Advertisment

Video: କର୍ପୋରେଟ୍ ଦଲାଲ ହଂସିତାଙ୍କ ନିଇତି ନୂଆ ଷ୍ଟୋରୀ

ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ।

author-image
Santosh Kumar Sahoo

ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ। ସରୋଜ ସାହୁ ହିଁ କୁଆଡ଼େ ହଂସିତାଙ୍କ ଅସଲ ସ୍ବାମୀ। ଯାହାଙ୍କ ବୟସ ପ୍ରାୟ ୬୦ ବର୍ଷ। ଯାହାଙ୍କୁ ଜଟଣୀରୁ ଖୋର୍ଦ୍ଧା ଆଉ ଖୋର୍ଦ୍ଧାରୁ ପିଛା କରି ଶେଷରେ ଖଣ୍ଡଗିରିରେ ଏକ କାର ଭିତରୁ ଧରିଛି ଆୟକର ବିଭାଗ। ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେଉଛନ୍ତି ସରୋଜ ସାହୁ। ଯାହାଙ୍କ ନାଁରେ ଠକେଇର ସାମ୍ରାଜ୍ୟ ଚଳାଇଥିଲେ ହଂସିତା ଅଭିଲିପ୍ସା।

Advertisment
Bhubaneswar IT Raid
Advertisment
Advertisment