ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତକୁ ନେଇ ଗଣମାଧ୍ୟମରେ କିଛି ରାଜନେତାଙ୍କ ଭୁଲ ମନ୍ତବ୍ୟର ଜବାବ ରଖିଛି ପୂର୍ବତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ।
ଆଜି ହରିୟାଣାରେ ବିଧାନସଭା ନିର୍ବାଚନ । ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି ।
ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।
ପାକିସ୍ତାନ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।
ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିବାଦୀୟ ମନ୍ତବ୍ୟ । ଖୋର୍ଦ୍ଧା ପାଇକ ମାଟିର ବାସିନ୍ଦାଙ୍କ ପାଇଁ ଅପଶବ୍ଦ ।
କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?
ବିଜେଡି କ୍ଷମତା କେନ୍ଦ୍ରକୁ ପୁଣିଥରେ ଏଣ୍ଟ୍ରି ମାରିବାକୁ ଯୋଜନା ନା ନିର୍ବାଚନ ମଣ୍ଡଳୀର ନାଡ଼ି ମାପୁଥିଲେ ?
ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା ।
ନିର୍ବାଚନ ପ୍ରଚାର ସମୟରେ ସେହୱାଗ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଆସିଛନ୍ତି । ଯେତେବେଳେ ଜଣେ ବଡ଼ ଭାଇ କିଛି କାମ କରନ୍ତି, ସମସ୍ତଙ୍କୁ ଏକାଠି ହୋଇ ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ’ ।
ଯିଏ ଦୁର୍ନୀତି କରିଥିବ ସିଏ ନିଶ୍ଚିତ ବନ୍ଧା ହେବ । ବବି ଦାସଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।
ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜାତା ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି ।
ସାରା ଭାରତରେ ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ୍ ଅଛି କି ବୋଲି ବଦ୍ରି ପାତ୍ର କହିଛନ୍ତି ।
‘ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ।’
ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।
ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି
ପାଟନାରେ ବିରାଟ ଜନସମାବେଶରେ ଲଞ୍ଚ କଲେ ପାର୍ଟି। ତା’ସହ ଜନସୁରଜ ପାର୍ଟି ନାଁରେ ବିଧିବଦ୍ଧ ଭାବେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି ପ୍ରଶାନ୍ତ।
ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।
ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ ।
ଶ୍ରୀମୟୀ କହିଛନ୍ତି- ବେଗୁନିଆ ବିଧାୟକ ପ୍ରଦୀପ ସାହୁ ମୋ ବଡ଼ ଭାଇ ଭଳି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ବାହାରେ ପ୍ରକାଶ କରିବା ଠିକ୍ ନୁହେଁ, ଯାହା ମତାନ୍ତର ଓ ମନାନ୍ତର ହେବ, ତା’ର ସମାଧାନ ଦଳର ସଭାପତି କରିବେ ।
ବିଜେଡି ନେତା ଅମର ଶତପଥୀ, ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର ପୃଥକ ପୃଥକ ଭାବେ ତିନୋଟି ଗୋଷ୍ଠୀରେ ବିଭକ୍ତ ହୋଇ ବଇରୀ ଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି ।
ମିଛ କଥା କହି ନିର୍ବାଚନ ଜିତି ଯାଇ ପାରନ୍ତି କିନ୍ତୁ ହୃଦୟ ନୁହଁ ବୋଲି ନବୀନ କହିବା ସହ ମିଛ କଥା ବିଜେପିର USP ବୋଲି ଆକ୍ଷେପ କରିଛନ୍ତି ।
ଶଙ୍ଖ ଭବନରେ ଥମୁନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।
ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।
୨ ଦିନିଆ ଗସ୍ତରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ମାଗଣାରେ ବହି ସହ ଓଡ଼ିଆ ଶିକ୍ଷକଙ୍କୁ ଦୁଇଗୁଣା ଦରମା ଦେବାକୁ ଘୋଷଣା ।
ଦେଶ ତଥା ରାଜ୍ୟର ହଜାର ହଜାର ଲୋକେ ଝାଡାବାନ୍ତିରେ ମରୁଛନ୍ତି? ଏଥିପାଇଁ କିଏ ଦାୟୀ ? ସରକାର ପରେ ସରକାର ବଦଳୁଛି ହେଲେ ଏ ଅଂଚଳର ଭାଗ୍ୟ ବଦଳୁନି କାହିଁକି? ଲୋକଙ୍କ ପାଖରେ ପିଇବା ପାଣି, ସ୍ୱାସ୍ଥ୍ୟସେବା ଓ ସଡକ ପହଂଚିବାକୁ ଆଉ କେତେ ବର୍ଷ ଲାଗିବ?