ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।
୫ ଟିକିଆ ଟି-୨୦ ସିରିଜ୍ରେ ୩ଟି ମ୍ୟାଚ୍ ଜିତି ସିରିଜ୍ କବ୍ଜା । ଚତୁର୍ଥ ମ୍ୟାଚ୍ରେ ୱେଣ୍ଟଇଣ୍ଡିଜ୍କୁ ୫୯ ରନ୍ରେ ହରାଇଲା ଭାରତ ।
ଭାରତୀୟ ଟିମ୍ର ବିଜୟ ପାଇଁ ନାୟକ ସାଜିଥିଲେ ମହମ୍ମଦ ସିରାଜ । ଯିଏକି ଶେଷ ଓଭରରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ।
ୱେଷ୍ଟ୍ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା। ଭାରତୀୟ ଦଳର ପ୍ରମୁଖ ୪ ଖେଳାଳିଙ୍କ ସମେତ କିଛି ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଆସନ୍ତା ମାସରେ ଟିମ୍ ଇଣ୍ଡିଆ(Team India) ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ସିରିଜ୍ ଖେଳିବ। ହେଲେ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା ଲାଗିଛି।
ଯଦି BCCI କମିଟି ସୁପାରିଶକୁ ଗ୍ରହଣ କରେ ତେବେ ବାରବାଟୀରେ ଏହି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତକାଲି ବିସିସିଆଇର ଟୁରସ୍, ଫିକ୍ସଚର୍ସ ଏବଂ ଟେକ୍ନିକାଲ କମିଟିର ଏକ ବୈଠକ ବସିଥିଲା ।