ମେ ୧୩ ତାରିଖରେ ଧୂମଧାମରେ ହୋଇଥାନ୍ତା ବିବାହ। ପରସ୍ପରକୁ ଜୀବନ ସାଥୀ କରି ସାତ ଜନ୍ମ ପାଇଁ ଶପଥ ନେଇଥାନ୍ତେ ଉଭୟ ପତି-ପତ୍ନୀ। ହେଲେ ବ୍ୟବସାୟିକ ଶତ୍ରୁତାରୁ ଭାବି ସ୍ୱାମୀଙ୍କୁ ହତ୍ୟା ପରେ ନିୟତିର ଏ ନିଷ୍ଠୁର ବିଚାରକୁ ସହଜେ ଗ୍ରହଣ କରିପାରିଲେନି ଭାବି ପତ୍ନୀ।