• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: South Korea

Kim Jong-un threatens to use nuclear weapons against America
ଆମେରିକା ଉପରେ ପରମାଣୁ ବୋମା ପକାଇବ ଉତ୍ତର କୋରିଆ !

ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...

North Korea
ଋଷ-ୟୁକ୍ରେନ୍‌ ପରେ ହେବ କି ଦ୍ୱିତୀୟ କୋରିଆ ଯୁଦ୍ଧ ? ପରମାଣୁ ବୋମାର ଧମକ ଦେଲେଣି କିମ୍‌

ଉତ୍ତର-କୋରିଆ ପୁଣି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିବା ପ୍ରରୀପ୍ରେକ୍ଷୀରେ ଏଭଳି କହିଥିଲେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ୍ ।

North korea
ଅଜବ ନିୟମ ! ଅନ୍ୟ ଦେଶର ଫିଲ୍ମ ଦେଖିବାରୁ ୧୪ ବର୍ଷର ଛାତ୍ରକୁ ୧୪ ବର୍ଷ ଜେଲ୍‌

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି ।

Fake guests are invited in wedding
ଏଠି ବିବାହରେ ଭଡାରେ ଆସନ୍ତି ଅତିଥି; ମୁଣ୍ଡ ପିଛା ୧୫ ଶହ

ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଅଜବ ଗଜବ ରହିଛି। ଅଦ୍ୟାବଧି ଆପଣ ଏକ ଫ୍ଲାଟ, ଘର କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଡାରେ ଦିଆଯାଉଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷମାନେ ମଧ୍ୟ ଭଡାରେ ମିଳନ୍ତି। ଏହି କଥାଟି ଆପଣଙ୍କ ପାଇଁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହି ଦେଶରେ ବିବାହ ଉତ୍ସବରେ ଅତିଥିମାନଙ୍କୁ ଭଡ଼ାରେ ନିମନ୍ତ୍ରଣ କରାଯାଇଥାଏ ଏବଂ ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଏ।

mask
ଏଣିକି ଦକ୍ଷିଣ କୋରିଆରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ନିର୍ଭୟରେ ବୁଲିପାରିବେ ଲୋକ

ସିଓଲ୍: ସାରା ବିଶ୍ୱରେ କରାେନା ମହାମାରୀ  କାୟା ବିସ୍ତାର କରି ରଖିଥିବା ବେଳେ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦକ୍ଷିଣ କୋରିଆବାସୀଙ୍କୁ ମାସ୍କ ପ୍ରତି ଗରୁତ୍ୱ ନଦେବାକୁ କୁହାଯାଉଛି । ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍‌ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । […]

kim jong
ଉତ୍ତର କୋରିଆ: ଭୁଶୁଡ଼ି ଗଲାଣି ଅର୍ଥନୀତି, ମାସେ ପରେ ସାମ୍ନାକୁ ଆସିଲେ ତାନାଶାହୀ କିମ୍‌ ଜୋଙ୍ଗ

ପ୍ୟୋଙ୍ଗୟାଙ୍ଗ: କରୋନା ମହାମାରୀ ଏବଂ ପ୍ରତିବନ୍ଧକ ଯୋଗୁଁ ଉତ୍ତର କୋରିଆର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳିସ୍ଥିତିରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି ।…