ପିଲାଟି ଦିନରୁ ପାଳିଥିଲା...ପାଠ ପଢାଇଲା, ଚାକିରି ବି କରାଇଲା । ଏବେ ବଡ଼ ହେବା ପରେ ବ୍ରାହ୍ମଣ ଘରେ ବାହା ଦେଲା । ୭ ଜନ୍ମର ସାଥୀ ହେବାକୁ ଅଗ୍ନିଙ୍କ ଆଗରେ ଶପଥ କଲେ ଜିନା ଓ ଜିତେନ୍ଦ୍ର....ଉପସ୍ଥିତ ଥିଲେ ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ
Published By: Sarbeswar
Last updated: 16 June 2023, 11:20 PM IST
ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି...ବୟସର ଅପରାହ୍ନରେ ମାଗୁଛନ୍ତି ଖଣ୍ଡେ ଘର