• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

ପିଲାଙ୍କୁ ମନା ସୋସିଆଲ ମିଡିଆ
Social Media Ban: ଐତିହାସିକ ଆଇନ୍ ! TikTok, Insta, X, SnapChat ବ୍ୟବହାରକୁ ନା...

୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା ।

Trump
Trump 2.0: ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ବନ୍ଦ ହେବ ଯୁଦ୍ଧ, କମିବ ଭୂ-ରାଜନୈତିକ ଅସ୍ଥିରତା ଓ ତେଲ ଦର !

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଟ୍ରମ୍ପ 2.0 ସରକାର ବିଶ୍ୱରେ ଚାଲିଥିବା ଯୁଦ୍ଧ ବନ୍ଦ, ଭୂ-ରାଜନୈତିକ ଅସ୍ଥିରତା ହ୍ରାସ ଓ ଅଶୋଧିତ ତୈଳ ଦରରେ ସ୍ଥିରତା ଆଣିବା ଦିଗରେ କାର୍ଯ୍ୟ କରିବେ। ଏନେଇ ଷ୍ଟକବ୍ରୋକିଂ ଫାର୍ମ ପ୍ରଭୁଦାସ ଲିଲାଧର ଏକ ରିପୋର୍ଟରେ ସୂଚନା ଦେଇଛି । ଦୀର୍ଘ ଦିନର ସାମରିକ ଯୋଗଦାନ ଅପେକ୍ଷା ଟ୍ରମ୍ପଙ୍କ ବୈଦେଶିକ ନୀତି ବୁଝାମଣା ଉପରେ ଅଧିକ ଗୁରୁତ୍ୱ ଦେଇଛି।

Israel-Hezbollah Ceasefire Deal
Israel-Hezbollah Ceasefire: ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ! ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଏଲ୍‌ର ସମର୍ଥନ

ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।

census iraq
Iraq's Census Held In Over 30 Years: ତିନି ଦଶନ୍ଧି ପରେ ହେଲା ଜନଗଣନା; ଜାଣନ୍ତୁ କେତେ ରହିଛି ଇରାକର ଜନସଂଖ୍ୟା

ତିନ ଦଶନ୍ଧି ପରେ ଇରାକ୍‌ରେ ହେଲା ଜନଗଣନା। ବର୍ଷ ବର୍ଷର ବିବାଦ, ରାଜନୈତିକ ବିଭାଜନ ଓ ଅନେକ ସମସ୍ୟାକୁ ବାଦ୍ ଦେଇ ଶେଷରେ ଜନଗଣନା କରାଯାଇଛି।

ପାକିସ୍ତାନରେ ଭିକାରୀ ପରିବାର ଦେଲେ ରାଜକୀୟ ଭୋଜି
Celebration by Beggars: ଭିକ ମାଗି ଚଳୁଥିଲେ, ଭୋଜିରେ ଖର୍ଚ୍ଚ କଲେ ୩୮ ଲକ୍ଷ

ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।

Banana Sells For Rs 52 Crore In Art Auction
Banana Sells For Rs 52 Crore In Art Auction: ବିକ୍ରି ହେଲା ବିଶ୍ବର ସବୁଠୁ ଦାମୀ କଦଳୀ 'କମେଡିଆନ୍'; ଜାଣନ୍ତୁ କିଏ କିଣିଲେ...

କଦଳୀର ଦାମ୍‌ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା । 

ଘନେଇଲା ପରମାଣୁ ଯୁଦ୍ଧ ଆଶଙ୍କା !
Russia-Ukraine War: ଘନେଇଲା ପରମାଣୁ ଯୁଦ୍ଧ ଆଶଙ୍କା, ୟୁକ୍ରେନ୍‌ ଉପରେ ICBM ନିକ୍ଷେପ କଲା ରୁଷ୍ !

ରୁଷ୍ କିନ୍ତୁ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଜାଇଲ ନିକ୍ଷେପ କରିଥିବା କୁହାଯାଉଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଜାଇଲ୍ ମାଡ କରିଛୁ ।

 Linda McMahon
Trump Cabinet 2025: ପୂର୍ବତନ WWE ସିଇଓ ହେବେ ଆମେରିକାର ଶିକ୍ଷା ମନ୍ତ୍ରୀ, କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ ?

ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।

Rising Inflation
Rising Inflation: ଟ୍ରମ୍ଫଙ୍କ ବିଜୟ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବ !

ଲାଭରେ କମ୍ପାନି, ସଙ୍କଟରେ ଆମ୍‌ ଆଦ୍‌ମୀ। ଦରଦାମ୍‌ ବୃଦ୍ଧି ମଧ୍ୟବିତ୍ତଙ୍କୁ ବାଧୁଛି।

G20 Summit 2024
G20 Summit 2024: ଜି-ଟ୍ବେଣ୍ଟି ସମ୍ମିଳନୀର ଦ୍ବିତୀୟ ଦିନ; ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଲେ PM Modi

ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । 

21-Year-Old Goes On Stabbing Spree In China
21-Year-Old Goes On Stabbing Spree In China: ୨୧ ବର୍ଷର ଯୁବକର ବର୍ବର କାଣ୍ତ: ସ୍କୁଲରେ କଲା ଛୁରାମାଡ଼; ୮ ମୃତ, ୧୭ ଆହତ 

ସ୍କୁଲରେ ଘଟିଲା ବଡ଼ଧରଣର ହତ୍ୟାକାଣ୍ଡ । ସ୍କୁଲ୍‌ରେ ହେଲା ଛୁରାମାଡ଼ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।

Google's AI chatbot Gemini verbally abuses student
AI Chatbot Gemini: ଛାତ୍ରଙ୍କୁ ‘AI’ର ଧମକ ! କହିଲା, 'ତୁମେ ପୃଥିବୀ ଉପରେ ବୋଝ; ଯାଅ, ମରିଯାଅ’

ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Birth Mother
Man Discovers His Birth Mother: ବର୍ଷ ବର୍ଷ ଧରି ଯେଉଁଠି ଖାଉଥିଲେ, ଏବେ ଜାଣିଲେ ସେଇ ରେଷ୍ଟୁରାଣ୍ଟ ନିଜ ମାଆର...

କେବେ ଭାବିଛନ୍ତି, ଯେଉଁଠାରେ ଆପଣ ରେଗୁଲାର୍ ଖାଇବାକୁ ଯାଉଛନ୍ତି ତାହା ଆପଣଙ୍କର ଅତି ନିଜ ଲୋକଙ୍କର ହୋଇଥିବ ! ସେ ବେକେରୀ ବା ରେଷ୍ଟୁରାଣ୍ଟର ମାଲିକ ଆପଣଙ୍କର ବାପା କିମ୍ବା ମାଆ ହୋଇଥିବେ ଓ ଏହି ଖବର ଆପଣଙ୍କୁ ଜଣାନଥିବ ।

Trump's Words Ignored
ଜିତିବା ପରେ ୩୪ କ୍ଷେପଣାସ୍ତ୍ର ମାଡ଼

ଟ୍ରମ୍ପଙ୍କ କଥା ମାନିଲେନି ୟୁକ୍ରେନ୍‌- ରୁଷ । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇବାକୁ ଆପିଲ କଲା ଆମେରିକା । ହେଲେ ବାଏଁ ବାଏଁ ଉଡାଇଦେଲେ ପୁଟିନ୍‌-ଜେଲେନସ୍କି ।

Tulsi Gabbard
Trump's Cabinet 2025: ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସାମିଲ୍ ହେଲେ ତୁଳସୀ; ମିଳିଲା ବଡ଼ ପଦବୀ

ତୁଳସୀ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ନିର୍ବାଚନ ବିତର୍କରେ ହାରିସଙ୍କୁ ପରାସ୍ତ କରିବାକୁ ଟ୍ରମ୍ପ ତୁଳସୀଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ।

Trump meets Biden
Trump Biden Meeting: ହ୍ୱାଇଟ୍ ହାଉସ୍‌ରେ ବାଇଡେନ୍‌ଙ୍କୁ ଭେଟିଲେ ଟ୍ରମ୍ପ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଲେ ଆଲୋଚନା

ନିର୍ବାଚନ ପରେ ବାଇଡେନ୍‌ଙ୍କୁ ଭେଟିଲେ ଟ୍ରମ୍ପ। ଉଭୟ ଏକାଠି ବସିଲେ, ଆଲୋଚନା କଲେ।

Woman strangled to death
Woman Strangled To Death: କିସ୍ ବଦଳରେ ଚାପୁଡ଼ା ମାରିଲେ ମହିଳା; ତଣ୍ଟି ଚିପି ମାରିଦେଲେ ସହକର୍ମୀ

ଏକାଠି ଗୋଟିଏ ଅଫିସରେ କାମ କରୁଥିଲେ। ସହକର୍ମୀଙ୍କୁ କିସ୍‌ କରିବାକୁ ମନା କରିବାରୁ ମହିଳାଙ୍କୁ ତଣ୍ଟି ଚିପି ମାରିଦେଲେ। ଏଭଳି ହତ୍ୟାକାଣ୍ଡ ଘଟିଛି ବ୍ରାଜିଲ୍‌ରେ।

  • Wednesday, 13 November 2024
  • Murder
Elon Musk
Trump Cabinet: ଶପଥ ପୂର୍ବରୁ ଟିମ୍‌ ଗଢିବାରେ ବ୍ୟସ୍ତ ଟ୍ରମ୍ପ; ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍‌ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

35 killed in China
35 killed in China: ବିଭତ୍ସ, ବର୍ବର, ଭୟଙ୍କର!! ଗାଡ଼ି ମଡ଼ାଇ ୩୫ ଜଣଙ୍କୁ ହତ୍ୟା

ସଡ଼କ ଦୁର୍ଘଟଣାର ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗୋଟେ କାର୍‌ ଏକ ନିୟନ୍ତ୍ରଣ ହରାଇ ଏକା ବେଳକେ ବହୁ ଲୋକଙ୍କୁ ମଡ଼ାଇ ଦେଇଛି ।

Iraq Child Marriage Law
Iraq Child Marriage Law: ଇରାକ୍ ସରକାରଙ୍କ ବର୍ବର ନିଷ୍ପତ୍ତି, ମାତ୍ର ୯ ବର୍ଷରେ ବିବାହକୁ ଅନୁମତି

ମାତ୍ର ୯ ବର୍ଷର ଝିଅକୁ ବିବାହ ଅନୁମତି ! ଇରାକ୍‌ରେ ମାତ୍ର ୯ ବର୍ଷର ଛୋଟ ଝିଅଙ୍କୁ ବାଲ୍ୟ ବିବାହ କରିବାକୁ ଅନୁମତି ମିଳିଛି ।

Pavel Durov
Telegram CEO Pavel Durov: ଟେଲିଗ୍ରାମ ସିଇଓଙ୍କ ଅଜବ ଘୋଷଣା ! ସ୍ପର୍ମ ନେଲେ ମିଳିବ ମାଗଣା IVF ଚିକିତ୍ସା

ବଲିଉଡ୍‌ ଫିଲ୍ମ ବିକି ଡୋନର୍ ତ ଆପଣମାନେ ଦେଖିଥିବେ ... କିନ୍ତୁ ବାସ୍ତବ ଜୀବନରେ ଏହା ସତ ହେବ, ଆପଣ କେବେ କଳ୍ପନା କରିଥିଲେ କି !

ଡଲାର ତୁଳନାରେ ଟଙ୍କା ଦୁର୍ବଳ
INR VS USD: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।

Trump's National Security Adviser
Mike Waltz: ବର୍ତ୍ତିପାରିବନି ଚୀନ; ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ମାଇକ୍ ୱାଲ୍ଟଜ

ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି।

୩ ଜଣଙ୍କ ପାଖରେ ରହିଛି ସବୁଠୁ ଦାମୀ କାର
Most Expensive Car In The World: ଦୁନିଆର ୩ ଜଣଙ୍କ ପାଖରେ ରହିଛି ସବୁଠୁ ଦାମୀ କାର, ତାଲିକାରେ ନାହାନ୍ତି ମସ୍କ-ଅମ୍ବାନୀ

ଦୁନିଆର ସବୁଠୁ ଦାମୀ କାର୍‌ ହେଉଛି ରୋଲ୍ସ-ରୋଏସ୍‌ ବୋଟ୍‌ ଟେଲ୍‌ । ଯାହା କି ବିଶ୍ୱର କେବଳ ତିନି ଜଣଙ୍କ ପାଖରେ ରହିଛି ।

Attack on Ram Mandir
Ayodhya Ram Mandir Attack Threat: ଏହି ଦିନ ରାମ ମନ୍ଦିରରେ ଫୁଟିବ ବମ୍! ଖଲିସ୍ତାନୀ ଆତଙ୍କୀ ଦେଲା ଧମକ ..

ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି ।