ଜଣେ ସହଯୋଗୀ ଦେଲେ ବଡ଼ ବୟାନ। କହିଲେ ଅପହରଣ ବେଳେ ମୁଁ ସାଙ୍ଗରେ ଥିଲି। ସବୁ ଘଟଣା ମୁଁ ଜାଣିଛି। ଚିପରେ ଥିବା ଭିଡ଼ିଓ ନେଇ ମଧ୍ୟ କଲେ ଖୁଲାସା। କହିଲେ ଥିଲା ଝିଅଙ୍କ ଗାଧୁଆ ବେଳର ସିନ୍।
ମାନସ କହିଛନ୍ତି, ଗତ ଜାନୁୟାରୀ ୨୯ ତାରିଖରେ ପୁରୀରେ ଏକ ସର୍ଟ ଫିଲ୍ମ ସୁଟିଂ ହୋଇଥିଲା । ଯେଉଁଥିରେ ୨ ଯୁବତୀ ଓ ଜଣେ ମହିଳାଙ୍କ ସହ ଅଭିନୟ କରିଥିଲେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀ ।
କ୍ୟାମେରାମ୍ୟାନ୍ ମାନସ ଜାଣିଥିଲେ, ଲେଡ଼ି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଆଣ୍ଡ କୋ’ଙ୍କ କବଳରୁ ଆଉ ବର୍ତ୍ତିବେନି । ଏକଥା ବି ଆଶଙ୍କା କରୁଥିଲେ, ମୃତ୍ୟୁର ଶିକାର ହେବା ସୁନିଶ୍ଚିତ । ତେଣୁ ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ଦୟାଲ୍ ଆଶ୍ରମରେ ମାନସ ଛାଡ଼ି ଦେଇଗଲେ ଭାବବିହ୍ୱଳ ଚିଠି ।
ଘଟଣା ଚକିତ କଲା ଭଳି । ଘଟଣା ବିଶ୍ୱାସ ନହେଲା ଭଳି । ଥାନା ପରିସରରେ ଗୁଳି ଫୁଟି IICଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଗାଙ୍ଗପୁରରେ ଚାଞ୍ଚଲ୍ୟ । ନିଜ ପିସ୍ତଲରୁ ଗୁଳି ଫୁଟି ପ୍ରାଣ ହରାଇଛନ୍ତି ସ୍ଥାନୀୟ ଥାନା IIC ଦେବ କୁମାର ଗମାଙ୍ଗ ।
ଗୋଟିଏ କି ଦୁଇଟି ନୁହଁ, ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ମାନସ ଲେଖିଛନ୍ତି ତିିନି ତିିନିଟି ଚିଠି । ଦୟାଲ ଆଶ୍ରମରୁ ମିଳିଥିବା ସବୁ ଚିଠିରେ ରହିଛି ପ୍ରାୟତଃ ସମାନ କଥା ।
ଏହି ଘଟଣାକୁ ନେଇ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ହତ୍ୟା କରିବା ପରେ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା କରାଯାଇଛି
କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି ।
ମୁଁ ଚିଠିଟି ପଢ଼ିବା ପରେ ସନ୍ଧ୍ୟାରେ ଶର୍ମିଷ୍ଠା ମ୍ୟାଡାମକୁ ଦେଇଥିଲି।
ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କୁ ଖୋଜିବ ସିବି।
ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା।
କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଜି ଭଦ୍ରକ ଏବଂ ଚାନ୍ଦବାଲି ଯାଇ ଖୋଳତାଡ଼ କରିଛି । ସେପଟେ ଭଦ୍ରକ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଆଉ ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯାଇଛି ।
ମେମୋରି ଚିପ୍ରେ ଲୁଚି ରହିଥିବା ବାବୁ ଓ ନେତାଙ୍କ ଖୋଲିବ କି ଲିଙ୍କ ? ଶର୍ମିଷ୍ଠାଙ୍କ ଫେରାର ଏବଂ ଅନୁକମ୍ପା ପଛରେ ଆଉ କାହାର ରହିଛି ହାତ ? ମାନସ ହତ୍ୟାକାଣ୍ଡ ମାମଲା ଉପରୁ ପରଦା ହଟାଇବାକୁ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ ।
ବାହୁବଳୀ MLA ପ୍ରଶାନ୍ତ ଜଗଦ୍ଦେବଙ୍କ ହିଟ୍ ଆଣ୍ଡ ରନ୍ ମାମଲାରେ ଥମୁନି ବିବାଦ । ସାମ୍ନାକୁ ଆସିଛି ଦୁର୍ଘଟଣା ଘଟାଇଥିବା ଗାଡ଼ିର ନମ୍ବର ଜାଲିଆତି ପ୍ରମାଣ । ଦୁର୍ଘଟଣା ପରେ ଯେଉଁ ଗାଡ଼ିର ନମ୍ବରକୁ ନେଇ ମାମଲା ରୁଜୁ ହୋଇଥିଲା, ସେହି ନମ୍ବରରେ ଥିବା ଅନ୍ୟ ଏକ ଗାଡ଼ି ମିଳିଛି ନୟାଗଡ଼ରୁ ।
ଖୋର୍ଦ୍ଧା ପୋଲିସ ଏବେ ଏହି ଜାଲିଆତି ନନେଇ ଆଉ ଏକ ମାମଲା ରୁଜୁ କରିଛି । ସେପଟେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଦେଖାଦେଇଛି ଟ୍ୱିଟ୍ ୱାର ।
କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଭଦ୍ରକ ଏସ୍ପି ଅଫିସରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଏକ ଟିମ୍ । ତଦନ୍ତ ଅଧିକାରୀ DSP କଳ୍ପନା ସାହୁଙ୍କ ନେତୃତ୍ୱରେ ପହଞ୍ଚିଲା ଏହି ଟିମ୍ ।
ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?
ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ।
ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ।
ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?
୧୦ ତାରିଖ ସକାଳେ ଶର୍ମିଷ୍ଠା ଚାଲି ଯାଇଥିଲେ । ଶର୍ମିଷ୍ଠା ରହିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୋଲିସ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୂଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡିଛି ।
ଟାହିଟାପରା ବା ପରିହାସ ସହି ନପାରି ଉଭୟ ଆତ୍ମହତ୍ୟା କରିଥିଲେ । ପ୍ରଥମେ ୧୩ ତାରିଖରେ ସ୍ୱାମୀ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଅସୁସ୍ଥ ଥିବା ପତ୍ନୀ ସୁମତୀ ପରିଡ଼ାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।
ଦୁଇ ଜଣ ପରିବାରର ୪ ଜଣ ଶିଶୁ ବିଷାକ୍ତ ଚକୋଲେଟ୍ ଖାଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ଖୁସିନଗରରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଳୋକଙ୍କ କହିବା ଅନୁଯାୟୀ, ଘରେ ବାହାରେ ପଡ଼ିଥିବା ଚକୋଲେଟ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି।
ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇଙ୍କ ଡାକ୍ତରୀମାଇନା ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା ।
ଘଟଣାଟି ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଛି, ଏଣୁ ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ । ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ମୁତୟନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।
ଶର୍ମିଷ୍ଠାଙ୍କ କାର୍ରେ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ସହ ମୃତଦେହକୁ ବି ଏହି କାର୍ରେ ନୟାଗଡ଼ ନିଆଯାଇଥିଲା। ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା।