• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Google Maps Misleads Foreigners
Google Map Misleads Foreigners: ଦୁଇ ବିଦେଶୀଙ୍କୁ ବାଟବଣା କଲା ଗୁଗୁଲ୍‌ ମ୍ୟାପ୍‌, କାଠମାଣ୍ଡୁ ବଦଳରେ ପହଞ୍ଚିଲେ ୟୁପିରେ

ଗୁଗୁଲ୍ ମ୍ୟାପ୍ ଦୁଇ ବିଦେଶୀଙ୍କୁ ଭୁଆଁ ବୁଲାଇବା ଫଳରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଗୁରୁବାର ରାତିରେ ଚୁରାଇଲି ଡ୍ୟାମ୍ ନିକଟରେ ପହଞ୍ଚିଥିଲେ । ସ୍ଥାନୀୟ ଗ୍ରାମବାସୀ ରାତିରେ ସେମାନଙ୍କୁ ଦେଖିଥିଲେ ।

ହୀରା ଖଚିତ ଜୋତା ପିନ୍ଧୁଥିବା ଜଣେ ରାଣୀଙ୍କ କାହାଣୀ
Shoes Studded With Diamond: ହୀରାମୋତି ଖଞ୍ଜା ଜୋତା ପିନ୍ଧୁଥିବା ଜଣେ ଫେସନେବଲ ମହାରାଣୀଙ୍କ କାହାଣୀ...

ରାଜ ପରିବାରରେ ବିବାହ ଭାଙ୍ଗିବା ଭଳି ପଦକ୍ଷେପ ଏତେ ସହଜ ନଥିଲା । ଏଥିରେ ଇନ୍ଦିରାଙ୍କ ପିତା ଓ ମାତା ଝିଅ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଆଉ ଏପରି ସମୟରେ କୁଚ ବିହାର ରାଜାଙ୍କୁ ବିବାହ କରିବା କଥା ବାପାମା’ଙ୍କ ଆଗରେ ରଖିବା ଭାରି କଠିନ ଥିଲା । ଜିତେନ୍ଦ୍ର ନାରାୟଣ ମହାରାଜା ଶ୍ରୀପେନ୍ଦ୍ର ନାରାୟଣ ଏବଂ ରାଣୀ ସୁନୀତି ଦେବୀଙ୍କ ଦ୍ୱିତୀୟ ପୁତ୍ର ଥିଲେ । ବିବାହ ପାଇଁ ଇନ୍ଦିରାଙ୍କ ପିତାମାତା ସହମତି ଦେଇନଥିଲେ ।

Woman Loses Job For Pet Cat
Woman Loses Job For Pet Cat: ବିଲେଇ ପଠାଇଦେଲା ଇସ୍ତଫା ପତ୍ର, ଚାକିରି ଏବଂ ବୋନସ ହରାଇଲେ ମହିଳା

ଆପଣ ଜାଣି ଆଶ୍ଚର୍ଯ୍ୟହେବେ ଚାକିରିରୁ ଇସ୍ତଫା ଦେଇଛି ବିଲେଇ । ଘଟଣାଟି ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି ।

ନିଆରା ବାହାଘର
Marriage Rituals: କନିଆ ନୁହେଁ, ବାହାଘର ପରେ ବର ନେଉଥିଲା ବିଦାୟ: ଡିଏନଏ ଗବେଷଣାରୁ ସାମ୍ନାକୁ ଆସିଲା ସତ୍ୟ

ଖଣ୍ଡବାର ୮ କିଲୋମିଟର ଦୂର ସୁରଗାଁଓ ଯୋଶୀ ଗ୍ରାମ  । ଗାଁର ଜଣେ ଚାଷୀ ନାନାଜୀ ଚୌଧୁରୀଙ୍କ ଝିଅ ବାହାଘରକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା । ନାନାଜୀ ଚୌଧୁରୀ ନିଜ ଝିଅକୁ ପୁଅ ବୋଲି ଭାବି ତା’ର ଲାଳନପାଳନ ଅତି ଗେଲବସରରେ କରିଥିଲେ । ତେଣୁ ଝିଅର ବିବାହରେ ପୁଅ ବିବାହର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପରମ୍ପରାକୁ ଭାଙ୍ଗି ଦେଇଥିଲେ । ଝିଅ ନବବଧୂ ବେଶରେ ସଜାଇ ହୋଇ ଘୋଡା ଉପରେ ବସିବା ପରେ ବାରାତ ବାହାରିଥିଲା ।  ନାଚଗୀତ ଭିତରେ ଝିଅ ପହଞ୍ଚିଥିଲା ପୁଅ ଘରେ ।

Kalijai Temple History
Kalijai Temple History: ନୀଳାମ୍ବୁ ଚିଲିକାର ମଧ୍ୟ ଭାଗରେ ବିରାଜିଥିବା ମାଆ କାଳୀଜାଇଙ୍କ ପୀଠର ଇତିହାସ..

ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।

life
Doctor Team Saves Life: ୧୩ ମିନିଟରେ ୧୩ ଷ୍ଟେସନ ଓ ୧୩ କିଲୋମିଟର ଯାତ୍ରା: ଡାକ୍ତରୀ ଦଳ ବଞ୍ଚାଇଲେ ଜୀବନ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଏ। ଏହାକୁ କାମରେ କରି ଦେଖାଇଛନ୍ତି ହାଇଦ୍ରାବାଦର ଏକ ଡାକ୍ତରୀ ଟିମ। ୧୩ ମିନିଟରେ ୧୩ କିମି ଯାତ୍ର କରି ବଞ୍ଚାଇଛନ୍ତି ବହୁମୂଲ୍ୟ ଜୀବନ।

vegetarian states of india
ସର୍ବାଧିକ ନିରାମିଷ ଖାଦ୍ୟ ଖାଉଥିବା ଭାରତର ୮ଟି ରାଜ୍ୟ

୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।

  • Friday, 17 January 2025
Lottery
UK Man Won Lottery: ଜିତିଲେ ୮୦ କୋଟିର ଲଟେରୀ, ତା’ପରେ ଡ୍ରେନ୍ ସଫାକଲେ

କାର୍ଲସିଲେର ଗ୍ୟାସ ଟ୍ରେନି ଇଞ୍ଜିନିୟର ଜେମ୍ସ କ୍ଲାର୍କସନ ୭.୫ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୭୯.୫୮ କୋଟି ଟଙ୍କା ଜିତିବାରେ ସକ୍ଷମ ହୋଇଛନ୍ତି।

10 Tallest Buildings In India
10 Tallest Buildings In India:ଆସନ୍ତୁ ଜାଣିବା ଭାରତର ୧୦ଟି ଉଚ୍ଚତମ ଅଟ୍ଟାଳିକା ନାମ ...

ଆପଣ ଜାଣିଛନ୍ତି କି ଭାରତରେ ଏପରି ୧୦ଟି ଶ୍ରେଷ୍ଠ ଉଚ୍ଚତମ ଅଟ୍ଟାଳିକା ନାମ କଣ ? ତେବେ ଆସନ୍ତୁ ଜାଣିବା ଭାରତର ୧୦ଟି ଉଚ୍ଚତମ ଅଟ୍ଟାଳିକା ନାମ ....

Burj Khalifa
Burj Khalifa: ବୁର୍ଜ ଖଲିଫାର ନିର୍ମାତା କିଏ ? ଏଠାରେ ରହିବାକୁ ହେଲେ କେତେ ଭଡ଼ା ଦେବାକୁ ପଡ଼େ ?

ବୁର୍ଜ ଖଲିଫା ଏତେ ଉଚ୍ଚ ଯେ ଏହାକୁ ୧୦୦ କିଲୋମିଟର ଦୂରରୁ ଦେଖିହେବ। ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଇଞ୍ଜିନିୟରିଂ ଏବଂ ଡିଜାଇନ୍ ଅତୁଳନୀୟ, ଯାହା ଯୋଗୁଁ ଏହାକୁ ସ୍ଥାପତ୍ୟ ଚମତ୍କାରିତାର ପ୍ରତୀକ ଭାବରେ ସ୍ୱୀକୃତି ଦିଆଯାଇଛି। ବୁର୍ଜ ଖଲିଫା ବିଳାସପୂର୍ଣ୍ଣ ପରିବେଶ ଏବଂ କାର୍ଯ୍ୟକ୍ଷମତାର ମିଶ୍ରଣ ।

କାଳ ହେଉଛି ଉଚ୍ଚତା
Tallest Woman: ବିମାନରେ କିପରି ଯାତ୍ରା କରନ୍ତି ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା, ଭିଡିଓ ଭାଇରାଲ

ଗୋଟିଏପଟେ ଉଚ୍ଚତା ତାଙ୍କୁ ଏକ ବଡ଼ ଉପଲବ୍ଧି ଆଣି ଦେଇଥିବା ବେଳେ ଅନ୍ୟପଟେ ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଉଚ୍ଚତା ପାଇଁ ରୁମେସା ଫ୍ଲାଇଟରେ ସାଧାରଣ ଭାବରେ ବସି ଯାତ୍ରା କରିପାରନ୍ତି ନାହିଁ । ଫ୍ଲାଇଟରେ ଯାତ୍ରା କରିବା ସମୟରେ ତାଙ୍କୁ ଷ୍ଟ୍ରେଚରରେ ଶୋଇ ଯାତ୍ରା କରିବାକୁ ପଡ଼େ । ନିକଟରେ ତାଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ।

City of vegetarian
City of Vegetarian: ଭାରତର ଏମିତି ସହର ଯେଉଁଠି ମାଂସ ଖାଇବା-ବିକ୍ରି କରିବା ମନା

ପଲିଟାନାକୁ ଅନୁସରଣ କରି ଗୁଜୁରାଟର ରାଜକୋଟ, ଭଦୋଦରା, ଜୁନାଗଡ ଏବଂ ଅହମ୍ମଦାବାଦ ଭଳି ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ନିୟମ ପ୍ରଣୟନ ହୋଇଛି। ରାଜକୋଟରେ କର୍ତ୍ତୃପକ୍ଷ ଆମିଷ ଖାଦ୍ୟ ପ୍ରସ୍ତୁତି ଏବଂ ସର୍ବସାଧାରଣ ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଦଣ୍ଡ ନିମିଷେ ଥିଲେ ପ୍ରାଣ
Miraculous Incident: ଆଶ୍ଚର୍ଯ୍ୟ ! ମୃତ ରୋଗୀ ବଞ୍ଚିଲେ, ବଞ୍ଚାଇଦେଲା ହମ୍ପସ୍

ମେଡିକାଲରୁ ଆସିବା ବେଳେ କିଛି ବାଟ ଦୂରରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର କରିଥିଲେ ।

Hindi
Hindi Speaking Countries: କେବଳ ଭାରତ ନୁହେଁ, ଏହି ସବୁ ଦେଶର ଲୋକ କହନ୍ତି ହିନ୍ଦୀ

ଭାରତରେ ଅଧିକାଂଶ ଲୋକ ହିନ୍ଦୀ ଭାଷାରେ କଥା ହୁଅନ୍ତି । ଏହା ଆମର ରାଷ୍ଟ୍ରଭାଷା। କିନ୍ତୁ ଆପଣ ଜାଣନ୍ତି କି ଭାରତ ବ୍ୟତୀତ, ଅନ୍ୟ କେଉଁ ଦେଶରେ ଲୋକେ ହିନ୍ଦୀ ଭାଷାରେ କଥା ହୁଅନ୍ତି ? ତେବେ ଆସନ୍ତୁ ଜାଣିବା ସେହି ଦେଶଗୁଡ଼ିକ ବିଷୟରେ...

ଆପଣାନ୍ତୁ ଚାଣକ୍ୟ ନୀତି
ChanakyaNeeti: ନୂଆ ବର୍ଷରେ ନିଅନ୍ତୁ ଏହି ସଂକଳ୍ପ, କେବେ ବି ହାରିବେନି

ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।

9 interesting facts about Mahatma Gandhi
ଗାନ୍ଧିଜୀଙ୍କ ପିଲାଦିନ ସଂପର୍କରେ ୯ଟି କଥା

ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସଂପର୍କରେ ଅନେକ କଥା ଆମେ ଜାଣନ୍ତି ନାହିଁ। ତାଙ୍କ ପିଲାଦିନ ସଂପର୍କରେ ବହୁତ କୌତୁହଳୀ ତଥ୍ୟ ରହିଛି ଯାହା ହୁଏତ ଆମେ ଜାଣିନଥିବା। ଗାନ୍ଧିଜୀଙ୍କ ପିଲାଦିନ ସଂପର୍କରେ ଆସନ୍ତୁ ଜାଣିବା ଏହି ୯ଟି କଥା।

  • Thursday, 02 January 2025
Chartered Accountant's Struggles
Chartered Accountant's Struggle: ଗରିବ ପୁଅ ଯେବେ ନାଁ କରେ ... ସବୁଠି ଶୁଭେ ବାଃ ବାଃ

ପୁଅ ଯେତେବେଳେ ନାଁ କରେ, ଦୁନିଆରେ ଯଦି ସବୁଠୁ ବେଶି କିଏ ଖୁସି ହୁଏ ତାହାଲେ ସିଏ ବୋଧେ ମା ଆଉ ଭଉଣୀ । ଯେଉଁମାନଙ୍କ କଷ୍ଟ ଆଜି ସବୁ ଆଖିର ଲୁହ ହୋଇ ଝରି ଯାଉଛି ।

New Year 2025
New Year 2025 Arrives: ଆସିଲା ନୂଆବର୍ଷ ୨୦୨୫, ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ନୂଆବର୍ଷକୁ ସ୍ୱାଗତ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କଲା ଅକଲାଣ୍ଡ ।

interesting facts about odisha
ଓଡ଼ିଶା ସଂପର୍କରେ ୧୦ଟି ଜାଣିବା କଥା

ଓଡ଼ିଶା ସଂପର୍କରେ ୧୦ଟି ଜାଣିବା କଥା...

  • Monday, 30 December 2024
ବିବାହ ନୁହେଁ ତ ବ୍ୟବସାୟ
12 Times Marriage and Divorce: ବିବାହ ନୁହେଁ ତ ବ୍ୟବସାୟ...ଟଙ୍କା ପାଇଁ ୪୦ ବର୍ଷରେ ୧୨ ଥର ବିବାହ ଓ ଛାଡ଼ପତ୍ର

୧୯୮୧ ମସିହାରେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅଷ୍ଟ୍ରିଆ କଲ୍ୟାଣ ଯୋଜନା ଅଧୀନରେ ବିଧବା ମହିଳାମାନେ ପେନସନ୍ ପାଆନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତା’ପୂର୍ବରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୨୮,୪୦୫ ଡଲାର ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ହେଲେ ବିବାହ ପରେ ମହିଳାଙ୍କ ବିଧବା ଭତ୍ତା ବନ୍ଦ ହୋଇଯାଇଥିଲା ।

Baba Kapileswara
Special Story: ୧୮ଫୁଟ କୂଅ ଭିତରେ ରୁହନ୍ତି ମହାଦେବ, କାଳୀ ଗାଈ କରେ ଦୁଗ୍ଧ ସ୍ନାନ

ବଡ଼ମ୍ୱାର ପ୍ରସିଦ୍ଧ ବାବା କପିଳେଶ୍ୱରଙ୍କ ମନ୍ଦିର। ଏହି ମନ୍ଦିର ପଛରେ ରହିଛି ଏକ ରୋଚକ କାହାଣୀ। ବାବାଙ୍କ ଲିଙ୍ଗ ସ୍ଥାପନ ପାଇଁ ହୋଇଥିଲା ଯୁଦ୍ଧ। ଆଉ ଶେଷରେ ବାବାଙ୍କ ମନ୍ଦିର ଏଠାରେ ହିଁ ତିଆରି ହୋଇଥିଲା। ତେବେ କଣ ଏହି କାହାଣୀ ଆସନ୍ତୁ ଜାଣିବା।

Richest Beggar
Richest Beggar: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !

ସବୁଠାରୁ ଧନୀ ଭିକାରୀର ସମ୍ପତ୍ତି ସାଢେ ୭ କୋଟି ଟଙ୍କା ! କେବଳ ଆମ ଦେଶର ସେ ଧନୀ ଭିକାରୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ ।

Spiritual Orator Abhinav Arora
Spiritual Orator Abhinav Arora: ପ୍ରଭୁ ହନୁମାନଙ୍କ ଭଳି ନାଚିଲେ ଅଭିନବ ଆରୋରା, ଭାଇରାଲ ହେଲା ଭିଡ଼ିଓ

ଭିଡିଓରେ ସେ ପ୍ରଭୁ ହନୁମାନଙ୍କ ପରି ପୋଷାକ, ଫୁଲମାଳ ଓ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ହନୁମାନଙ୍କ ଅବତାରକୁ ଅନୁକରଣ କରିବା ପାଇଁ ସେ ସେଭଳି ମେକଅପ ନେବା ସହ ହାତରେ ଏକ ଗଦା ଧରିଥିବା ଦେଖାଯାଇଛି ।

job
Jobs in Svalbard: ଏହି ଦେଶକୁ ଯିବାକୁ ଦରକାର ନାହିଁ ଭିସା; ଚାକିରି ପାଇଁ ନାହିଁ କଟକଣା

ୟୁରୋପ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। ବିଶ୍ୱର ଅନେକ ସୁନ୍ଦର ସହର ଏଠାରେ ରହିଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ୟୁରୋପରେ କିଛି ଦ୍ୱୀପପୁଞ୍ଜ ଅଛି, ଯଦି ଆପଣ ସେଠାକୁ ଯିବେ ଆପଣଙ୍କୁ କୌଣସି ଭିସାର ଆବଶ୍ୟକତା ପଡ଼ିବ ନାହିଁ।

Indian Railways
Indian Railways: କେବେ ଆରମ୍ଭ ହେଲା ଭାରତୀୟ ରେଳ ସେବା ? କାହିଁକି କୁହାଯାଏ Indian Railways...

ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ।