ବିଶ୍ୱର ୧୦ଟି ସର୍ବାଧିକ ସଫାସୁତରା ଦେଶ
Author: Amaresh Biswal | Credit: Google
Environmental Performance Index 2024 ଅନୁଯାୟୀ ଏହି ୧୦ଟି ଦେଶ ପରିଷ୍କାର ପରିଚ୍ଛନ୍ନତା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି
Author: Amaresh Biswal | Credit: Google
ESTONIA: ଉତ୍ତର ୟୁରୋପୀୟ ଦେଶ ଇସ୍ତୋନିଆ ଦେଢ଼ ହଜାରଟି ସାମୁଦ୍ରିକ ଦ୍ୱୀପକୁ ନେଇ ଗଠିତ। ପରିବେଶ ପରିଚ୍ଛନ୍ନତା ରକ୍ଷା ପାଇଁ ଏଠାର ନିୟମ ଅଧିକ କଡ଼ା।
Author: Amaresh Biswal | Credit: Google
LUXEMBOURG: ଏହି ଛୋଟିଆ ୟୁରୋପୀୟ ଦେଶଟି ଆବର୍ଜନା ରିସାଇକ୍ଲିଂ ଓ ସବୁଜ ଶକ୍ତି ଉତ୍ପାଦନ ଉପରେ ଅଧିକ ଧ୍ୟାନ ଦେଇଥାଏ
Author: Amaresh Biswal | Credit: Google
GERMANY: ଜର୍ମାନୀରେ ପରିବେଶ ଆଇନ୍ କଡ଼ା। ସେହିପରି ଏଠାରେ ଆବର୍ଜନା ରିସାଇକ୍ଲିଂ ଓ ବିକଳ୍ପ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଏ।
Author: Amaresh Biswal | Credit: Google
FINLAND: ଏହି ଉତ୍ତର ୟୁରୋପୀୟ ଦେଶରେ ପରିବେଶ ଆଇନ୍ ଅଧିକ କଡ଼ା। ଅଧିକ ଜଙ୍ଗଲ ଥିବାରୁ ପାଣିପାଗ ଖୁବ୍ ସଫା।
Author: Amaresh Biswal | Credit: Google
UNITED KINGDOM: ଇଂଲଣ୍ଡର ପରିବେଶ ଆଇନ୍ କଡ଼ା, ନାଗରିକମାନେ ମଧ୍ୟ ସଫାସୁତରା ବାବଦରେ ବହୁତ ସଚେତନ
Author: Amaresh Biswal | Credit: Google
SWEDEN: ସଫାସୁତରା ପାଇଁ ଏହି ଦେଶ ସବୁବେଳେ ନାଁ କରିଛି। ପରିବେଶ ଅନୁକୂଳ ଆଇନ୍ ଓ ବ୍ୟବସ୍ଥା ଏଥିପାଇଁ ଦାୟୀ।
Author: Amaresh Biswal | Credit: Google
NORWAY: ପ୍ରକୃତି ଭିତରେ ଥିବା ଏହି ଦେଶ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ଅଧିକ ସଚେତନ। ସେଥିପାଇଁ କଡ଼ା ଆଇନ୍ ରହିଛି।
Author: Amaresh Biswal | Credit: Google
AUSTRIA: ଇକୋ-ଫ୍ରେଣ୍ଡଲୀ ଆଇନ୍ ପାଇଁ ଏହି ଦେଶ ବେଶୀ ପରିଚିତ। ଲୋକମାନେ ମଧ୍ୟ ଅଧିକ ସଚେତନ।
Author: Amaresh Biswal | Credit: Google
SWITZERLAND: ସୁନ୍ଦର ପ୍ରାକୃତିକ ପରିବେଶ ପାଇଁ ସ୍ୱିଜରଲ୍ୟାଣ୍ଡ ସାରା ବିଶ୍ୱରେ ପରିଚିତ।
Author: Amaresh Biswal | Credit: Google
DENMARK: ସୁନ୍ଦର ପରିବେଶ ପାଇଁ ପରିଚିତ ଏହି ଦେଶ ସଫାସୁତରାରେ ସାରା ବିଶ୍ୱରେ ୧୦ମ ସ୍ଥାନରେ ରହିଛି।