ନବଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG । ଗୁଳି ବାଜିବା ପରେ ଭୁବନେଶ୍ବର ହସପିଟାଲକୁ ନେବା ବେଳକୁ ନବଙ୍କ ଅବସ୍ଥା କିଭଳି ଥିଲା ଜଣାପଡ଼ିଥା’ନ୍ତା ? କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ? କ୍ରାଇମବ୍ରାଞ୍ଚ ପ୍ରାଥମିକ ଚାର୍ଜସିଟରେ ଇସିଜି ରିପୋର୍ଟ ବିଷୟରେ କିଛି ତଥ୍ୟ ନଥିଲା
ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର ତୁଙ୍ଗ ନେତାଙ୍କୁ ଖୋଜିଲେନି କି ଟିକେ ପଚାରିଲେନି ।
କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ନିଜ ପରିବାର ଓ ନିଜର ସୁରକ୍ଷା ମାଗିଛନ୍ତି ଦୀପାଳି ? ସିବିଆଇ ତଦନ୍ତ ଦାବିକରି ଆଉ କି ତଥ୍ୟ ଦେଇଛନ୍ତି? ଭୟରେ କ’ଣ ସେତେବେଳେ କ୍ରାଇମବ୍ରାଞ୍ଚକୁ କିଛି କହିନଥିଲେ କି ? କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଦୀପାଳିଙ୍କର ବିଶ୍ୱାସ ଉଠିଯାଇଛି କି ?
ବାପିଙ୍କୁ ନେଇ ବିଜେଡିରେ ବିସ୍ଫୋରଣ । ପରାଦୀପ ବିଜେଡିରେ ଜଳୁଛି ବାପି ବିରୋଧୀ ନିଆଁ । ଅନ୍ଧାରରେ ତୁଙ୍ଗ ନେତା, ଦଳକୁ ହାଇଜାକ୍ କରିଛନ୍ତି ବାପି ସର୍ଖେଲ ! ବିଜୁ ଜନତା ଦଳ ଲେଖାଥିବା ଲେଟର ପ୍ୟାଡରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବାପି ସର୍ଖେଲ, କିନ୍ତୁ ପାରାଦୀପ ବିଜେଡିର ତୁଙ୍ଗ ନେତାଙ୍କୁ ଖୋଜିଲେନି କି ଟିକେ ପଚାରିଲେନି ।
ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।
କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ବିମାନ ବନ୍ଦରର ଗେଟ୍ କିପରଠାରୁ ଆରମ୍ଭ କରି ଏୟାର ଲିଫ୍ଟ ସମୟରେ ଯେଉଁମାନେ ଥିଲେ ସେମାନଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପୁଣି କ୍ରାଇମବ୍ରାଞ୍ଚ ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଯାଇଛି।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୁରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ନବ ଦାସ ମାମଲାର ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ନବ ଦାସଙ୍କ ପରିବାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଛନ୍ତି ନବଙ୍କ ପତ୍ନୀ ମିନତୀ ଦାସ ।
ଗତକାଲି ସ୍ୱର୍ଗତ ପ୍ରଧାନଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ଦଳ ମତ ନିର୍ବିଶେଷରେ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି। ସ୍ୱର୍ଗତ ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା
ସ୍ୱର୍ଗତ ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ସେଠାରୁ ପାର୍ଥିବ ଶରୀରକୁ ରାଜ୍ୟ ବିଜେପି ମୁଖ୍ୟାଳୟକୁ ନିଆଯାଇଯାଇଥିଲା।
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।
ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ।
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।
ଅରୁଣ କଲେ ଟାର୍ଗେଟ୍ । ପୋଲ୍ ଖୋଲିଦେଲେ କୃଷ୍ଣ । ଆଇନ ଶୃଙ୍ଖଳାକୁ ନେଇ ମୁହାଁମୁହିଁ ହେଲେ ଦୁଇ ନେତା । ଶନିବାର ହୋଲିରେ ପାଞ୍ଚ ପାଞ୍ଚଟି ହତ୍ୟା ହୋଇଛି । ଯେତେ ସବୁ ମହାନଗର ନିଗମ ଅଛି ସେଠି ହତ୍ୟା କରାଯାଇଛି । ଏ ସରକାରକୁ ହଜାର ତାଗିଦ୍ କଲା ପରେ କାହିଁକି ଅପରାଧ ବଢୁଛି ?
EOW ଚକ୍ରବ୍ୟୁହରେ ଫସିଗଲେ ରାଜା । ଏବେ ଭୁଶୁଡ଼ିବ କଳା ସାମ୍ରାଜ୍ୟ । EOWର ଜାଲରେ ଛନ୍ଦି ହେବେ ବିଜେଡି ନେତା । ଦଳ ପରାଜୟ ପରେ ଏବେ ଯେମିତି ବିଜେଡିକୁ କାଳ ସାଜିଛନ୍ତି ରାଜା ଚକ୍ର ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ । ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ।
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଖୁବଶୀଘ୍ର ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାର ହୋଇପାରେ ସିବିଆଇ ତଦନ୍ତ । ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ । ପଢନ୍ତୁ ପୁରା ଖବର ।
ବିନା ହେଲମେଟରେ ସ୍କୁଟି ଚଲାଇବାରୁ ପାଟନା ପୋଲିସ ତାଙ୍କ ନାମରେ ଏକ ଚାଲାଣ ଇସ୍ୟୁ କରିଛି। ତେଜ ପ୍ରତାପଙ୍କ ଘରକୁ ୪ ହଜାର ଟଙ୍କା ଚାଲାଣ ପଠାଯାଇଛି। ଅନ୍ୟପକ୍ଷରେ ତେଜ ପ୍ରତାପ ଚଲାଉଥିବା ସ୍କୁଟିର ଇନ୍ସୁରାନ୍ସ ଏବଂ ପଲ୍ୟୁସନ ସାର୍ଟିଫିକେଟର ଅବଧି ନ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, RJD ନେତା ତେଜ ପ୍ରତାପ ହୋଲି ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇ ଯାଉଥିଲେ।
ବୈଠକରେ କ'ଣ ଆଲୋଚନା କରାଗଲା ସେ ନେଇ ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ତେବେ ଏହାର ଉତ୍ତରରେ ଜୟନାରାୟଣ କହିଥିଲେ, 'ଏହି ପ୍ରଶ୍ନ ବଡ଼ ବଡ଼ ନେତାମାନଙ୍କୁ ପଚାରନ୍ତୁ, ଛୋଟକାଟିଆଙ୍କୁ ଏଥିରେ କାହିଁକି ପଶାଉଛନ୍ତି ।' ଜୟନାରାୟଣଙ୍କ ଭଳି ବରିଷ୍ଠ ନେତା କାହିଁକି ମଞ୍ଚରେ ବସିଲେ ନାହିଁ, ସେ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ହୋଲିରେ ଧର୍ମପଦ ଉପାଖ୍ୟାନ ଶୁଣାଇଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ତଥାକଥିତ ଆଗଧାଡ଼ିର ବିଜେଡି ନେତାଙ୍କୁ କଲେ ଟାର୍ଗେଟ୍ । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କୁ ପୁଣି ଦଳ ସମ୍ଭାଳିବା ଦାୟିତ୍ବ ମିଳିବାକୁ କଲେ କଡ଼ା ସମାଲୋଚନା ।
ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ `ଧର୍ମପଦ' ଉପାଖ୍ୟାନକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଦଳର ବିପର୍ଯ୍ୟୟ ପରେ ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ କଲେ ଟାର୍ଗେଟ୍ । ଅଶୋକ କହିଛନ୍ତି, ୧୨ଶହ ବଢେଇରେ ଦାୟ ନା ପୁଅରେ ଦାୟ ? ଆଗଧାଡ଼ିର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଦରକାର ।
ବିଜେପି ଚାପରେ ଚେପା ନବୀନ ! କଂଗ୍ରସ ଆଡ଼କୁ ଢଳୁଛି ବିଜେଡି ଦଳ ! ଇଣ୍ଡି ମେଣ୍ଟ ସାହାଯ୍ୟରେ ଦଳର ଅସ୍ତିତ୍ବ ଖୋଜୁଛନ୍ତି ବିଜେଡି ମୁଖିଆ ! ନବୀନଙ୍କ ଅଚାନକ ଦିଲ୍ଲୀ ଗସ୍ତ ପରେ ଏବେ ଏମିତି କିଛି ଚର୍ଚ୍ଚା ହେଉଛି । ବିଜେପି ବିଧାୟକ ସରୋଜ ପାଢ଼ୀ ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହ ନବୀନ ଇଣ୍ଡିମେନଣ୍ଟ ଆଡକୁ ଢଳୁଥିବା କହିଛନ୍ତି ।
ସମଦୂରତା ନୀତିକୁ ଜଳାଞ୍ଜଳି ଦେଇଦେଲେ କି ନବୀନ? ବିପର୍ଯ୍ୟୟ ପରେ ଅସ୍ତିତ୍ବ ଜାହିର କରିବାକୁ ବିରୋଧୀ ଶିବିରରେ ହାତ ମିଳେଇବେ କି ବିଜେଡି ସୁପ୍ରିମୋ? ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଡାକିଥିବା ବୈଠକକୁ ନବୀନଙ୍କ ସମର୍ଥନ ପରେ ବଢିଲା ଚର୍ଚ୍ଚା।
କେନ୍ଦୁଝର ଜିଲ୍ଲାର ଜଣେ ସାଧାରଣ ଶିକ୍ଷକର ପୁଅ, ପରବର୍ତ୍ତୀ ସମୟରେ ପାଲଟିଗଲା ବିଜେଡିର ପ୍ରଭାବଶାଳୀ ନେତା ଓ ଫାଇନାନ୍ସର। ତୃତୀୟ ମହଲା ସହ ଥିଲା କନେକ୍ସନ୍। ଜିଲ୍ଲାପାଳ ଓ ଏସପି ଥିଲେ ପକେଟରେ। ଭୃତ୍ୟ ପରି ପରି ଏମାନେ ତା ପାଦ ଚାଟୁଥିଲେ। ପ୍ରଭାବ ଏତେ ବଢ଼ି ଯାଇଥିଲା ଯେ, ଯାହା ଚାହୁଁଥିଲା କରୁଥିଲା। ପଢ଼ନ୍ତୁ ରାଜା ସାମ୍ରାଜ୍ୟର ସଂପୂର୍ଣ୍ଣ ଇତିହାସ।