ବିଶ୍ୱାସରେ ବିଷ ଦେଇ ଲୁଟିନେଲେ ଅଳଙ୍କାର । ଆଖି ଆଗରେ ଚଳୁ କରିଦେଲେ ୫ ଲକ୍ଷର ଟଙ୍କାର ଅଳଙ୍କାର । ହଳଦି ପାଣିରେ ସୁନା ପକାଇ ସମସ୍ତଙ୍କ ସାମ୍ନାରେ ଛୁ’ ମାରିଲେ ଦୁର୍ବୃତ୍ତ ।
ଯାଜପୁର ପାଣିକୋଇଲି ଜୁଏଲାରୀ ଲୁଟ୍ ଓ ଫାୟାରିଂ ପଛରେ ରହିଛି କି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ? ୨୪ ଘଣ୍ଟା ବିତିଥିଲେ ବି ଫେରାର୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନି ପୋଲିସ। ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ STF।