ଆଜି କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଟକ୍କର ହେବ । ଏନେଇ ଗତକାଲି ବାରବାଟୀରେ ଖେଳାଳିମାନେ ପ୍ରାକ୍ଟିସ୍ କରୁଥିଲେ । ମ୍ୟାଚ୍ ପାଇଁ ଖେଳିମାନେ କିପରି ଅଭ୍ୟାସ କରୁଥିଲେ ଦେଖନ୍ତୁ ।
Published By: Otv Khabar Bureau
Last updated: 12 June 2022, 12:15 PM IST
ବାରବାଟୀରେ ଟିମ୍ ଇଣ୍ଡିଆର ପ୍ରାକ୍ଟିସ...
ପିଚ୍ ରେ ପ୍ରାକ୍ଟିସ୍ କରୁଛନ୍ତି ଖେଳାଳି...
ମ୍ୟାଚ୍ ପୂର୍ବରୁ ଖେଳାଳିଙ୍କ ଜୋରଦାର କସରତ...
ଗ୍ରାଉଣ୍ଡରେ ନେଟ୍ ପ୍ରାକ୍ଟିସ୍ କରୁଛନ୍ତି ଟିମ୍ ଇଣ୍ଡିଆ...
ବିଜୟ ହାସଲ ପାଇଁ ଝାଳ ବୁହାଉଛନ୍ତି ଖେଳାଳି...