ରାତିରେ ପାକିସ୍ତାନର ଅଧିକାଂଶ ସ୍ଥାନରେ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ- ୟୁଟ୍ୟୁବ୍, ଟ୍ୱିଟର ଓ ଫେସ୍ବୁକ୍ ଉପରେ କଟକଣା ଜାରି ହୋଇଛି।
ଶେଷରେ ଗିରଫ ହେଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ବେଲ୍ ରିନ୍ୟୁ ପାଇଁ ଆସିଥିବା ବେଳେ ଉଠାଇନେଲେ ପାକ୍ ରେଞ୍ଜର୍ସ ।
ଇସ୍ଲାମାବାଦ୍ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରାଯାଇଛି ।