ଏକ ରୋମାଞ୍ଚକର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟ୍ରେ ପରାସ୍ତ କରିଛି। ଗୋଟିଏ ନୋ ବଲ୍ ହିଁ ଏ ସବୁ କରିଦେଇଛି। ପରାଜୟ ସହିତ ସେମିଫାଇନାଲ୍ରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଶେଷ ହୋଇଯାଇଛି।
ଦୁବାଇ ଠାରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ୩ଟି ମେଡାଲ ହାସଲ କରିଛନ୍ତି ଜୟନ୍ତୀ।
ଦୁଇ ଦଳର ନୂଆ କ୍ୟାପ୍ଟେନ ମୈଦାନକୁ ଓହ୍ଲାଇଥିଲେ।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ଦୁଇ ଦଳ ବେଶ୍ ଜୋରସୋରରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ସଂଧ୍ୟା ସାଢେ ୭ଟାରେ ମ୍ୟାଚ୍ର ସିଧା ପ୍ରସାରଣ ହେବ ।
ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି।
ଦୂତୀଙ୍କ ଫେସବୁକ୍ ପୋଷ୍ଟର କଡ଼ା ଜବାବ ରଖିଲେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ । ହକି ଖେଳକୁ ନେଇ ଦୂତୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ଦିଲ୍ଲୀପ ।
ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ।
ଆଜିର ମ୍ୟାଚ୍ ହାରିଲେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ସେମିଫାଇନାଲ ଯିବା ବାଟ ପ୍ରାୟ ବନ୍ଦ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୫ଟିରୁ ୨ଟିରେ ହିଁ ଜିତି ପାରିଛି ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି ।
ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଥିଲେ । ଭାରତ ଏହି ମ୍ୟାଚ୍ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା ।
ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।
ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ ଟେଷ୍ଟ୍ ସିରିଜ୍ର ଶେଷ ମୁକାବିଲା ମାର୍ଚ୍ଚ ୧୨ରେ ବେଙ୍ଗାଲୁରୁରେ ଖେଳା ଯିବ। ଶତପ୍ରତିଶତ ଦର୍ଶକଙ୍କୁ ନେଇ ଏହି ମ୍ୟାଚ୍ ଖେଳାଯିବ। ଅର୍ଥାତ୍ ଶତପ୍ରତିଶତ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ମ୍ୟାଚ୍ ଦେଖି ପାରିବେ।
ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ଟି ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ।
ମ୍ୟାଚ୍ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।
କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି ।
ମହିଳା କ୍ରିକେଟ ବିଶ୍ୱକପ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୧୦୭ ରନ୍ର ବିରାଟ ବ୍ୟବଧାନରେ ଭାରତ ବିଜୟୀ ହୋଇଛି ।
ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମୋହାଲି ଟେଷ୍ଟର ଆଜି ତୃତୀୟ ଦିନ । ଏହି ଟେଷ୍ଟରେ ଦମଦାର ସ୍ଥିତିରେ ରହିଛି ଟିମ୍ ଇଣ୍ତିଆ ।
ଶ୍ରୀଲଙ୍କା ଭାରତଠାରୁ ୪୬୬ ରନ୍ ପଛୁଆ ରହିଛି । ଆର୍.ଅଶ୍ୱିନ୍ଙ୍କ ସ୍ପିନ୍ ଯାଦୁ ପୁଣି ଥରେ ମୋହଲିରେ ଚାଲିଛି । ଅଶ୍ୱିନ୍ଙ୍କୁ ଦୁଇଟି ୱିକେଟ୍ ମିଳିଥିବା ବେଳେ ଜାଡେଜା ଓ ଜସପ୍ରିତ ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଲୋକପ୍ରିୟ ଥିଲେ ସେନ ଓ୍ବର୍ଣ୍ଣ।
୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ଟିମ ଇଣ୍ତିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଏହି ଅବସରରେ କୋହଲିଙ୍କୁ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି।
ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳି ରେକର୍ଡ କରିଥିବା ବେଳେ ଟେଷ୍ଟ୍ କ୍ରିକେଟ୍ରେ ୮୦୦୦ ରନ୍ କ୍ଲବ୍ରେ ମଧ୍ୟ କୋହଲି ସାମିଲ ହେବାର ରେକର୍ଡ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଛନ୍ତି ।
ଆସନ୍ତା ଜୁନ୍ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।
ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।
ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଗୁଜୁରାଟ ଫ୍ରାଞ୍ଚାଇଜ୍ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେସନ୍ ରୟକୁ ନିଜ ଟିମ୍ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍ ମାଧ୍ୟମରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସଂସ୍କରଣରୁ ବାହାରି ଯିବା କଥା ସ୍ପଷ୍ଟ କରିଛନ୍ତି ।