ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଥିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ହେଲେ ଏହି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯାଇଥିବା କହିଛନ୍ତି।
ଉଭୟ ଜନତା ଓ ଦଳ ମଧ୍ୟରେ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ସେ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ।
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେବା ପରେ ଟ୍ରୋଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏକାଧିକ ଥର କାନାଡାକୁ ଆମେରିକାରେ ମିଶାଇବା ନେଇ ମତ ଦେଇଥିବା ଟ୍ରମ୍ପ ପୁନର୍ବାର ସମାନ ମତ ଦୋହରାଇଛନ୍ତି। ସାମରିକ ସୁରକ୍ଷା ଓ ଆର୍ଥିକ ବିକାଶ ଦୃଷ୍ଟିରୁ କାନାଡାକୁ ଆମେରିକାରେ ମିଶିଯିବାକୁ ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି।
ଖଲିସ୍ଥାନ ପ୍ରସଙ୍ଗରେ ସାଲିସ କରିବନି ଭାରତ ...ବାଣିଜ୍ୟଠୁ ପ୍ରତିରକ୍ଷା, ସବୁରି କେନ୍ଦ୍ରରେ ଭାରତ