/odishatv-khabar/media/post_attachments/uploadimage/library/16_9/16_9_0/Fire__1650907628.jpg)
Fire
ପୁଣି ଜଣେ ମଦ୍ୟପ ମାମୁଁର ଉନ୍ମତ କାଣ୍ଡ । ନିଶାରେ ଭାଣିଜୀକୁ ହତ୍ୟା ଉଦ୍ୟମ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବିଦ୍ୟାନଗରରେ ଅଭାବନୀୟ ଘଟଣା । ଭାଣିଜୀକୁ ନିଆଁରେ ପୋଡ଼ି ମାମୁଁର ହତ୍ୟା ଉଦ୍ୟମ । ନିଶାସକ୍ତ ଅବସ୍ଥାରେ ଭାଣିଜୀ ଦେହରେ ନିଆଁ ଲଗାଇ ଦେଲା ମାମୁ । ୧୩ ବର୍ଷୀୟ ଭାଣିଜୀ ପୋଡ଼ି ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କୁ MKCGରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)