• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India Vs West Indies

India vs West Indies
ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍

ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।

India Vs West Indies
ୱେଷ୍ଟଇଣ୍ଡିଜ୍‌କୁ ହରାଇ ସିରିଜ୍ କବ୍‌ଜା କଲା ଭାରତ

୫ ଟିକିଆ ଟି-୨୦ ସିରିଜ୍‌ରେ ୩ଟି ମ୍ୟାଚ୍ ଜିତି ସିରିଜ୍ କବ୍‌ଜା । ଚତୁର୍ଥ ମ୍ୟାଚ୍‌ରେ ୱେଣ୍ଟଇଣ୍ଡିଜ୍‌କୁ ୫୯ ରନ୍‌ରେ ହରାଇଲା ଭାରତ ।

India Vs West Indies
ବିଜୟରୁ ଭାରତର ଅଭିଯାନ ଆରମ୍ଭ, ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଜବରଦସ୍ତ ବିଜୟ; ନିରାଶ ହେଲେ ଧାୱନ୍‌

ଭାରତୀୟ ଟିମ୍‌ର ବିଜୟ ପାଇଁ ନାୟକ ସାଜିଥିଲେ ମହମ୍ମଦ ସିରାଜ । ଯିଏକି ଶେଷ ଓଭରରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ।

Team India
ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା, ୪ ପ୍ରମୁଖ ଖେଳାଳିଙ୍କୁ କରୋନା

ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା। ଭାରତୀୟ ଦଳର ପ୍ରମୁଖ ୪ ଖେଳାଳିଙ୍କ ସମେତ କିଛି ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Team India
ୱେଷ୍ଟଇଣ୍ଡିଜ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଏହି ଖେଳାଳି ମ୍ୟାଚ୍‌ରୁ ହେଲେ ବାହାର

ଆସନ୍ତା ମାସରେ ଟିମ୍‌ ଇଣ୍ଡିଆ(Team India) ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ସିରିଜ୍‌ ଖେଳିବ। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିଛି।

barabati
ନିରାଶ ହେବ ବାରବାଟୀ ଷ୍ଟାଡିୟମ, ଆସିବେନି ଭାରତ- ୱେଷ୍ଟଇଣ୍ଡିଜ T-20 ଟିମ୍‌ !

ଯଦି BCCI କମିଟି ସୁପାରିଶକୁ ଗ୍ରହଣ କରେ ତେବେ ବାରବାଟୀରେ ଏହି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତକାଲି ବିସିସିଆଇର ଟୁରସ୍‌, ଫିକ୍ସଚର୍ସ ଏବଂ ଟେକ୍ନିକାଲ କମିଟିର ଏକ ବୈଠକ ବସିଥିଲା ।