ବାରିପଦାରେ ପୁଣି ଲଜ୍ଜା। ପରିଣତ ବୟସରେ କରୁଣ କାହାଣୀ । ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ଆଶ୍ରୟ ।
ଆଖିରୁ ବୋହିଯାଉଛି ବେଦନାର ଲୁହ । ଯନ୍ତ୍ରଣା ଏତେ ଯେ କାହାକୁ ଦେଖି ଦେଲେ କୋହ ସମ୍ଭାଳି ପାରୁନାହାନ୍ତି । ସେଇଥି ଲାଗି ତ ଆଖିରୁ ଅହରହ ଝରାଉଛନ୍ତି ଲୁହ । ଚମ ଧୁଡୁଧୁଡୁ ହେଲାଣି...ଅଣ୍ଟା ମୋଡି ହୋଇଗଲାଣି । ବିନା ସାହାରାରେ ପାଦେ ଚାଲିବା ବି କଷ୍ଟ । ହେଲେ ଏମିତି ସମୟରେ ବୟସର ଅପରାହ୍ନରେ ଏକା ଏକା ବଂଚିବାକୁ ସେ ବାଧ୍ୟ ହେଉଛନ୍ତି । ସେବା ଯତ୍ନ ସତେ ଯେମିତି ତାଙ୍କ ଭାଗ୍ୟରେ ନାହିଁ ।
ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ
ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ
ଶହେ ମାନସିକ କରି ପୁଅ ପାଇଥିଲେ। ପାଳି ପୋଷି ବଡ଼ ବାବୁ କଲେ। ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ଆଉ ପଚାରୁନି ପୁଅ । ଶେଷରେ ଜରାଶ୍ରମରେ ଯନ୍ତ୍ରଣାରେ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା। ଅନ୍ତର୍ଜାତୀୟ ପିତୃ ଦିବସରେ ଜରାଶ୍ରମରେ ଥିବା ବାପା, ହତାଦର କରି ଘରୁ ତଡ଼ିଦେଇଥିବା ପୁଅର ମଙ୍ଗଳ ମନାସିଛନ୍ତି
ଆଖିରେ ଆଖିଏ ଲୁହ ନେଇ କାନ୍ଦୁଛନ୍ତି ବୃଦ୍ଧ ବୃଦ୍ଧା। ଜନ୍ମକଲା ପୁଅ ପୋଷିପାରିଲାନି କିମ୍ୱା ବୋହୂ ପଚାରିଲାନି , ଶେଷରେ ଏଇ ବୃଦ୍ଧାଶ୍ରମରେ ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧ ବୃଦ୍ଧା ।
କୋଠାର ନିର୍ମାଣ ଶୈଳୀ ଦେଖିଲେ ଜମା ଲାଗିବନି, ଏହା ଏକ Old Age Home ବୋଲି । ଭିକାରୀ ମାନଙ୍କୁ ରାସ୍ତା କଡରୁ ଆଣି ଏକ ଘରୋଇ ପରିବେଶରେ ରଖାଯାଉଛି । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟର ଯତ୍ନ ସବୁକିଛି ମାଗଣାରେ ।