ଆଜି ବେଙ୍ଗଲୁରୁରେ ଖେଳାଯିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଫାଇନାଲ ମ୍ୟାଚ୍ ।
ସପ୍ତାହେ ଘୁଞ୍ଚିପାରେ ଭାରତ କ୍ରିକେଟ ଟିମ୍ର ଦକ୍ଷିଣ ଆଫ୍ରିକା ଗସ୍ତ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଗସ୍ତକୁ ସପ୍ତାହେ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି ।