• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bangladesh Pm Sheikh Hasina

Sheikh hasina
Prime Minister House on fire: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ ବିରୋଧୀ, ଏମିତି କହିଲେ ହସିନା

ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପୁରୁଣା ଘରେ ନିଆଁ ଲଗାଇ ଦେଇଛନ୍ତି ବିରୋଧୀ। ଏହି ଘଟଣାକୁ ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନିନ୍ଦା କରିଛନ୍ତି। ହସିନା କହିଛନ୍ତି ଆପଣ ଗୋଟିଏ ବିଲ୍ଡିଂକୁ ନିଶ୍ଚହ୍ନ କରି ପାରିବେ ମାତ୍ର ଇତିହାସକୁ ପରିବର୍ତ୍ତନ କରିବା ଅସମ୍ଭବ।

Sheikh Hasina on surviving ‘conspiracy to kill her’ in Bangladesh
Sheikh Hasina on Survive From Conspiracy: ଫେସବୁକ୍ ପେଜ୍‌ରେ ବଡ଼ ଖୁଲାସା କଲେ ଶେଖ ହସିନା, କହିଲେ...

ପଦ ଯିବା ପରେ ଶେଖ ହସିନା ଓ ତାଙ୍କ ଭଉଣୀ ରେହାନା ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ । ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି ଶେଖ ହସିନା।

Sheikh Hasina
ୟୁରୋପୀୟ ଦେଶରେ ଶରଣ ଖୋଜୁଛନ୍ତି ହସିନା, ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ

କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି ।

Bangladesh crisis
ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଜାଳିଦେଲେ ଦୁର୍ବୃତ୍ତ, ଜିଅନ୍ତା ଜଳିଗଲେ ୨୪

ଜୀବନ୍ତ ଜଳିଗଲା ୨୪ ଜୀବନ । ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ ଦୁର୍ବୃତ୍ତ ଲଗାଇଲେ ନିଆଁ ।

sheikh hasina
ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଋଷରେ ନେବେ ଶରଣ !

ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।

Student leader Nahid Islam
କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ

ଦେଶର ସଂରକ୍ଷଣ ନୀତିରେ ସଂସ୍କାର ପାଇଁ ଚିନ୍ତା କରିବା ହସିନା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଛାତ୍ର ଆନ୍ଦୋଳନ ସାଂଘାତିକ ରୂପ ନେବା ପରେ ଅଣାୟତ୍ତ ହୋଇଛି ପରିସ୍ଥିତି ।