କୌଣସି କମ୍ପାନୀର ସଫଳତା ବା ବିଫଳତା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ଉପରେ ନିର୍ଭର କରିଥାଏ। ତେଣୁ ସିଇଓ ମାନେ ହିଁ ସବୁଠାରୁ ଅଧିକ ଦରମା ହାସଲ କରିଥାନ୍ତି। ସେମାନେ କେବଳ ନିଜ କମ୍ପାନୀର ନୁହନ୍ତି ବରଂ ଏହାର ସମ୍ପୂର୍ଣ୍ଣ ଅର୍ଥନୀତିର ଭାର ନିଜ କାନ୍ଧରେ ବୋହିଥାନ୍ତି। ଏମାନଙ୍କର ଗୋଟିଏ ନିଷ୍ପତ୍ତି ସମଗ୍ର କମ୍ପାନୀର ଭବିଷ୍ୟତ ବଦଳାଇବାର କ୍ଷମତା ରଖିଥାଏ।
୨୦୨୧ ମସିହାରେ ଦିଆଯାଇଥିବା ଏହି ସାକ୍ଷାତକାରରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଥିଲେ କି ବିଭିନ୍ନ କାରଣ ପାଇଁ ସେ ୨୦ରୁ ଅଧିକ ଫୋନ୍ ବ୍ୟବହାର କରନ୍ତି।
Alକୁ ନେଇ ଗୁଗୁଲ୍ ସିଇଓଙ୍କ ଚେତାବନୀ । ଭୁଲ ହାତକୁ ଗଲେ ବିପଦ ସୃଷ୍ଟି କରିବ Al।