ବିନା ଟଙ୍କାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଡ଼ ନ ହୋଇ ପାରିବାରୁ ଶେଷରେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍ରେ ୨ଶହ କିମି ଯାତ୍ରା କଲେ ବାପା ।
୩ ପିଲା ଜନ୍ମ କରିଥିଲା । ଭାବିଥିଲା ପରିଣତ ବୟସରେ ଏଇ ପିଲାଙ୍କ ପାଖରେ ରହିବ, ସେବ ଶୂଶ୍ରୁଷା ପାଇବ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ବୁଢୀ ବୟସରେ ଆଶ୍ରମରେ ରହି ପିଲାଙ୍କୁ ଝୁରୁଛି ଏଇ ମାଆ
ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ରାସ୍ତା କଡ ଗଛରେ ଲାଗିଛି ପ୍ଲାଷ୍ଟିକ୍ ଜାଗା...ଭରାଯାଉଛି ପାଣି, ପିଉଛନ୍ତି ପକ୍ଷୀ
ଖାଲି ବାଲେଶ୍ବର ନୁହେଁ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଆଦିବାସୀ ଗାଁକୁ ବି ଦ୍ବିତୀୟ କର୍ମକ୍ଷେତ୍ର ଭାବେ ବାଛିଛନ୍ତି ଶିକ୍ଷକ ଗଣେଶ ଜେନା। ଯାହାକୁ ଅଭିଭାବକମାନେ ବି ବେଶ୍ ପ୍ରଶଂସା କରୁଛନ୍ତି।
୩ ପିଲା ଜନ୍ମ କରିଥିଲା । ଭାବିଥିଲା ପରିଣତ ବୟସରେ ଏଇ ପିଲାଙ୍କ ପାଖରେ ରହିବ, ସେବ ଶୂଶ୍ରୁଷା ପାଇବ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ବୁଢୀ ବୟସରେ ଆଶ୍ରମରେ ରହି ପିଲାଙ୍କୁ ଝୁରୁଛି ଏଇ ମାଆ
ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ରାସ୍ତା କଡ ଗଛରେ ଲାଗିଛି ପ୍ଲାଷ୍ଟିକ୍ ଜାଗା...ଭରାଯାଉଛି ପାଣି, ପିଉଛନ୍ତି ପକ୍ଷୀ
ବାପା-ମାଆ ଥିବେ ଯାହାର, ଚିନ୍ତା ନାହିଁ ତାଙ୍କର । ଜନ୍ମରୁ ପୁଅ-ଝିଅ ଦିବ୍ୟାଙ୍ଗ...ହେଲେ ହତାଦର କରୁନାହାନ୍ତି ବାପା-ମାଆ । ଭେଣ୍ଡିଆ ପୁଅର ଯତ୍ନ ନେଉଛନ୍ତି, ସ୍ନେହ ଆଦର କରି ଖୁଆଇ ଦେଉଛନ୍ତି । ପୁଣି ଘର ଚଳେଇବା ଲାଗି ପର ଦୁଆରେ ମାଟି ହାଣୁଛନ୍ତି
ପେଶା ଡାକ୍ତର, ନିଶା ମାନବ ସେବା । ରାସ୍ତାରେ ବୁଲିବା ବେଳେ ଯେଉଁ ଅସହାୟଙ୍କୁ ଦେଖନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଅନ୍ତି । ଏମିତି ସେବାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ପ୍ରଶଂସା
ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ
ଆକାଶରେ ଉଡ଼ିବେ ବ୍ରହ୍ମପୁରର ଅଫସାରାଣୀ..
ଧୁ ଧୁ ଖରାକୁ ଖାତିର ନାହିଁ । କାଳିଆ ଦର୍ଶନ କରିବାକୁ ଭକ୍ତ ମନ ବ୍ୟାକୁଳ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ ।
ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?
ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।
ଦୃଢ଼ ଇଚ୍ଛାଶକ୍ତି ଓ ବିପଦକୁ ସାମ୍ନା କରିବାର ଅଦମ୍ୟ ସାହସ ଜୀବନର ସବୁ ଅନ୍ଧକାରକୁ ପାର କରିଦିଏ। ଏହା ପାଖରେ ଥିଲେ ବିପଦକୁ ବି ସମ୍ପଦରେ ପରିଣତ କରିପାରେ ମଣିଷ। ଆଉ ବିପଦ ସହ ଲଢେଇରେ ଜୟଯୁକ୍ତ ବି ହୋଇପାରେ। ଆଜି ସେଇଭଳି ଦୁଇ ସାହସୀ ମହିଳାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।
କାଳ ହେଲା ନଳକୂଅ । ଏମିତି ପଡ଼ିଲେଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି ।
ଦୁଆର ଦୁଆର ବୁଲି ଅର୍ଥ ସଂଗ୍ରହ କରିଲେ.. ମନ୍ଦିର ସାମ୍ନାରେ ବସି ବି ଲୋକଙ୍କୁ ହାତ ପତାଇଥିଲେ.. ଆଉ ଗଢିଦେଲେ ମା ଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର
କେନ୍ଦୁଝରର ବଣମଲ୍ଲୀ ରାଜ୍ୟ ସାରା ମହ ମହ ବାସୁଛି.. ସୁନା ଝିଅ କୁନି ଦେହୁରୀ ରେଶମ ସୂତା କାରିଗରୀର କଳାକୁ ନେଇ ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ
ସାବାସ୍ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ସମସ୍ୟା ଚୁଟକିରେ ହେଲା ସମାଧାନ
ସ୍ଥାନୀୟ ଅଂଚଳର ଶିକ୍ଷକ ଭକ୍ତ ବତ୍ସଳ ସାହୁ । ଦୀର୍ଘ ୩୨ ବର୍ଷ ଧରି ଜରିପଡା ପଞ୍ଚାୟତ ପଇଗୁଆଁ କ୍ଷୀରେଶ୍ୱର ବିଦ୍ୟାପୀଠରେ ଶିକ୍ଷକତା କରିଥିଲେ । ଆଉ ଏବେ ଅବସର ନେବା ପରେ ତାଙ୍କର ପୁରାତନ ଛାତ୍ରମାନେ ରାଜ୍ୟ ବାହାରୁ ଧାଇଁ ଆସିଥିଲେ ।
ଏ ଗାଁକୁ ନମନ୍ । ପ୍ରତି ଘରେ ଅଛନ୍ତି ଜଣେ ଲେଖାଏଁ ଯବାନ...୩ ଜଣ ସହିଦ ହେଲେଣି, ୩୦ରୁ ଅଧିକ ସେନାରେ ନିଯୁକ୍ତି ପାଇଲେଣି । ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬...ସବୁବେଳେ ଆୟୋଜନ ହୁଏ ବିଶେଷ କାର୍ଯ୍ୟକ୍ରମ
ଏବେ ବିଭିନ୍ନ କ୍ଷେତ୍ରରେ ଚମକିଲେଣି ଓଡ଼ିଆ ଝିଅ। ଯେଉଁକ୍ଷେତ୍ରରେ କେବଳ ପୁରୁଷମାନଙ୍କ ପ୍ରବେଶ ଥିଲା ଏବେ ସେଠି ମଧ୍ୟ ସଫଳତାର ସହ ପହଞ୍ଚିସାରିଲେଣି ଝିଅମାନେ। ସେଥିମଧ୍ୟରୁ ମଲ୍ଲଖମ୍ବ ଖେଳ ମଧ୍ୟ ରହିଛି। ଏହାକୁ ନିଜର କରି ଓଡ଼ିଆ ଝିଅ ରେକିପ୍ରଭା ଦେଶ ବିଦେଶରେ ଅନେକ ସୁନାମ ଆଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ।
ସରପଞ୍ଚ ହେବ ତ ଏମିତି ! ନିଜେ କୋଦାଳ ଧରିଲେ, ମାଟି ହାଣି ମୁଣ୍ଡରେ ମୁଣ୍ଡାଇଲେ । ଲୋକେ କହିଲେ, ଏମିତି ସରପଞ୍ଚ ଥିଲେ ଆମେ ଦାଦନ ଯିବୁ କାହିଁକି
୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ: ଧ୍ୟାନ ମୁଦ୍ରାରେ ଭଗବାନ ଶିବଙ୍କ ଆରାଧନାରେ ମଗ୍ନ ବାବା ସତ୍ୟନାରାୟଣ, ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ
ପ୍ରବଳ ଖରା ତାତିରେ ଜମିରେ ଖିଲିଖିଲି ହୋଇ ହସିଲା ଗୋଲାପ ଫୁଲ । ଖାଲି ଗୋଲାପ କାହିଁକି ବରଂ ଗେଣ୍ଡୁ ବି ଚାଷ ହେଉଛି । ଫୁଲ ଗୁଡିକ ଏତେ ମନଲୋଭା ହୋଇଛି ଯେ ଦେଖିଲେ ପେଟ ପୂରିଯିବ
ବନ୍ଧୁଙ୍କ ପ୍ରେରଣା ପାଇବା ପରେ ଏମିତି ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରଦ୍ୟୁମ୍ନ । କରୋନା ସମୟରେ ସ୍ଲଟ ବୁକିଙ୍ଗ ଦେଖୁ ଦେଖୁ ଲୋକଙ୍କ ସମସ୍ୟାକୁ ଟ୍ୱିଟ୍ ମାଧ୍ୟମରେ ଅପଲୋଡ୍ କରିବା ଆରମ୍ଭ କରିଥିଲେ