ବିଶ୍ବର ସର୍ବବୃହତ କୋଠା ବୁର୍ଜ ଖଲିଫା। ୟୁଏଇ ଓ ଦୁବାଇରେ ଅବସ୍ଥିତ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଉଚ୍ଚତା ୮୨୮ ମିଟର। ଏଥିରେ ୧୬୩ ମହଲା ଅଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ତେବେ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ପ୍ରକୃତ ମାଲିକ କିଏ ତାକୁ ନେଇ ସମସ୍ତଙ୍କ ମନରେ ରହିଥାଏ ଉତ୍କଣ୍ଠା।
ବୁର୍ଜ ଖଲିଫା ଯାହାକି ବର୍ତ୍ତମାନ ବିଶ୍ବର ସବୁଠାରୁ ସୁଉଚ୍ଚ ବିଲ୍ଡିଂ ଏହାର ରେକର୍ଡ ଭାଙ୍ଗିବାକୁ ଯାଉଛି। ସାଉଦି ଆରବର ସହର ଜେଡାହରେ ନିର୍ମିତ ହେଉଛି ଜେଇସି ଟାୱାର। ଏହି ବିଲ୍ଡିଂର ଉଚ୍ଚତା ରହିଛି ୦.୬୨ ମାଇଲ ବା ୧ କି.ମି.।
ବୁର୍ଜ ଖଲିଫା ଏତେ ଉଚ୍ଚ ଯେ ଏହାକୁ ୧୦୦ କିଲୋମିଟର ଦୂରରୁ ଦେଖିହେବ। ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଇଞ୍ଜିନିୟରିଂ ଏବଂ ଡିଜାଇନ୍ ଅତୁଳନୀୟ, ଯାହା ଯୋଗୁଁ ଏହାକୁ ସ୍ଥାପତ୍ୟ ଚମତ୍କାରିତାର ପ୍ରତୀକ ଭାବରେ ସ୍ୱୀକୃତି ଦିଆଯାଇଛି। ବୁର୍ଜ ଖଲିଫା ବିଳାସପୂର୍ଣ୍ଣ ପରିବେଶ ଏବଂ କାର୍ଯ୍ୟକ୍ଷମତାର ମିଶ୍ରଣ ।
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ ଖଲିଫାରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ଜିତିବା ପରେ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ମିଳିଛି ।
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।
ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ସ୍ୱାଗତ ।
ଦୁବାଇ ଆକାଶରରେ କରିସ୍ମା ଦେଖାଇଲା ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ । ଦେଖନ୍ତୁ ଏହାର ସଂପୂର୍ଣ୍ଣ ଭିଡିଓ..
ବନ୍ଦ ହେଲା କୋଲକାତାର ପ୍ରଶିଦ୍ଧ 'ବୁର୍ଜ ଖଲିଫା' ପୂଜା ପାଣ୍ଡାଲ । ଅତ୍ୟଧିକ ଭିଡ଼ ଯୋଗୁଁ 'ବୁର୍ଜ ଖଲିଫା'ର ଡିଜାଇନ୍ରେ ନିର୍ମିତ ଦୁର୍ଗା ପୂଜା ପାଣ୍ଡାଲକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି ।
ଗାନ୍ଧି ଜୟନ୍ତୀ ଅବସରରେ ବିଶ୍ୱର ସବୁଠୁ ଉଚ୍ଚତମ ଟାୱାର ବ୍ରୁଜ ଖଲିଫାରେ ବାପୁଙ୍କ ଆଦର୍ଶ ଓ ଗାଥାର ଲାଇଟ୍ ଶୋ ଅନୁଷ୍ଠିତ ହୋଇଛି।