• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Abandoned by children
ପର କରିଦେଲା ଜନ୍ମ କଲା ପିଲା : ଆଶ୍ରମରେ ରହୁଛନ୍ତି ୧୭ ଅସହାୟ ମାଆ

୩ ପିଲା ଜନ୍ମ କରିଥିଲା । ଭାବିଥିଲା ପରିଣତ ବୟସରେ ଏଇ ପିଲାଙ୍କ ପାଖରେ ରହିବ, ସେବ ଶୂଶ୍ରୁଷା ପାଇବ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ବୁଢୀ ବୟସରେ ଆଶ୍ରମରେ ରହି ପିଲାଙ୍କୁ ଝୁରୁଛି ଏଇ ମାଆ

special arrangements for thirsty birds
ପ୍ଲାଷ୍ଟିକ୍‌ ଜାଗାରେ ପାଣି ରହୁଛି...ଖରା ବେଳେ ପିଇବେ ପକ୍ଷୀ

ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ରାସ୍ତା କଡ ଗଛରେ ଲାଗିଛି ପ୍ଲାଷ୍ଟିକ୍‌ ଜାଗା...ଭରାଯାଉଛି ପାଣି, ପିଉଛନ୍ତି ପକ୍ଷୀ

  • Sunday, 14 May 2023
2 divyang children
ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଲାଗି ମାଟି ହାଣୁଛନ୍ତି ବାପା-ମାଆ

ବାପା-ମାଆ ଥିବେ ଯାହାର, ଚିନ୍ତା ନାହିଁ ତାଙ୍କର । ଜନ୍ମରୁ ପୁଅ-ଝିଅ ଦିବ୍ୟାଙ୍ଗ...ହେଲେ ହତାଦର କରୁନାହାନ୍ତି ବାପା-ମାଆ । ଭେଣ୍ଡିଆ ପୁଅର ଯତ୍ନ ନେଉଛନ୍ତି, ସ୍ନେହ ଆଦର କରି ଖୁଆଇ ଦେଉଛନ୍ତି । ପୁଣି ଘର ଚଳେଇବା ଲାଗି ପର ଦୁଆରେ ମାଟି ହାଣୁଛନ୍ତି

Young Doctor
ଯୁବ ଡାକ୍ତରଙ୍କ ମାନବସେବା : ଅସହାୟଙ୍କୁ ଉଦ୍ଧାର କରୁଛନ୍ତି, ସୁସ୍ଥ ପାଇଁ ଚିକିତ୍ସା କରୁଛନ୍ତି

ପେଶା ଡାକ୍ତର, ନିଶା ମାନବ ସେବା । ରାସ୍ତାରେ ବୁଲିବା ବେଳେ ଯେଉଁ ଅସହାୟଙ୍କୁ ଦେଖନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଅନ୍ତି । ‌ଏମିତି ସେବାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ପ୍ରଶଂସା

  • Saturday, 13 May 2023
Free Tution
ମୁଁ ଥିବା ପର୍ଯ୍ୟନ୍ତ ବସ୍ତିରେ କୌଣସି ପିଲା ଅପାଠୁଆ ରହିବେନି : ଏମିତି ଶପଥ ନେଇଛନ୍ତି ଶୁଭଲକ୍ଷ୍ମୀ

ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

  • Saturday, 13 May 2023
Berhampur to Dubai
ସତ ହେବ ସ୍ୱପ୍ନ ! ଆକାଶରେ ଉଡ଼ିବେ ବ୍ରହ୍ମପୁରର ଅଫସାରାଣୀ..

ଆକାଶରେ ଉଡ଼ିବେ ବ୍ରହ୍ମପୁରର ଅଫସାରାଣୀ..

  • Friday, 12 May 2023
Danda Jatra
ରାଜସ୍ଥାନରୁ ପୁରୀ...‘ମୁଁ ଜଗାର ଭକ୍ତ...ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି’

ଧୁ ଧୁ ଖରାକୁ ଖାତିର ନାହିଁ । କାଳିଆ ଦର୍ଶନ କରିବାକୁ ଭକ୍ତ ମନ ବ୍ୟାକୁଳ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ ।

  • Thursday, 11 May 2023
Sarapancha Auto Driver
ସରପଂଚ ହେବ ତ ଏମିତି : ଜିତିଲା ପରେ ବି ଚଳାଉଛନ୍ତି ଅଟୋ

ସରପଂଚ ହେବ ତ ଏମିତି । ସକାଳୁ ଲୋକଙ୍କ କଥା ବୁଝୁଛନ୍ତି, ସମୟ ମିଳିଲେ ଅଟୋ ଚଳାଉଛନ୍ତି । ସରକାରୀ ଯୋଜନାରେ କେମିତି ଲାଭ ପାଇବେ ଲୋକେ ସେନେଇ ଅନବରତ କରୁଛନ୍ତି ଚିନ୍ତା । ଲୋକେ କହୁଛନ୍ତି, ଆମ ସରପଂଚ ପରି ହେବ କିଏ?

Soro Marriage
ଜନ୍ମରୁ ଦିବ୍ୟାଙ୍ଗ, କିନ୍ତୁ ଠାରରେ ଠାରରେ ମିଶିଗଲା ହୃଦୟ: ଆଉ ଏବେ ସତ ହୋଇଗଲା ସ୍ୱପ୍ନ

ଜନ୍ମରୁ କଥା କହିପାରନ୍ତି ନାହିଁ ସତ, ହେଲେ ଠାରରେ ଠାରରେ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଲେ । ସୋର କନିଆଁକୁ ନୟାଗଡିଆ ବର...ସୌମ୍ୟଙ୍କ ହାତ ଧରିଲେ ଶୁଭଶ୍ରୀ । ନାଚରେ କମ୍ପିଲା ଗାଁ, ସାଜସଜ୍ଜା ଦେଖିଲେ ଆଖି ତରାଟି ହୋଇଯିବ । ସମସ୍ତେ କହିଲେ ଏମାନଙ୍କ ଯୋଡ଼ି ଯୁଗ ଯୁଗର।

Neha and Balbinder crossed the darkness of life with courage
ସାହସ ବଳରେ ଜୀବନର ଅନ୍ଧକାରକୁ ପାରହୋଇଗଲେ ନେହା ଓ ବଲବିନ୍ଦର

ଦୃଢ଼ ଇଚ୍ଛାଶକ୍ତି ଓ ବିପଦକୁ ସାମ୍ନା କରିବାର ଅଦମ୍ୟ ସାହସ ଜୀବନର ସବୁ ଅନ୍ଧକାରକୁ ପାର କରିଦିଏ। ଏହା ପାଖରେ ଥିଲେ ବିପଦକୁ ବି ସମ୍ପଦରେ ପରିଣତ କରିପାରେ ମଣିଷ। ଆଉ ବିପଦ ସହ ଲଢେଇରେ ଜୟଯୁକ୍ତ ବି ହୋଇପାରେ। ଆଜି ସେଇଭଳି ଦୁଇ ସାହସୀ ମହିଳାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

Woman cries for govt aid
ଘରର ଛାତ କହିଲେ ଖଣ୍ଡିଏ ପାଲ, ଖଟିଆରେ ସ୍ୱାମୀ...ପ୍ରଶାସନକୁ ଚାହିଁ ବସିଛି ସ୍ତ୍ରୀ

କାଳ ହେଲା ନଳକୂଅ । ଏମିତି ପଡ଼ିଲେଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି ।

  • Tuesday, 09 May 2023
Retired employees
ହାତ ପତାଇ କୋଟିଏ ସଂଗ୍ରହ କଲେ, ଗଢିଦେଲେ ଲକ୍ଷ୍ମୀ ମନ୍ଦିର

ଦୁଆର ଦୁଆର ବୁଲି ଅର୍ଥ ସଂଗ୍ରହ କରିଲେ.. ମନ୍ଦିର ସାମ୍ନାରେ ବସି ବି ଲୋକଙ୍କୁ ହାତ ପତାଇଥିଲେ.. ଆଉ ଗଢିଦେଲେ ମା ଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର

  • Monday, 08 May 2023
Prerana
ସୁନା ଝିଅର ରେଶମୀ କାମ… ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

କେନ୍ଦୁଝରର ବଣମଲ୍ଲୀ ରାଜ୍ୟ ସାରା ମହ ମହ ବାସୁଛି.. ସୁନା ଝିଅ କୁନି ଦେହୁରୀ ରେଶମ ସୂତା କାରିଗରୀର କଳାକୁ ନେଇ ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

Bhadrak Sarapancha
ଏମିତି ସରପଞ୍ଚ ଥିଲେ ବିକାଶକୁ ରୋକିବ କିଏ ? ନିଜ ଦରମା ଟଙ୍କାରେ କରିଦେଲେ ଗାଁ ରାସ୍ତା

ସାବାସ୍‌ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ସମସ୍ୟା ଚୁଟକିରେ ହେଲା ସମାଧାନ

Teacher
‘ମୁଁ ସିନା ଅବସର ନେଇଗଲି, ହେଲେ ଏ ସ୍କୁଲ୍‌କୁ ଛାଡ଼ି ରହିପାରିବିନି’

ସ୍ଥାନୀୟ ଅଂଚଳର ଶିକ୍ଷକ ଭକ୍ତ ବତ୍ସଳ ସାହୁ । ଦୀର୍ଘ ୩୨ ବର୍ଷ ଧରି ଜରିପଡା ପଞ୍ଚାୟତ ପଇଗୁଆଁ କ୍ଷୀରେଶ୍ୱର ବିଦ୍ୟାପୀଠରେ ଶିକ୍ଷକତା କରିଥିଲେ । ଆଉ ଏବେ ଅବସର ନେବା ପରେ ତାଙ୍କର ପୁରାତନ ଛାତ୍ରମାନେ ରାଜ୍ୟ ବାହାରୁ ଧାଇଁ ଆସିଥିଲେ ।

Jawan Village
ଏ ମାଟିକୁ ନମନ୍‌ : ପ୍ରତି ଘରେ ଯବାନ...ଛାତି ଫୁଲେଇ ଚାଲନ୍ତି ଗାଁ ଲୋକେ

ଏ ଗାଁକୁ ନମନ୍‌ । ପ୍ରତି ଘରେ ଅଛନ୍ତି ଜଣେ ଲେଖାଏଁ ଯବାନ...୩ ଜଣ ସହିଦ ହେଲେଣି, ୩୦ରୁ ଅଧିକ ସେନାରେ ନିଯୁକ୍ତି ପାଇଲେଣି । ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬...ସବୁବେଳେ ଆୟୋଜନ ହୁଏ ବିଶେଷ କାର୍ଯ୍ୟକ୍ରମ

Women Empowerment Mallakhamba Artist Recky Prava Ray
ବିପଜ୍ଜନକ ଖେଳକୁ ଆପଣେଇ ଚମକୁଛନ୍ତି ଓଡ଼ିଆ ଝିଅ ରେକିପ୍ରଭା

ଏବେ ବିଭିନ୍ନ କ୍ଷେତ୍ରରେ ଚମକିଲେଣି ଓଡ଼ିଆ ଝିଅ। ଯେଉଁକ୍ଷେତ୍ରରେ କେବଳ ପୁରୁଷମାନଙ୍କ ପ୍ରବେଶ ଥିଲା ଏବେ ସେଠି ମଧ୍ୟ ସଫଳତାର ସହ ପହଞ୍ଚିସାରିଲେଣି ଝିଅମାନେ। ସେଥିମଧ୍ୟରୁ ମଲ୍ଲଖମ୍ବ ଖେଳ ମଧ୍ୟ ରହିଛି। ଏହାକୁ ନିଜର କରି ଓଡ଼ିଆ ଝିଅ ରେକିପ୍ରଭା ଦେଶ ବିଦେଶରେ ଅନେକ ସୁନାମ ଆଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ।

Sarapancha
ଏମିତି ସରପଞ୍ଚଙ୍କୁ ସଲାମ୍...ଗାଁ ଲୋକଙ୍କ ସହ ମିଶି ଖୋଳୁଛନ୍ତି ପୋଖରୀ

ସରପଞ୍ଚ ହେବ ତ ଏମିତି ! ନିଜେ କୋଦାଳ ଧରିଲେ, ମାଟି ହାଣି ମୁଣ୍ଡରେ ମୁଣ୍ଡାଇଲେ । ଲୋକେ କହିଲେ, ଏମିତି ସରପଞ୍ଚ ଥିଲେ ଆମେ ଦାଦନ ଯିବୁ କାହିଁକି

୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ
୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ

୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ: ଧ୍ୟାନ ମୁଦ୍ରାରେ ଭଗବାନ ଶିବଙ୍କ ଆରାଧନାରେ ମଗ୍ନ ବାବା ସତ୍ୟନାରାୟଣ, ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

Rose Farming
ଭାଗ୍ୟ ବଦଳାଇ ଦେଲା ଗୋଲାପ ଚାଷ...ମାସକୁ ଏତିକି ହେଉଛି ରୋଜଗାର

ପ୍ରବଳ ଖରା ତାତିରେ ଜମିରେ ଖିଲିଖିଲି ହୋଇ ହସିଲା ଗୋଲାପ ଫୁଲ । ଖାଲି ଗୋଲାପ କାହିଁକି ବରଂ ଗେଣ୍ଡୁ ବି ଚାଷ ହେଉଛି । ଫୁଲ ଗୁଡିକ ଏତେ ମନଲୋଭା ହୋଇଛି ଯେ ଦେଖିଲେ ପେଟ ପୂରିଯିବ

Puri's Twitter boy resolves over 2000 issues..
କେବଳ ଟ୍ୱିଟ୍‌ କରି ୨ ହଜାର ସମସ୍ୟାର କରିଦେଲେ ସମାଧାନ : ଲୋକେ ଡାକିଲେ, ଟ୍ୱିଟର ବୟ

ବନ୍ଧୁଙ୍କ ପ୍ରେରଣା ପାଇବା ପରେ ଏମିତି ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରଦ୍ୟୁମ୍ନ । କରୋନା ସମୟରେ ସ୍ଲଟ ବୁକିଙ୍ଗ ଦେଖୁ ଦେଖୁ ଲୋକଙ୍କ ସମସ୍ୟାକୁ ଟ୍ୱିଟ୍‌ ମାଧ୍ୟମରେ ଅପଲୋଡ୍‌ କରିବା ଆରମ୍ଭ କରିଥିଲେ

Orphaned girl
ସ୍ୱପ୍ନ ଦେଖିବା ବୟସରେ ସ୍ୱପ୍ନ ପୂରଣ କରୁଛି ବର୍ଷା : ଭାଇଙ୍କ ଲାଗି ଚରାଉଛି ଛେଳି

ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘ

Senior citizen friends
ପ୍ରକୃତି ପ୍ରେମରେ ବନ୍ଧା ଦୁଇ ବନ୍ଧୁ କୈଳାସ ଓ ଗୋବିନ୍ଦ

ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗରେ କାମ କରୁଥିଲେ । ସେ ଗତ ୨୦୧୨ ମସିହାରେ ଅବସର ନେଲେ। ସେହିପରି କୈଳାସ ବାବୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରୁ ୨୦୦୬ ମସିହାରେ ଅବସର ନେଇଛନ୍ତି । ଉଭୟ ବନ୍ଧୁ ଗତ ୧୦ ବର୍ଷରୁ ଅଧିକ ସମୟ ହେବ ଗଛ ଲଗାଉଛନ୍ତି । ଚାକିରି କରିବା ସମୟରେ ମଧ୍ୟ ଉଭୟେ ଗଛ ଲଗାଉଥିଲେ ଏବଂ ଏବେ ମଧ୍ୟ ଗଛ ଲଗାଉଛନ୍ତି

  • Sunday, 30 April 2023
Super Cyclone-hit victim
ଯୋଜନାକୁ ଉପହାସ : ୪ ଫୁଟିଆ ଚାଳଘର, ସେଇଠି ଛେଳି...ପୁଣି ସେଇଠି ଶୋଉଛି ମଣିଷ

ଯୋଜନା ବାଟବଣା । ମହାବାତ୍ୟାରେ ଘର ଭାଙ୍ଗିଥିଲା, ଆଜିଯାଏଁ ମିଳିଲାନି । ପ୍ରଶାସନକୁ ଗୁହାରି କରିବାରୁ ବାବୁ କହୁଛନ୍ତି ନୂଆ ତାଲିକା ଆସିଲେ ଦେଖିବା...

Devastated Family In Anandapur Suffer To Make Ends Need
ଚାଲିଗଲେ ବାପ-ପୁଅ...ତେନ୍ତୁଳି, ଆମ୍ବ ଖାଇ ବଞ୍ଚୁଛି ପରିବାର

ଏକା ସାଙ୍ଗରେ ଚାଲିଗଲେ ବାପା-ପୁଅ । ଭାତ ସାଙ୍ଗରେ ତିଅଣ ଏମାନଙ୍କ ଲାଗି ସାତ ସପନ । କଇଁଆ, ଆମ୍ବ ଖାଇ ବଞ୍ଚୁଛି ପୂରା ପରିବାର । ପୁଣି ମୁଣ୍ଡ ଉପରେ ବିଧବା ବୋହୂ ସହ ନାତିନାତୁଣୀଙ୍କ ବୋଝ