ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନିଜ ପଦରୁ ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ . .
ନିଶାଶକ୍ତ ହୋଇ ନିଜ ବାପାକୁ ହତ୍ୟା କଲେ ପୁଅ ।
ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବର୍ଷର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ତଅଁଳା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।
କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।
ଦାହ ସଂସ୍କାର ବିଧି ସମ୍ମତ ବୋଲି ସ୍ପଷ୍ଟ କଲେ ଋଷୀୟ ରାଷ୍ଟ୍ରଦୂତ । ସାମ୍ନାକୁ ଆସିଲା ଆଣ୍ଟୋଭଙ୍କ ଭୁବନେଶ୍ୱର ରହଣି ବେଳର ଫଟୋ ।
ରୁଷୀୟ ପର୍ଯ୍ୟଟକ ପାଭେଲ୍ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।
ଝିଅକୁ ହରାଇବା ପରେ ମା’ର ମନ ମାନୁନି । ଝିଅ ଯେ ଆତ୍ମହତ୍ୟା କରିଛି, ସେ ଚିନ୍ତା କରିପାରୁ ନାହାନ୍ତି । ତୁନିଶା(Tunisha Sharma) ମୃତ୍ୟୁକୁ ଦେଇ ପୁଣି ବୟାନ୍ ଦେଲେ ତାଙ୍କ ମା’ ।
ଋଷ ସାଂସଦ ପାଭେଲ ଆଣ୍ଟୋଭ୍ଙ୍କ ମୃତ୍ୟୁକୁ ନେଇ ହଇଚଇ। ସପ୍ତାହ ପରେ ବି ସତ ସାମ୍ନାକୁ ଆସୁନଥିବାରୁ ଘନଉଛି ରହସ୍ୟ
ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜିଲା, ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ । ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ମିର୍ଦ୍ଧାପାଲିରେ ଗତକାଲି ରାତିରେ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ପରେ ବାସନ୍ଦ ସରୋଜ ରାଉତଙ୍କ ପରିବାର ଜୀବନ ପ୍ରତି ବିପଦ । ଭୟରେ ଘରେ ତାଲା ଦେଇ, ବିଲ ମଝିରେ ଥିବା ଧାନ ଖଳାରେ ପିଲାଛୁଆ ଧରି ଖରା କାକରରେ ପଡିଛନ୍ତି । କାହିଁକି ନା ତାଙ୍କୁ ନିଆଁ ପାଣି ବନ୍ଦ ।
ଆକ୍ରମଣ ଡରରେ ଥାନାକୁ ଗଲେନି ପୀଡ଼ିତ ପରିବାର, ପୁରା ଘଟଣାର ତଦନ୍ତ ଆଦେଶ ଦେଲେ ବଲାଙ୍ଗିର ଜିଲ୍ଲାପାଳ
ଧର୍ମୀୟ ପରମ୍ପରା ଉଲଂଘନ କଲା ଭଳି କାର୍ଯ୍ୟ କରାଗଲା କାହିଁକି ?
ଅଭିନେତା ସିଜାନ ଖାନ୍ ପୋଲିସକୁ ସହଯୋଗ କରୁନଥିବା ଅଭିଯୋଗ
ମହିଳାଙ୍କୁ ଏପରି ନୃଶଂସ ଭାବରେ ହତ୍ୟା କରାଯାଇଛି, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।
ରୁଷୀୟ ପର୍ଯ୍ୟଟକ ପାଭେଲ୍ ଆନ୍ତୋଭଙ୍କ ମୃତ୍ୟୁ ବିବାଦୀୟ ଜାଣିବା ସତ୍ତ୍ୱେ ସଂରକ୍ଷିତ ରଖାଗଲା ନାହିଁ ତାଙ୍କର ଭିସେରା। ସନ୍ଦେହଜନକ ଭାବେ ତରତର ହୋଇ ପୋଡ଼ି ଦିଆଗଲା ତାଙ୍କ ମୃତଦେହ, ଏନେଇ ଏବେ ନାନା ପ୍ରଶ୍ନ ଉଠିଛି।
ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।
ଗତ ୮ ମାସ ହେବ ନିଜ ବାପ ଘରେ ରହି ଆସୁଛନ୍ତି ସ୍ତ୍ରୀ ।
ବିଦେଶରୁ ମେଡିକାଲ୍ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍ ନକରି ପ୍ରାକ୍ଟିସ୍ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...
ଜଣେ କହୁଛନ୍ତି ଫୋଡ଼ା ଶିଖିଛି, ଯଦି କେହି ଇଞ୍ଜେକସନ୍ ଆଣୁଛି ମୁଁ ଫୋଡି ଦେଉଛି, ନ ହେଲେ ସେମିତି କିଛି ନାହିଁ । ଆଉ ଜଣେ କହୁଛନ୍ତି, ବାହାରୁ ନେଇ ଆସେ, ଥଣ୍ଡା କାଶ ହେଲେ ପାରାସିଟାମଲ ଦେଇ ଦିଏ । ଆମର ଏଠି ଡାକ୍ତର ନାହାନ୍ତି । ତେଣୁ ମୁଁ ଜାଣିଛି ବୋଲି ସାଧା ସିଧା ଔଷଧ ଦେଇ ଦେଉଛି ନ ହେଲେ ମୋର ସେମିତିି କିଛି ଶିକ୍ଷାଗତ ଯୋଗ୍ୟତା ନାହିଁ ।
ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ ।
ଜଣେ ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଆଘାତ କରାଯାଇ ହତ୍ୟା କରାଯାଇଛି। ଯୁବତୀ ଜଣକ ଯୁବକ ସହ କଥାବାର୍ତ୍ତା ନ କରିବାରୁ ସେ ଏପରି କାଣ୍ଡ କରିଛି ବୋଲି ଜଣାଯାଇଛି। ଉଭୟ କିଛି ଦିନ ପୂର୍ବରୁ ପରସ୍ପରକୁ ଜାଣିଥିଲେ।
ରାୟଗଡ଼ାରେ ରୁଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ଗୋଟିଏ ହୋଟେଲ୍ରେ ୨ ଦିନରେ ୨ ରୁଷୀୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ହଲ୍ଚଲ୍ ।
ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ଏଭଳି କ୍ରୋଧର ଶିକାର ହୋଇଛନ୍ତି ।
ଜଗତସିଂହପୁର ଡେପୁଟି କଲେର ଚିତ୍ତରଂଜନଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।
ଘର ଲୋକଙ୍କ ଠାରୁ ଲୁଚି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ଯାଇଥିଲେ । ହେଲେ ସେଠାରେ ଜୀବନ ନେଇଗଲା ପ୍ରେମିକ ।
୨୦ ତାରିଖରେ ଗୋବିନ୍ଦର ମୃତ୍ୟୁ ପରେ ୨୧ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜିରେ ଡେରା ପକାଇଛି ।