• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

treadmill
ରାତି ଅଧରେ ପଶିଥିଲା ଚୋର; କାବୁ କଲେ, ଟ୍ରେଡ୍‌ମିଲ୍‌ରେ ଦୌଡାଇଲେ..ଦେଖନ୍ତୁ ଭିଡିଓ

ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍‌ମିଲ୍‌ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Naxals
ଲାଲବାହିନୀ ଉପରେ ପୁଣି ହମଲା, ଏନକାଉଣ୍ଟରରେ ଟଳିଲେ ୫ ନକ୍ସଲ

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଲାଲବାହିନୀ ଉପରେ ପୁଣି ହମଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୫ ଜଣ ନକ୍ସଲ । ଘଟଣା ଘଟିଛି, ଛତିଶଗଡ଼ ଦନ୍ତେୱାଡ଼ା-ନାରାୟଣପୁର ସୀମାନ୍ତରେ ।

Banker steals
ବାଃ ବାଃ ରେ ପ୍ରେମ ! ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହେଲେ ବ୍ୟାଙ୍କ କର୍ମଚାରୀ...

ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହୋଇଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ । ଦୋକାନରୁ ସୁନା ମୁଦି ଚୋରି ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟାଙ୍କ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।

Doctor Missing
କୁଆଡ଼େ ଗଲେ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ ?

ବୟସ ମାତ୍ର ୨୭ ବର୍ଷ। ଡାକ୍ତର ବନିବା ସହ ଉପାନ୍ତ ଅଞ୍ଚଳ ପାଇଁ ସାଜିଥିଲେ ଦେବଦୂତ। ଡାକ୍ତରୀ ବୃତ୍ତିକୁ ଆପଣାଇ କେବଳ ଯେ ବାପା, ମାଙ୍କ ସ୍ବପ୍ନକୁ ସାକାର କରିଥିଲେ ତା’ନୁହେଁ, ନିଜ ଜିଲ୍ଲାର ବି ଗୌରବ ଥିଲେ କନ୍ଧମାଳ ଟିକାବାଲିର ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ।

Doctor Missing
ରବି ଯାଇ ସୋମ ହେଲା, ଅମ୍ଲାନଙ୍କ ପତ୍ତା ମିଳୁନି: ଲାଲବାହିନୀ ନା ଆଉ କାହାର ହାତ?

କୁଆଡ଼େ ଗଲେ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ ? ନିଖୋଜ ହେବାର ୨ ଦିନ ପରେ ବି କାହିଁକି ମିଳୁନି ତାଙ୍କ ପତ୍ତା ? କି ରହସ୍ୟ ରହିଛି ନିଖୋଜ ପଛରେ ?

thief
ଚୋରି କରିବାକୁ ଆସି ଏସିରେ ଶୋଇଗଲା ଚୋର, ସକାଳୁ ଉଠାଇଲା ପୋଲିସ

ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। କିନ୍ତୁ ଏସି ଅନ୍‌ କରି ଶୋଇ ପଡିଥିଲା।

BJP worker
ବିଜେପି କର୍ମୀଙ୍କ ବାପାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା 

ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପିର ପଂଚାୟତ ସଭାପତିଙ୍କ ବାପାଙ୍କୁ ବିଜେଡି କର୍ମୀ ଗାଡ଼ି ଧକ୍କା କରି ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

Crime
ଟଙ୍କା କଲା ସାତ ପର; ଇହକାଳ ପରକାଳର ସାଥି… ପଠାଇଲା ଯମପୁର

କୁନି ପୁଅ ସାମ୍ନାରେ ପିଟି ପିଟି ମାରିଦେଲେ ମାଆକୁ । ପାରିବାରିକ କଳହର କରୁଣ ପରିଣତି । ଟଙ୍କା ପାଇଁ ବୋହୁକୁ ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Bar Dancer Death
ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ରହସ୍ୟ, ସୋସିଆଲ ମିଡିଆ ମେସେଜ୍‌ ଚେକ୍‌ କରୁଛି ପୋଲିସ

ଭୁବନେଶ୍ୱରରେ ବାର୍ ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରେ ବାର୍ ଡ୍ୟାନ୍ସରଙ୍କ ରକ୍ତାକ୍ତ ମୃତଦେହ ।

Teen girl kills father, brother
ବାପା ଓ ଭାଇକୁ ହାଣି ଫ୍ରିଜରେ ରଖିଲା ଝିଅ

୧୫ ବର୍ଷୀୟା ନାବାଳିକା ଘଟାଇଲା ଜଘନ୍ୟ ହତ୍ୟାକାଣ୍ଡ। ବାପା ଓ ସାନ ଭାଇକୁ ମାରି ଟିକ୍ ଟିକ୍ କରିଦେଲା। ବୟଫ୍ରେଣ୍ଡ ସହ ଚକ୍ରାନ୍ତ କରି ପରିବାର ଲୋକଙ୍କ ରକ୍ତରେ ହୋଲି ଖେଳିଲା ନାବାଳିକା। ଦେଖନ୍ତୁ ଏହି ରିପୋର୍ଟ ।

Cyber Crime
ସ୍ତ୍ରୀ କଥା ଶୁଣିଲେନି ବୋଲି ଆକାଉଣ୍ଟ ଗୋଲ୍ ହୋଇଗଲା

ସମୟ ବଦଳିଛି ଆଉ ଲୋକଙ୍କ ଭିତରେ ଦେଖାଦେଇଛି ଅଦ୍ଭୁତ ମାନସିକତା। କାହା ଉପରେ ଭରସା କରିବାକୁ ଭୟ କରୁଥିଲେ ମଧ୍ୟ ବେଳେବେଳେ...

electric shock
ଅଧରାତିରେ କଲବଲ କଲା ଅର୍ଦ୍ଧାଙ୍ଗିନୀ; ସ୍ୱାମୀକୁ ଖଟରେ ବାନ୍ଧି ଦେଲା ଇଲେକ୍‌ଟ୍ରିକ୍‌ ସକ୍‌

ପ୍ରଦୀପ ଘର ଲୋକଙ୍କ କଥା ମାନି ବେବିଙ୍କ ଫୋନ ଛଡାଇନେଇଥିଲେ। ଏହାପରେ ସ୍ତ୍ରୀ ବେବି ତାଙ୍କୁ ରାତିରେ ନିଶା ଦେଇ ବେହୋସ କରିବା ସହ ଖଟରେ ବାନ୍ଧି ରଖିଥିଲେ। ତା’ପରେ ସେ ତାଙ୍କୁ ଇଲେକ୍‌ଟ୍ରିକ୍‌ କରେଣ୍ଟ ମଧ୍ୟ ଦେଇଥିଲେ।

BJP Yuva Morcha president
ଯୁବ ବିଜେପି ରାଜ୍ୟ ସଭାପତିଙ୍କୁ ଆକ୍ରମଣ; ଫାଟିଲା ଅଭିଳାଷଙ୍କ ମୁଣ୍ଡ... 

 ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ। ଚାନ୍ଦବାଲିରେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଛି।

Murder
ଝିଅର ବୟସ ମାତ୍ର ୧୫ ! ବାପାକୁ ମାରିଲା, ଭାଇକୁ ମାରିଲା.. ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା....

ହତ୍ୟା କରିବା ପରେ ଉଭୟ ତିନି ମାସ ପର୍ଯ୍ୟନ୍ତ ଫେରାର ରହିଥିଲେ । ତାପରେ ନାବାଳିକା ଜଣକ ହରିଦ୍ୱାରରୁ ଗିରପ ହେଲା । କିନ୍ତୁ ମୁକୁଲ ଏବେ ବି ଫେରାର ରହିଛି ।

Crime
କି ନୃଶଂସ ! ବିନା କାରଣରେ... ଜଣକ ପରେ ଜଣେ ଆତ୍ମୀୟଙ୍କୁ ଟାଙ୍ଗିଆରେ ହାଣି ଜୀବନ ନେଲା

ଏପରି ନାରକୀୟ କାଣ୍ଡ ଘଟାଇବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତିଜଣକ ଘରଠୁ ଶହେ ମିଟର ଦୂରରେ ଏକ ଗଛରେ ନିଜେ ବି ଝୁଲି ପଡ଼ି ଜୀବନ ହାରିଲା ।

Flight
ଉନ୍ମତ ଯାତ୍ରୀଙ୍କ ବିଚିତ୍ର କାରନାମା; ଉଲଗ୍ନ ହେଲେ, ବିମାନ ଭିତରେ ଦୌଡ଼ିଲେ...

ପୁରୁଷ ଯାତ୍ରୀଙ୍କ ଉନ୍ମତ କାଣ୍ତ । ବିମାନରେ ଉଲଗ୍ନ ହୋଇ ଦୌଡ଼ିଲେ, କ୍ରିଉ ମେମ୍ବରଙ୍କୁ ତଳେ ପକାଇଲେ । ସେତେବେଳକୁ ଉଡ଼ାଣ ଭରି ସାରିଥିଲା ବିମାନ । ଏହି ସମୟରେ କ୍ରିଉ ମେମ୍ବରମାନେ ଦେଖିବାକୁ ପାଇଥିଲେ ଯେ, ଜଣେ ଯାତ୍ରୀ ଉଲଗ୍ନ ହୋଇ ସେମାନଙ୍କ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛନ୍ତି ।

Prashant Jagdev
ସାମ୍ନାକୁ ଆସିଲା ସତ ! EVM ଭାଙ୍ଗିବା ମାମଲାରେ ଆସିଲା ସିସିଟିଭି ଫୁଟେଜ...

ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।

Punjab Minister
ଭିଡିଓ କଲ୍‌ରେ ମନ୍ତ୍ରୀ କରୁଥିଲେ ଅଶ୍ଲୀଳ କାମ, ମହିଳା କମିଶନ ଅଧ୍ୟକ୍ଷ କହିଲେ ମିଳୁ ଉଚିତ୍ ଦଣ୍ତ

ଅପ୍ରାକୃତିକ ଯୌନ ସମ୍ପର୍କରେ ଲିପ୍ତ ଥିବା ପଞ୍ଜାବ ମନ୍ତ୍ରୀ ବାଲକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Evaluation Of Answer Sheets
ଦିଦିଙ୍କ ରିଲ୍ସ ନିଶା; ବିନା ଖାତା ଦେଖାରେ ଦେଉଛନ୍ତି ଫୁଲ୍‌ ମାର୍କ..ଦେଖନ୍ତୁ ଭିଡିଓ..

ପିଲାଙ୍କ ଭବିଷ୍ୟତ ସହ ଖେଳିଲେ ଶିକ୍ଷୟିତ୍ରୀ। ରିଲ୍ସ କରିବା ସହ ଦେଖୁଥିଲେ ପରୀକ୍ଷା ଖାତା। ଉତ୍ତର ନ ପଢ଼ି ଦେଉଥିଲେ ମାର୍କ।

Odisha Politics
ଏପଟେ BJP ଜିଲ୍ଲାସଭାପତିଙ୍କୁ ଆକ୍ରମଣ, ସେପଟେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାରୁଜା !

ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Ganja smuggling
ଲୁହାରଡ଼ ବୋଝେଇ ଟ୍ରକ୍‌ରୁ ମିଳିଲା ୩.୭୫ କ୍ୱିଣ୍ଟାଲ ଗଞ୍ଜେଇ

ଗଞ୍ଜେଇ ଚୋରା ଚାଲାଣ ନେଇ ସୋନପୁର ପୋଲିସକୁ ସୂଚନା ମିଳିବା ପରେ ପୋଲିସ କୁଂଜ ଛକରେ ଛପି ରହିଥିଲା । ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ ।

Shot DJ Dead
ମଦ ଦେଲେନି ବାର୍‌ କର୍ମଚାରୀ; ରାଇଫଲ୍ ଆଣି ଗୁଳି କରିଦେଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ଅଭିଯୁକ୍ତ ଅନ୍ୟ ଚାରିଜଣଙ୍କ ସହ ରାତି ପ୍ରାୟ ଗୋଟାଏ ବେଳେ ବାରରେ ପହଞ୍ଚିଥିଲେ ଏବଂ ବାର୍ କର୍ମଚାରୀଙ୍କୁ ମଦ ଦେବାକୁ କହିଥିଲେ। ରାତି ଅନେକ ହୋଇଯାଇଥିବା ବେଳେ ବାର୍‌ କର୍ମଚାରୀ ମଦ ଦେବାପାଇଁ ମନା କରିଥିଲେ।

Porsche Case
ପୁଣେ ହିଟ୍ ଆଣ୍ଡ ରନ୍ ମାମଲା: ରକ୍ତ ନମୂନା ହେରଫେର କରିଥିଲେ ଡାକ୍ତର

ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଡାକ୍ତରଙ୍କ ଚଞ୍ଚକତା ନେଇ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳର ରକ୍ତ ନମୂନା ପରୀକ୍ଷା ବେଳେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି ।

ganja seized
ଗଞ୍ଜେଇ ଚାଲାଣ କାର୍‌ରେ ବିଜେଡି ଲୋଗୋ

କାର୍‌ର ଆଗ ଓ ପଛରେ ବିଜେଡି ଲୋଗୋ ଲାଗିଛି। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ ଧରିଥିଲା। ଏଥିରୁ ୮୪ କିଲୋ ଗଞ୍ଜେଇ ଜବତ ହେବା ପରେ ଯାଞ୍ଚ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

Scholarship
ମହିଳା ସ୍ୱରରେ କଲ୍‌ କରି ୭ ଆଦିବାସୀ ଛାତ୍ରୀଙ୍କୁ ଦୁଷ୍କର୍ମ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଅଭିଯୁକ୍ତ ଆଦିବାସୀ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲା। ଛାତ୍ରବୃତ୍ତି ନାଁରେ ସ୍ୱର ବଦଳାଇ କଲ୍ କରି ନିଛାଟିଆ ଜାଗାକୁ ଡାକୁଥିଲା। ସେଠାରେ ପହଞ୍ଚିବା ପରେ ମାଡାମଙ୍କ ପୁଅର ପରିଚୟ ଦେଇ ବାଇକ୍‌ରେ ନେଇ ଦୁଷ୍କର୍ମ କରୁଥିଲା।