• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

raja-chakra
Raja Chakra: ରାଜା ପରେ ଏବେ କାହାର ପାଳି? ଜିଲ୍ଲାପାଳ, ଏସପି ନା ନେତା

ରାଜା କାହା କାହା ସହ ଜଡ଼ିତ ଥିଲେ? ରାଜାଙ୍କୁ କିଏ କିଏ ସହଯୋଗ କରୁଥିଲେ? କୋଟିକୋଟି ଟଙ୍କା ଠକେଇ ପଛରେ ରାଜା ଚକ୍ର ଏକା ଥିଲେ ନା, ଆଉ କିଏ କିଏ ଥିଲେ? କାହା ବଳରେ ରାଜା ଏତେ କମ୍ ବୟସରେ ବଳିୟାନ ହୋଇଥିଲେ? ରାଜାଙ୍କୁ କେଉଁ କେଉଁମାନେ ସହଯୋଗ କରୁଥିଲେ? ତାକୁ ନେଇ ଚାଲିଲାଣି ବୟାନବାଜି।

Raja Chakra
ବିଜେଡି ନେତା ରାଜା ଚକ୍ର ଗିରଫ

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ।

biju-babu
Biju Patnaik Politics: ବିଜୁଙ୍କ ଲିଭି ନଥିଲା ଜୁଇ, ହୋଟେଲରେ ନବୀନ ଖାଉଥିଲେ ମାଉଁସ

ଯେଉଁମାନେ ବିଜୁଙ୍କ ଦୟାଦ କହୁଛନ୍ତି ସେମାନେ ବାଘଛାଲ ପିନ୍ଧି ଦେଖେଇ ହେଉଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଲତବୀ ଆଲୋଚନା ବେଳେ ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି । ରାଜ୍ୟ ସରକାର ବିଜୁ ଜୟନ୍ତୀ ବନ୍ଦ କରିବା ନେଇ ନିଜେ ବିଜେଡି ଆଣିଥିଲା ମୁଲତବୀ ପ୍ରସ୍ତାବ । ହେଲେ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବଦଳିଗଲା କି ସମଦୂରତା ନୀତି ?
ବଦଳିଗଲା କି ବିଜେଡିର ସମଦୂରତା ନୀତି ?

ବଳି ପଡ଼ିଲା କି ବିଜେଡିର ସମଦୂରତା ନୀତି ? ବିପର୍ଯ୍ୟୟ ପରେ ବିରୋଧୀ ଶିବିରରେ ଯୋଗ ଦେବ କି ବିଜେଡି ? ତାମିଲ ନେତାଙ୍କ ସମର୍ଥନରେ ବାହାରି ଜାତୀୟ ରାଜନୀତି ଆଡ଼କୁ ଆଖେଇଛନ୍ତି କି ନବୀନ ?

Raja Chakra Under EOW Radar
ଖୋଲୁଛି ରାଜା ଚକ୍ରଙ୍କ ମହାଦୁର୍ନୀତିର ମହାଗୁମର

ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍‌ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।

Wedding Fever Grips Odisha
ମାସକରେ ବିବାହ ବନ୍ଧନରେ ବାନ୍ଧି ହେଲେଣି ୪ଜଣ ନେତା

କାହାର ପ୍ରଥମ ତ କିଏ କରିଛନ୍ତି ଦ୍ବିତୀୟ ବିବାହ। ମାସକ ଭିତରେ ଚାରି ଚାରି ଜଣ ନେତା ବାନ୍ଧି ହେଲେଣି ବିବାହ ବନ୍ଧନରେ। କିଏ ଗୋଆରେ ତ କିଏ ଜୟପୁର, ପରିବାର ଓ ଅଳ୍ପ ବନ୍ଧୁବାନ୍ଧବଙ୍କ ଗହଣରେ ହାତରୁ ଦି ହାତ ହୋଇଛନ୍ତି ନେତା।

ବଦଳିଗଲା କି ସମଦୂରତା ନୀତି ?
Naveen Patnaik: ବଦଳିଗଲା କି ବିଜେଡିର ସମଦୂରତା ନୀତି ? ବିରୋଧୀ ଶିବିରରେ ଶଙ୍ଖଦଳ ମିଶୁଥିବା ନେଇ ଚର୍ଚ୍ଚା

ବଳି ପଡ଼ିଲା କି ବିଜେଡିର ସମଦୂରତା ନୀତି ? ବିପର୍ଯ୍ୟୟ ପରେ ବିରୋଧୀ ଶିବିରରେ ଯୋଗ ଦେବ କି ବିଜେଡି ? ତାମିଲ ନେତାଙ୍କ ସମର୍ଥନରେ ବାହାରି ଜାତୀୟ ରାଜନୀତି ଆଡ଼କୁ ଆଖେଇଛନ୍ତି କି ନବୀନ ?

ତାରା ତମେ ଏ କ’ଣ କଲ ?
ତାରାଙ୍କ ପାଇଁ ତାତିଛି କଂଗ୍ରେସ

ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିଛନ୍ତି କଂଗ୍ରେସ ବିଧାୟକମାନେ । ନ୍ୟାୟ ପାଇଁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି କଂଗ୍ରେସର ସମସ୍ତ ବିଧାୟକ ।

Odisha Assembly Fight
Odisha Assembly Fight: ଲଜ୍ଜିତ କଲେ ବିଧାୟକ, ବିଧାନସଭାରେ ଅଭାବନୀୟ ସ୍ଥିତି 

 ଗଣତନ୍ତ୍ର ମନ୍ଦିରରେ ଗଣ୍ଡଗୋଳ । ଜନତାଙ୍କ ପ୍ରତିନିଧି ହେଲେ ବାଡ଼ିଆପିଟା । ଓଡ଼ିଶା ସ୍ୱାର୍ଥ ପଛ, ଆଗ ହେଲା ଏମାନଙ୍କ ଅହଂକାର । 

Who Held the Collar MLA Tara Jaynarayan or Krishna Patra
କିଏ ଧରିଥିଲା କଲର ?

କିଏ କହୁଛି ସତ ? ବିଧାୟକ ତାରା ନା ଜୟନାରାୟଣ ନା ମନ୍ତ୍ରୀ କୃଷ୍ଣ ପାତ୍ର ? କିଏ କାହାର କଲର ଧରିଲା ? କିଏ କାହାକୁ ଠେଲା ପେଲା କଲା ? କିଏ କିଏ ହାତାହାତି ଲାଗିଲେ ?

Special Story: Assembly or Club House? Odisha MLAs Unleash Chaos!
ବିଧାନସଭା ନା କ୍ଲବ୍‌ ଘର ?

ଦେଶ ଦେଖିଲା ଓଡ଼ିଶା ବିଧାୟକଙ୍କ ଏ ବ୍ୟବହାର । ବିଧାନସଭାକୁ କରିଦେଲେ କ୍ଲବ ଘର । ଗଣତନ୍ତ୍ର ମନ୍ଦିରରେ ଗଣ୍ଡଗୋଳ । ଜନତାଙ୍କ ପ୍ରତିନିଧି ହେଲେ ବାଡ଼ିଆପିଟା । ଓଡ଼ିଶା ସ୍ୱାର୍ଥ ପଛ, ଆଗ ହେଲା ଏମାନଙ୍କ ଅହଂକାର । କାହାକୁ ଆପଣ କହିବେ ଠିକ୍‌ ? ଶାସକ ନା ବିରୋଧୀ ? ମନ୍ତ୍ରୀ ନା ବିଧାୟକ ? ନିଜ ଜିଦ୍‌ରେ ଅଟଳ ସମସ୍ତେ ।

marriage
Pradeep Majhi Marriage: ବାଜିବ ସାହାନାଇ; ଆଜି ସୁଶ୍ରୀଙ୍କ ହାତ ଧରିବେ ପ୍ରଦୀପ

ଗୋଆରେ ଡେଷ୍ଟିନେସନ ୱେଡିଂ କରିବେ ନବରଙ୍ଗପୁରର ପୂର୍ବତନ ସାଂସଦ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରିୱେଡିଂ ଫଟୋ ସୁଟ୍‌ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପାଣ୍ଡିଆନ୍‌ ‘ସନ୍ନ୍ୟାସ’ ପର୍ଦ୍ଦାଫାସ୍‌
ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି !

ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ ! ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ, ଭେଟୁଛନ୍ତି ନେତା ଓ ବିଧାୟକ । ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ ପରେ ଚର୍ଚ୍ଚା ।

ପାଣ୍ଡିଆନ୍‌ ‘ସନ୍ନ୍ୟାସ’ ପର୍ଦ୍ଦାଫାସ୍‌
VK Pandian: ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ସନ୍ନ୍ୟାସ ନାଟକର ହେଲା ପର୍ଦ୍ଦାଫାସ୍

ଏବେ ବି ପାଣ୍ଡିଆନଙ୍କ କବଜାରେ ବିଜେଡି ! ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ ! ନବୀନ ନିବାସରେ ପାଣ୍ଡିଆନ ସକ୍ରିୟ, ଭେଟୁଛନ୍ତି ନେତା ଓ ବିଧାୟକ । ବିବାହ ପରେ ପାଣ୍ଡିଆନଙ୍କ ସହ ମନ୍ମଥ ରାଉତରାୟଙ୍କ ଫଟୋ ପରେ ଚର୍ଚ୍ଚା ।

କେଉଁ ରୁଲରେ ସସ୍‌ପେଣ୍ଡ କଲେ
ତାରା ବାହିନୀପତି ୭ ଦିନ ସସପେଣ୍ଡ

ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ଗୃହ ଅଚଳ ହୋଇଥିଲା। ଏହା ସହିତ ଜୟନାରାୟଣ ଓ ତାରା ହାତାହାତି ମଧ୍ୟ ହୋଇଥିଲେ। ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ହଙ୍ଗାମା କରିବାରୁ ଗୃହ ମୁଲତବୀ କରିଥିଲେ ବାଚସ୍ପତି।

ବିଧାନସଭାର ନୂଆ ଦୃଶ୍ୟ, ହାତାହାତି ବିଧାୟକ
ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା ।

ବିଧାନସଭାର ନୂଆ ଦୃଶ୍ୟ, ହାତାହାତି ବିଧାୟକ
Odisha Assembly: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା ।

protest
Tara bahinipati to protest: ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ - ତାରା

ନିଲମ୍ବନ କରାଯିବା ପରେ ବିଧାନସଭା ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ସାରା ରାତି ବସି ପ୍ରତିବାଦ କରିବେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି। ବିଧାନସଭାରେ ହାତାହାତି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକଙ୍କୁ ୭ ଦିନ ସସପେଣ୍ଡ କରାଯାଇଛି। ବାଚସ୍ପତି ସୁରମା ପାଢୀ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ ଅଭିଯୋଗ ଶୁଣି ନ ଥିଲେ।

tara
Tara Bahinipati Suspend: ତାରା ବାହିନୀପତି ୭ ଦିନ ସସପେଣ୍ଡ

ବିଧାନସଭାରେ ହାତାହାତି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ ଦିନ ସସପେଣ୍ଡ କରାଯାଇଛି। ବାଚସ୍ପତି ସୁରମା ପାଢୀ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ଗତକାଲି ବିଧାନସଭାରେ ତାରା ବାଚସ୍ପତିଙ୍କ ପୋଡିୟମର ମାଇକ ଭାଙ୍ଗି ଦେଇଥିଲେ। ମଙ୍ଗଳବାର ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା।

Pandian With BJD
VK Pandian: ମାନିଲେ ବିଜେଡି ବିଧାୟକ, ପାଣ୍ଡିଆନ ଏବେ ବି ବିଜେଡି ସହ ଅଛନ୍ତି

ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ବିଜେଡି ଦଳ ସାଙ୍ଗରେ ଅଛନ୍ତି । ଆମ ସରକାରରେ ମଧ୍ୟ ଥିଲେ। ସରକାରରେ ପଦପଦବୀରେ ଥିଲେ। ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ଦେଖାଉଛନ୍ତି ।

 Odisha Assembly
Budget Session: ଗୃହ ଆରମ୍ଭରୁ ହୁଲସ୍ତୁଲ; ହାତାହାତି ହେଲେ ଜୟନାରାୟଣ-ତାରା, ଏମିତି କେବେ ହୋଇନଥିଲା କହିଲା ବିଜେଡି

ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଆଜି ବି ହୁଲସ୍ତୁଲ ବିଧାନସଭା । ହାତାହାତି ହେଲେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି । ଓଡ଼ିଶା ଇତିହାସରେ ଏମିତି କେବେ ହୋଇନଥିଲା କହିଲେ ବିଜେଡି ବିଧାୟକ ଅରୁଣ ସାହୁ ।

BijuPatnaik
ଠକ୍‌ଠକ୍‌ କରୁଥିଲା ବିଜୁଙ୍କ ଆତ୍ମା

ଉତ୍ପାତ କଲା ବିଜୁ ବାବୁଙ୍କ ଅସ୍ଥି... ପବନ ବହିଲା... କବାଟ ଧଡ଼ଧଡ଼ କଲା । ଯେଉଁଦିନ ସଂଧ୍ୟା ଦୀପ ନଦିଆଯାଏ ସେଦିନ କବାଟ ବାଡ଼ାଉଥିଲା ବିଜୁଙ୍କ ଆତ୍ମା । ଘରେ ଅସ୍ଥି ରହିବାର ୩ରୁ ୪ ବର୍ଷ ଭିତରେ ଅନେକ କିଛି ଘଟିଛି । ହଠାତ୍ ଦୁଆର ଭିତରେ ପବନ ବହିଛି । ଭୟରେ ରହିଛି ପୂରା ପରିବାର।

Biju Patnaik
ମୃତ୍ୟୁ ଶଯ୍ୟାରେ ଶୋଇଥିଲେ ବିଜୁ, ହସ୍ପିଟାଲ ବିଲ୍‌ ନଦେଇ ଲୁଚିଥିଲେ ନବୀନ

‘ମୃତ୍ୟୁ ଶଯ୍ୟାରେ ଶୋଇଥିଲେ ବିଜୁ, ହସ୍ପିଟାଲ ବିଲ୍‌ ନଦେଇ ଲୁଚିଥିଲେ ନବୀନ। ବିଜୁଙ୍କୁ ଜୀବିତ କିମ୍ବା ମୃତ୍ୟୁ ପରେ ସମ୍ମାନ ଦେଇନାହାନ୍ତି ନବୀନ । ଶେଷ ବେଳରେ ବିଜୁ ବାବୁଙ୍କୁ ଦେଖା କରିବାକୁ ହସ୍ପିଟାଲ ଯାଉନଥିଲେ ନବୀନ। ଅନ୍ତିମ ସଂସ୍କାର ପରେ ଅସ୍ଥି ସଂଗ୍ରହ କି ବିସର୍ଜନ ବି କରିନଥିଲେ ନବୀନ ।’

jaynarayan
ଘନେଇଲା ଉତ୍କଳ-କୋଶଳ ବିବାଦ

ଘନେଇଲା ଉତ୍କଳ-କୋଶଳ ବିବାଦ। ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଥମୁନି ରାଜନୀତି। ବିଜେଡିର ପ୍ରବଳ ହଟ୍ଟଗୋଳରୁ ଆଜି ବି ଅଚଳ ବିଧାନସଭା। ମୁଖ୍ୟମନ୍ତ୍ରୀଙ୍କୁ ଗୃହରେ ତୁରନ୍ତ ଉତ୍ତର ରଖିବାକୁ ଦାବି। ବ୍ୟକ୍ତିଗତ ମତକୁ ନେଇ ଗୃହ ଚଳାଇ ନଦେବା ଦୁର୍ଭାଗ୍ୟଜନକ କହିଲା ବିଜେପି।

naveen
Naveen pattnaik farmhouse: ପାଣ୍ଡିଆନଙ୍କ କଣ୍ଟ୍ରୋଲରେ ନବୀନ, ଫାର୍ମହାଉସ୍ ବିକ୍ରିକୁ ନେଇ ଟାର୍ଗେଟ କଲା ବିଜେପି

ଚର୍ଚ୍ଚାରେ ନବୀନଙ୍କ ଫାର୍ମ ହାଉସ୍ ବିକ୍ରି। ନିଜ ପୁତୁରା-ଝିଆରୀଙ୍କୁ ନଦେଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ତାଙ୍କ ଫରିଦାବାଦସ୍ଥିତ 22.7 ଏକରର ମୂଲ୍ୟବାନ ଫାର୍ମ ହାଉସକୁ ଅନ୍ୟଙ୍କୁ ବିକିଛନ୍ତି। ଏପରିକି ବିକ୍ରି ଖର୍ଦ୍ଦିରେ ଜଣେ ଦକ୍ଷିଣଭାରତୀୟ ପରିବାରର ନାଁକୁ ନେଇ ଚର୍ଚ୍ଚା ଆଲୋଚନା।