ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା । ବଡ଼ବଡ଼ିଆଙ୍କ ନାଁରେ ଅନୀଲ ସହ ବିଛାଇଥିଲେ ଠକେଇ ଜାଲ। ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର।ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡ ରାଜ୍ୟର ୧୨ଟି ସ୍ଥାନରେ ଆୟକର ରେଡ୍।
ନାଁ ହଂସିତା ଅଭିଲିପ୍ସା। ଏହି ନାଁ ଏବେ ଆଛା ଆଛାଙ୍କ ହଂସା ଉଡ଼ାଉଛି। ରାଜନେତାରୁ ଶିଳ୍ପପତି, ବ୍ୟବସାୟୀରୁ ଠିକାଦାର। କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼।
ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।
ଆଇଟି ରେଡ୍ରେ ପୁଳା ପୁଳା ଟଙ୍କା ଜବତ । ଏତେ ଟଙ୍କା ଜବତ ପରେ ଗଣି ପାରିଲେନି ଅଧିକାରୀ ।