• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

PV sindhu
ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଜ ଜିତିଲେ ସିନ୍ଧୁ

ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

Tokyo Olympics
ବନ୍ଦନା କଟାରିୟାଙ୍କ ହାଟ୍ରିକ୍ ଗୋଲ୍‌ ଇତିହାସ ରଚିଲା : ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଲା

ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ସ୍କୋର କରିଥିବା ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ପାରିଛନ୍ତି। ଭାରତୀୟ ହକି ଦଳର ଏହି ବିଜୟ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଆଶା ସଞ୍ଚାର କରିଛି।

PV Sindhu
Tokyo Olympics: ଭାରତର ପଦକ ଆଶା ବଢ଼ାଇଲେ ସିନ୍ଧୁ, ବିଶ୍ୱର ୫ ନମ୍ବର ଖେଳାଳିଙ୍କୁ ହରାଇଲେ

ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ପଦକ ହାତେଇବାକୁ ଆଉ ପାଦେ ଅଗେଇଲେ ପି.ଭି ସିନ୍ଧୁ । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ବର୍ଗରେ ସେ ସେମିଫାଇନାଲ୍‌ରେ ସ୍ଥାନ ଅକ୍ତିଆର କରିଛନ୍ତି ।

Yuzvendra Chahal
ଟିମ୍‌ ଇଣ୍ଡିଆର ଆଉ ୨ ଖେଳାଳିଙ୍କୁ କରୋନା

ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ଆଉ ୨ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଲ୍‌ ରାଉଣ୍ଡର କୃନାଲ୍ ପାଣ୍ଡ୍ୟାଙ୍କ ପରେ ସ୍ପିନର ୟୁଜଭେନ୍ଦ୍ର ଚହଲ୍ ଓ କ୍ରିଷ୍ଣାପ୍ପା ଗୌତମଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। 

dutee-chand
ନିରାଶ କଲେ ଦୂତି ଚାନ୍ଦ

ଶହେ ମିଟରରେ ଦୂତି ଭଲ କରିପାରିନଥିଲେ ମଧ୍ୟ ତାଙ୍କର ଆଉ ଏକ ଇଭେଣ୍ଟ ଅଛି। ୨ ଶହ ମିଟର ଦୌଡ଼ରେ ମଧ୍ୟ ସେ ଭାଗ ନେବେ। ଦେଶର ଏକମାତ୍ର ଆାଥଲେଟ୍‌ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି।

Lovlina Borgohain reached semi finals
ଟୋକିଓ ଅଲମ୍ପିକ୍ସ: ଆଉ ଏକ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ । ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। 

PV Sindhu
Tokyo Olympics: ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବଢ଼ାଇଲେ ପଦକ ଆଶା

ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଡେନମାର୍କର ମିଆ ବ୍ଲିଚଫେଲ୍ଟକୁ ସିଧାସଳଖ ୨୧-୧୫, ୨୧-୧୩ରେ ହରାଇଦେଇଛନ୍ତି ସିନ୍ଧୁ ।

dutee-chand
Tokyo Olympics: ଦୂତିଙ୍କ ଉପରେ ସାରା ଦେଶର ନଜର

ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସର ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ । ଏକମାତ୍ର ଭାରତୀୟ ଆଥ୍‌ଲେଟ୍‌ ଭାବେ ସେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି ।

tokyo-olympics-india-mens-hockey-team
ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ହକି ଟିମ୍‌ର ଧମାଲ, ଆର୍ଜେଣ୍ଟିନାକୁ ୩-୧ରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ରେ ହରାଇଛି ଭାରତ। ଏହି ବିଜୟ ସହିତ ଭାରତୀୟ ଟିମ୍‌ କ୍ୱାଟର ଫାଇନାଲରେ ପ୍ରବେଶ କରିଛି।

P V Sindhu beat Cheung Ngan Yi
ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନରେ ହଂକଂ ଖେଳାଳିଙ୍କ ହୋଶ ଉଡିଗଲା, ଉଜ୍ଜୀବିତ ହେଲା ସ୍ୱର୍ଣ୍ଣ ଆଶା

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଷ୍ଟନ ଷ୍ଟାର ପି ଭି ସିନ୍ଧୁ ତାଙ୍କର ଜୟଯାତ୍ରା ଜାରି ରଖିଛନ୍ତି  । ମହିଳା ସିଙ୍ଗଲ୍ସରେ ସେ ପ୍ରି-କ୍ୱାଟରରେ ପହଞ୍ଚିଛନ୍ତି  । ଅତି ସହଜରେ ସେ ତାଙ୍କର ହଂକଂର ନାଗୟାନ ୟି ଚ୍ୟୁଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି ।

Indian Cricket Team
ରିପୋର୍ଟ ନେଗେଟିଭ୍‌ ଆସିଲେ ଖେଳାଯିବ ମ୍ୟାଚ୍‌

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ ଘୁଞ୍ଚିଲା । ଭାରତୀୟ ଅଲରାଉଣ୍ଡର କ୍ରୁଣାଲ୍ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି । ଦ୍ୱିିତୀୟ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି । କ୍ରୁଣାଲ ପଜିଟିଭି ବାହାରିବା ପରେ ଉଭୟ ଟିମ୍‌ର ଅନ୍ୟ ସମସ୍ତ ଖେଳାଳି ଏବେ ଆଇସୋଲେସନରେ ରହିଛନ୍ତି ।

Birendra Lakra
ଆଲିମ୍ପିକ୍ସରେ ଆଜିର ମ୍ୟାଚ୍‌ ବିରେନ୍ଦ୍ର ଲାକ୍ରା ଏବଂ ରୋହିଦାସଙ୍କ ପାଇଁ ଥିଲା ବେଶ ସ୍ମରଣୀୟ, ଜାଣନ୍ତୁ କାହିଁକି...

ଆଜି ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବିଶେଷ ଦିନ । ନିଜ କ୍ୟାରିୟରର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଉନ୍ତି ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଟିମ୍‌ର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା ।

volly ball
ଆଜିଠାରୁ ଭୁବନେଶ୍ୱରରେ ଜାତୀୟ ଭଲିବଲ ମହାକୁମ୍ଭ ଆରମ୍ଭ

ଭୁବନେଶ୍ୱର(ନିରଞ୍ଜନ  ରେଡ୍ଡୀ): ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଜାତୀୟ ଭଲିବଲ ମହାକୁମ୍ଭ। ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳରେ ପ୍ରାୟ ୧୫ଶହ ଖେଳାଳି ଓ ଅଫିସିଆଲ ଚାମ୍ପିୟାନସିପ୍‌ରେ ଭାଗ ନେଉଛନ୍ତି। ଆଗାମୀ ଏସିଆନ ଭଲିବଲ ଚାମ୍ପିୟାନସିପ ପାଇଁ ଭାରତୀୟ ଦଳ ବଛା ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଜାତୀୟ ସିନିୟର ଚାମ୍ପିୟନସିପ୍ ଆୟୋଜନ କରିବାକୁ ସୁଯୋଗ ମିଳିଛି। ସିନିୟର ଜାତୀୟ ଭଲିବଲ ଚାମ୍ପିୟାନଶିପ ପାଇଁ ୱାର୍ମ […]

  • Tuesday, 27 July 2021
arjun-tendukar
ଶେଷରେ ୨୦ ଲକ୍ଷ ଟଙ୍କାରେ ସଚିନ୍‌ଙ୍କ ପୁଅ ଅର୍ଜୁନଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: ଆଇପିଏଲ୍ ନିଲାମୀରେ ଶେଷ ପର୍ଯ୍ୟାୟରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ନିଲାମୀର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌ର ନେଟ୍ ପ୍ରାକ୍ଟିସ୍ ବେଳେ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖାଯାଇଥିଲା। ୟୁଏଇରେ ଆଇପିଏଲ୍‌ର ୧୩ ତମ ସଂସ୍କରଣ ଚାଲିଥିବା ବେଳେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ ଟିମ୍ ସହିତ ଥିଲେ। କିମ୍ବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌ ଟିମ୍ ପାଇଁ […]

  • Tuesday, 27 July 2021
Rupinder Pal Singh
ହକିରେ ଭାରତର କମବ୍ୟାକ୍ : ସ୍ପେନ୍‌କୁ ୩-୦ରେ ହରାଇଲା

ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ପରାଜିତ ହୋଇଥିଲା ଭାରତୀୟ ପୁରୁଷ ହକି ଦଳ । ତେବେ ଆଜି ଦଳ ପରାଜୟ ଭୁଳି ପୁନର୍ବାର ବିଜୟୀ ହୋଇଛି । ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଥିଲା ।

Mirabai Chanu
ମୀରାବାଇ ଚାନୁଙ୍କ ରୌପ୍ୟ ହୋଇପାରେ ସ୍ୱର୍ଣ୍ଣ

ମୀରାବାଇ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ। ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ‍ଇତିହାସ ରଚିଛନ୍ତି।

dutee-chand
୨୦୧୫ରୁ ଏପର୍ଯ୍ୟନ୍ତ ଦୂତୀଙ୍କୁ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା; କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ

ଭୁବନେଶ୍ୱର: ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍‌ଡବ୍ଲୁ କାର୍‌ ବିକ୍ରି କରିବାକୁ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ନାନା ପ୍ରତିକ୍ରିୟା ଦେଖା ଦେଇଥିଲା। ଏହାପରେ ଆଜି ଆଥଲେଟ ଦୂତି ଚାନ୍ଦଙ୍କୁ ଆର୍ଥିକ ସହାୟତା ବିବରଣୀ […]

  • Monday, 26 July 2021
dutee-chand
କାର୍ ବିକ୍ରି ନେଇ ଫେସ୍‌ବୁକରେ କରିଥିବା ପୋଷ୍ଟକୁ ଡିଲିଟ୍ କଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦ ତାଙ୍କ ବିଏମ୍‌ଡବ୍ଲୁ କାର୍‌କୁ ବିକ୍ରି କରିବା ନେଇ ଫେସ୍‌ବୁକ୍‌ରେ କରିଥିବା ପୋଷ୍ଟକୁ ଡିଲିଟି କରିଦେଇଛନ୍ତି। ନିଜର ଟ୍ରେନିଂ ଖର୍ଚ୍ଚ କରିବା ପାଇଁ ସେ କାର୍‌କୁ ବିକ୍ରି କରିବାକୁ ଚାହୁଁଥିଲେ। ଏନେଇ ସୋସିଆଲ୍‌ ମିଡିଆରେ କାର୍‌ ଫଟୋ ଅପଲୋଡ କରିବା ସହିତ ଆଶାୟୀ ଗ୍ରାହକ ତାଙ୍କୁ ମେସେଜ୍ କରିପାରିବେ ବୋଲି ଲେଖିଥିଲେ ଦୂତୀ। ପରେ ଏହାକୁ ଡିଲିଟ୍‌ କରିଦେଇଛନ୍ତି। ଦୂତୀ ୨୦୧୫ର ବିଏମ୍‌ଡବ୍ଲୁ ୩-ସିରିଜ୍‌ର ଏହି କାର୍‌କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲେ। […]

  • Monday, 26 July 2021
dhoni
ହ୍ୟାପି ବାର୍ଥ ଡେ ମାହି; 'ଧୋନିଙ୍କ ପ୍ରତିନିଧିତ୍ୱ ଶୈଳୀ ଶବ୍ଦରେ ପ୍ରକାଶ କରିହେବନି'

ନୂଆଦିଲ୍ଲୀ: ଜୁଲାଇ ୭ ତାରିଖ, ମାନେ ଆଜି ୩୯ ବର୍ଷରେ ପାଦ ଦେଲେ ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି। ବର୍ତ୍ତମାନ ସେ ଆଉ ପଡ଼ିଆରେ ବଡ଼ ହିଟ୍‌ ମାରୁ ନାହାଁନ୍ତି କି ପ୍ରତିପକ୍ଷକୁ ପରାଜିତ କରିବାକୁ ରଣନୀତି କରୁନାହାଁନ୍ତି। କିନ୍ତୁ ତଥାପି ସେ ତାଙ୍କ ଫ୍ୟାନ୍‌ଙ୍କ ହୃଦୟରେ ରାଜ୍ କରୁଛନ୍ତି ‘ମାହି ଦି କ୍ୟାପ୍ଟେନ୍‌ କୁଲ୍’‌ ଭାବେ। ଆଜି ତାଙ୍କ ଜନ୍ମଦିନରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି  #HappyBirthdayMSDhoni । ତାଙ୍କର ହଜାର […]

  • Monday, 26 July 2021
mashrafe-mortaza
ମଶ୍ରଫେ ମୁର୍ତଜାଙ୍କ ସହିତ ଏହି ଟପ୍‌ କ୍ରିକେଟର‌ମାନଙ୍କୁ କରୋନା

ଢାକା: ପାକିସ୍ତାନ ପରେ ବାଂଲାଦେଶ ଟପ୍‌ କ୍ରିକେଟ୍‌ରଙ୍କ ଠାରେ ବି କୋରନା ପଜିଟିଭ୍‌ ଚିହ୍ନଟ ହୋଇଛି।  ବାଂଲାଦେଶର କ୍ରିକେଟ୍ ଆଇକନ୍‌ ତଥା ପୂର୍ବତନ କ୍ୟାପ୍ଟେନ୍‌ ମଶ୍ରଫେ ମୁର୍ତଜା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯଦିଓ ଏନେଇ ମଶ୍ରଫେ ମୁର୍ତଜା ଏନେଇ କୌଣସି ସୂଚନା ଦେଇ ନାହାନ୍ତି, ତେବେ ତାଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ପିଜିଟିଭ୍‌ ହେବା ପରେ ମଶ୍ରଫେ ଢାକାରେ ଥିବା ତାଙ୍କ ବାସଭବନରେ ସଂଗରୋଧରେ ରହିଥିବା ଖବର ମିଳିଛି।  ଏନେଇ ତାଙ୍କ ସାନ […]

  • Monday, 26 July 2021
bcci
'ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା'

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନର ଉତ୍ପାଦନ ଓ କମ୍ପାନୀକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି, ଅନ୍ୟପଟେ ବିସିସିଆଇ ଚାଇନା ମୋବାଇଲ୍ କମ୍ପାନୀ ଦ୍ୱାରା ଭାରତକୁ ଫାଇଦା ହେଉଥିବା କହିଛି ବିସିସିଆଇ। ବର୍ତ୍ତମାନ ଭାରତର ଲୋକପ୍ରିୟ କ୍ରିକେଟ୍‌ ଲିଗ୍ ଆଇପିଏଲର ମୁଖ୍ୟ ଟାଇଟଲ୍ ସ୍ପନସର୍ ଅଛି ‘ଭିଭୋ’। ଏହି ଚାଇନା କମ୍ପାନୀ ସହ ଚୁକ୍ତି ରଦ୍ଦ ହେବନି ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ୍। ସେ କହିଛନ୍ତି, ଆଗାମୀ ଦିନରେ ଯଦି ଆବଶ୍ୟକ ପଡ଼େ, […]

sfridi
ପାକ୍‌ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍‌ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।” […]

hardik
ବାପା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସର୍ବିଆ ସୁନ୍ଦରୀ ଗର୍ଲଫ୍ରେଣ୍ଡ ନତାସାଙ୍କ ସହିତ ତାଙ୍କର ବାହାଘର ହୋଇଛି। ବାହାଘର ଫଟୋ ସୋସିଆଲ୍ ମିଡିଆରେ ଉଭୟେ ଅପ୍‌ଲୋଡ୍ କରିବା ପରେ ଫ୍ୟାନ୍‌ ଓ ବନ୍ଧୁଙ୍କ ତରଫରୁ ଛୁଟିଛି ଶୁଭେଚ୍ଛାର ସୁଅ। କେବଳ ସେତିକି ନୁହେଁ, ଟିମ୍ ଇଣ୍ଡିଆର ଏହି ଅଲ୍‌ରାଉଣ୍ଡର ବାପା ହେବାକୁ ଯାଉଛନ୍ତି। ଏନେଇ ରବିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନି ନତାସା ଷ୍ଟାନକୋଭିକ୍‌ଙ୍କ […]

  • Monday, 26 July 2021
rohit
ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ରୋହିତଙ୍କ ନାଁ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନାଁ ସୁପାରିଶ କରିଛି ବିସିସିଆଇ। ଏଥିସହିତ ଅର୍ଜୁନ୍‌ ପୁରସ୍କାର ପାଇଁ ଇଶାନ୍ତ ଶର୍ମା, ଶିଖର ଧୱନ, ଦୀପ୍ତି ଶର୍ମାଙ୍କ ନାଁ ସୁପାରିଶ କରାଯାଇଛି। ଏହି ସମ୍ମାନୀୟ ପୁରସ୍କାରଗୁଡ଼ିକ ପାଇଁ ପାଇଁ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାନୁଆରୁ ୧ ତାରିଖରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଉଦିୟମାନ ଖେଳାଳିଙ୍କ ନାଁ […]

  • Monday, 26 July 2021
virat
ଅଧିକ ଆୟ କରୁଥିବା ଖେଳାଳିଙ୍କ ତାଲିକାରେ ଏକମାତ୍ର କ୍ରିକେଟର୍‌ ଭାବେ ସ୍ଥାନ ପାଇଲେ ବିରାଟ

ନୂଆଦିଲ୍ଲୀ: ୨୦୨୦ ବର୍ଷର ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ୧୦୦ ଆଥ୍‌ଲେଟ୍‌ ତାଲିକାରେ ସ୍ଥାନ ପାଇଲେ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି। ଶୁକ୍ରବାର ଚର୍ଚ୍ଚିତ ଫୋର୍ବସ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଏକମାତ୍ରା କ୍ରିକେଟର୍ ଭାବରେ ବିରାଟ ସ୍ଥାନ ପାଇଛନ୍ତି। ତାଲିକାରେ କୋହଲି ୨୬ ମିଲିୟନ୍‌ ଆୟ ସହିତ ୬୬ ନମ୍ବର ତାଲିକାରେ ଅଛନ୍ତି। ୨୦୧୯ରେ ସେ ଏହି ତାଲିକାରେ ୩୦ ନମ୍ବର ସ୍ଥାନରେ ଥିଲେ। ଫୋର୍ବସ ମାଗାଜିନ୍ ଅନୁସାରେ, ବିରାଟ ବଜ୍ଞାପନ ବାବଦକୁ […]

  • Monday, 26 July 2021