• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Student's Body Recovered
ନବରଙ୍ଗପୁରରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

Crime Branch
ଭରତପୁର ପୋଲିସ୍ ବିରୋଧରେ ସ୍ଥଳସେନା ଅଧିକାରୀଙ୍କ ସାଂଘାତିକ ଅଭିଯୋଗ

ସମଗ୍ର ଘଟଣା ନେଇ ଭରତପୁର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।  

  • Tuesday, 17 September 2024
Crime Branch
ପୋଲିସର ବର୍ବରତା: ସେନାର ଉଦବେଗ, ଥାନାରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା ।

Odisha DGP Orders Crime Branch Probe into Alleged Assault on Army Officer
ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ବାନ୍ଧବୀଙ୍କୁ ମାଡ଼ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି।

Duplicate Liquor
ନକଲି ମଦକୁ ନେଇ ରାଜଧାନୀରେ ହଇଚଇ

ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

  • Monday, 16 September 2024
Duplicate Liquor
ବରମୁଣ୍ଡା କାଉଣ୍ଟରରେ ନକଲି ମଦ, ୫୦ ଲକ୍ଷ ସ୍ୱାହା..!

୫୦ ଲକ୍ଷର ନକଲି ମଦରେ ଜେସିବି ଚଢ଼ାଇଲା ଅବକାରୀ ବିଭାଗ । ବରମୁଣ୍ଡାରେ ଥିବା ମଦ ଦୋକାନ ସିଲ୍ ।

Excise Dept Seizes Duplicate Liquor
ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ

ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।

Loot
ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ, ଇଞ୍ଜିନିୟରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।

Gold Jewellery Stolen
ଟୁଇନସିଟିରେ ମାତିଲେ ଫ୍ଲାଟ୍ ଲୁଟେରା

ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।

  • Saturday, 14 September 2024
  • Loot
Gold Jewellery Stolen
ଆସିଲା ପାର୍ବଣ, ଟୁଇନସିଟିରେ ମାତିଲେ ଫ୍ଲାଟ୍ ଲୁଟେରା; ୩ ଦିନରେ ୨ଟି ଲୁଟ୍...

ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।

SIM Card 'Hacking'
ହ୍ୱାଟସଆପ୍‌ କଲ୍‌ ଆସୁଥିଲେ ସାବଧାନ ! ଫୋନ୍‌ ଉଠାଇ ମହିଳା ହରାଇଲେ ୨୭ ଲକ୍ଷ

ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍‌ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍‌ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍‌ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।

 Subhadra Yojana Registrations
ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ମାଗୁଥିଲେ; ବନ୍ଧା ହେଲେ ସିଏସସି କର୍ମଚାରୀ

ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। 

Python
ବର୍ବରତାର ସବୁ ସୀମା ପାର୍; ୧୫ ଫୁଟିଆ ଅଜଗରକୁ ପିଟି ମାରିଲେ, ଖଣ୍ଡଖଣ୍ଡ କଲେ !

ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।

  • Saturday, 14 September 2024
  • Python
Crime
ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ, ପ୍ରେମିକାଙ୍କ ରହସ୍ୟଜନକ ମୃତ୍ୟୁ !

ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।

Crime
ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ

୨ ଯୁବତୀଙ୍କ ମରଣ ପଛରେ ହତ୍ୟା ଭଳି ସଂଗୀନ ଅଭିଯୋଗ, ସଭ୍ୟ ସମାଜକୁ ଦୋହଲାଇ ଦେଇଛି। ଉଭୟ ଘଟଣାର ତଦନ୍ତ ଚଳାଇଛି ପୋଲିସ।

  • Friday, 13 September 2024
Conman Arrested by Odisha Crime Branch
ମାତିଛି ରସିକିଆ ଠକ; ମନ୍ଦିରକୁ ନେଇ ବିବାହ କରୁଥିଲେ ଘରକୁ ଆଣୁନଥିଲେ

ମାତିଛି ରସିକିଆ ଠକ । ମାଟ୍ରିମୋନିଆଲ୍ ସାଇଟ୍ ରେ ଫେକ୍ ଆଇଡି କରି ମହିଳାଙ୍କୁ ଟାଗେର୍ଟ କରୁଥିଲା ।

Police Van Plunges Into Drain
ଧକ୍କା ଦେଲା ପୋଲିସ ଗାଡ଼ି, ପ୍ରତ୍ୟକ୍ଷଦର୍ଶୀ କହିଲେ ନିଶାସକ୍ତ ଥିଲେ ଡ୍ରାଇଭର

କଟକ ବିଜୁ ପଟ୍ଟନାୟକ ଛକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ।

Body of a girl found in Bhubaneswar inside closed house
ରାଜଧାନୀରେ ଚାଞ୍ଚଲ୍ୟ ! ଘର ଭିତରେ ଯୁବତୀଙ୍କ ମୃତଦେହ, ପ୍ରେମିକ ଫେରାର୍

ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ଏହି ଘଟଣାପରେ ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ଫେରାର ହୋଇଯାଇଛି ।

Nurse cuts doctor's private parts
ଦୁଷ୍କର୍ମ କରିବାକୁ ପ୍ରୟାସ କରୁଥିଲେ ଡାକ୍ତର, ନର୍ସ କାଟିଦେଲେ ପ୍ରାଇଭେଟ୍‌ ପାର୍ଟ

ଏହି ଘଟଣା ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲ୍ଥ କେୟାରରେ ଘଟିଛି ।

Anil Arora
ମଲାଇକା ବାପାଙ୍କ ସୁଇସାଇଡ୍‌‌ ସସପେନ୍ସ

ଅଭିନେତ୍ରୀ ମଲାଇକା ଅରୋରା ବାପାଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାଲିଛି ଜୋରଦାର ଖୋଳତାଡ଼ । କାହିଁକି ଆତ୍ମହତ୍ୟା କଲେ ଅନୀଲ ଅରୋରା ? ଆତ୍ମହତ୍ୟା ପଛର କାରଣ କ’ଣ ? ମାନସିକ ଚାପ ନା ଅନ୍ୟକିଛି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ମୁମ୍ବାଇ ପୋଲିସ ତଦନ୍ତ କରୁଛି ।

  • Friday, 13 September 2024
Manoj Mishra
ୱେବ୍‌ ଚ୍ୟାନେଲ ବିରୋଧରେ ଅଭିଯୋଗ କଲେ ମନୋଜ

ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।

Odisha Scholarship Scam
ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା ହଡପ

ଶିକ୍ଷା ବର୍ଷ ମଧ୍ୟରେ ଜାଲ ଜାତିଗତ ପ୍ରମାଣପତ୍ର, ଜାଲ ଆୟ ପ୍ରମାଣପତ୍ର, ଛାତ୍ରଛାତ୍ରୀ ନଥାଇ ବା ଭୂତ ନାଁ ରେ କୋଟି କୋଟି ଟଙ୍କାର ବୃତ୍ତି ଟଙ୍କା ହଡପ ହୋଇଛି।

  • Thursday, 12 September 2024
Crime
ଦାଗୀଙ୍କୁ ପାର୍ବଣ ମନା, ତଡ଼ିପାର ହେବେ ହାର୍ଡକୋର୍ ଅପରାଧୀ

ଚଳିତବର୍ଷ ପୂଜା ହେବ କ୍ରାଇମ ଫ୍ରି । ପାର୍ବଣ ପୂର୍ବରୁ ହାର୍ଡକୋର୍ ଅପରାଧୀଙ୍କୁ ସହରରୁ ତଡ଼ିପାର୍ ପାଇଁ କମିଶନରେଟ ପୋଲିସର ଯୋଜନା।

Doctor Assault at Hyderabad's Gandhi Hospital
ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ, ସିସିଟିଭି କ୍ୟାମେରାରେ କଏଦ

ହସ୍ପିଟାଲ ଭିତରେ ପୁଣି ଲଜ୍ଜା । ପୁଣି ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ।

Indore Shock
ଇନ୍ଦୋରରେ ଲଜ୍ଜା...ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌,ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ।