Advertisment

ଦୋକାନ୍ ସାମ୍ନାରୁ ଲୁଟିନେଲେ ୩ କେଜି ସୁନା ଗହଣା

ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
3 kg gold ornaments, Rs 2 lakh looted from Gunupur jeweler in broad daylight

3 kg gold ornaments, Rs 2 lakh looted from Gunupur jeweler in broad daylight

ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି । ବ୍ୟାଗରେ ଥିବା ୩ କେଜି ଗହଣା ସହ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।

Advertisment

ଅଭିଯୋଗ ଅନୁଯାୟୀ, ଦୋକାନ ଖୋଲିବା ପାଇଁ ଦୋକାନୀ ଜଣକ ଚାବି ଆଣିବା ପାଇଁ ପାଖରେ ଥିବା ନିଜର ଆଉ ଏକ ଦୋକାନକୁ ଯାଇଥିଲେ । ସେହି ସମୟରେ ୨ ଦୁର୍ବୃତ୍ତ ଏକ ପଲ୍‌ସରରେ ଆସି ବ୍ୟାଗ୍ ଲୁଟି କରିନେଇଛନ୍ତି । ଏନେଇ ଦୋକାନୀ ଜଣକ ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Loot Crime Robbery
Advertisment
Advertisment