• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Husband-Wife Fight
Husband-Wife Fight: ଫୋନ୍‌ରେ ସ୍ୱାମୀ-ସ୍ତ୍ରୀଙ୍କର ଚାଲିଥିଲା ଝଗଡ଼ା! ଚାହୁଁ ଚାହୁଁ ରେଳବାଇର ଚାଲିଗଲା ୩ କୋଟି

ଷ୍ଟେସନ୍ ମାଷ୍ଟର୍ କଲେ ଭୁଲ୍, ରେଳବାଇର କ୍ଷତି ହେଲା ୩ କୋଟି ଟଙ୍କା । ସାମାନ୍ୟ OK କହିବାକୁ ଭୁଲ ରାସ୍ତାରେ ଟ୍ରେନ୍ ଯାଇ ରେଳବାଇର ପ୍ରାୟ ୩ କୋଟି ଟଙ୍କା କ୍ଷତି ହୋଇଛି ।

Ambanis Family Pandit
Ambani Wedding Pandit: ଅନନ୍ତ-ରାଧିକାଙ୍କ ବିବାହ କେଉଁ ପଣ୍ତିତ କରିଥିଲେ ? ଜାଣନ୍ତୁ କେତେ ନିଅନ୍ତି Salary...

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। କିଏ କରିଥିଲେ ବିବାହ ? ତାଙ୍କ ପାଉଣା କେତେ ? ଜାଣନ୍ତୁ...

Garasiya tribe culture unmarried couples
Ajab Gajab: ଭାରତରେ ଅଛି ଏମିତି ବି ପରମ୍ପରା; ମା’ ହେଲା ପରେ ବିବାହ !

ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲିଭ୍-ଇନ୍ ରିଲେସନ୍‌ସିପ୍ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ଏହା କରିବାକୁ ଅନୁମତି ଦିଅନ୍ତି। ଏଠାରେ ଯୁବତୀମାନେ ନିଜ ପସନ୍ଦର ପୁଅ ବାଛିବା ପାଇଁ ଅଧିକାର ପାଇଛନ୍ତି।

Death Aniversarry of Poet Basant Muduli
କବି ବସନ୍ତ ମୁଦୁଲିଙ୍କ ୩୭ ତମ ସ୍ମତି ସମାରୋହ; ଦେବାଶିଷଙ୍କୁ ମିଳିଲା 'କବି ବସନ୍ତ ମୁଦୁଲି କବିତା ପୁରସ୍କାର'...

ଆଜି ଭଦ୍ରକ ସ୍ଥିତ ସଂସ୍କୃତି ଭବନଠାରେ ପୂର୍ବାହ୍ନ ୧୦ ଘଟିକାରେ କ୍ରାନ୍ତିକାରୀ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି।

  • Sunday, 03 November 2024
Inspiring Story
ହାର ମାନିଲାନି ପ୍ରତିଭା, ଦାଦନ ଖଟିବାକୁ ଯାଇଥିଲେ ସୁରତ ! ଏବେ ଅଫିସର୍

ଏ ଘଟଣା କୌଣସି ଫିଲ୍ମଠୁ କମ୍ ନୁହେଁ । ଦ୍ୱାଦଶ ଶ୍ରେଣୀରେ ଫେଲ୍ ହେବା ପରେ ଅଧାରେ ପାଠ ଛାଡ଼ିଥିବା ପିଲା ଯେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପାସ୍ ହେଇପାରିବ ତାହା ଭାବିବା ବି ଆଶ୍ଚର୍ଯ୍ୟର କଥା ।

slippers ban
ବିଚିତ୍ର ଗାଁ; ଏଠି ଜୋତା-ଚପଲ ପିନ୍ଧିବା ମନା, ଖାଲି ପାଦରେ ଚାଲନ୍ତି ଲୋକ

ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜୋତା ଏବଂ ଚପଲ ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ । ଆପଣ ହୁଏତ ଏହାକୁ ବିଶ୍ୱାନ କରି ନ ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଆଜିବି ଆମ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି କେହି ବି ଚପଲ ପିନ୍ଧନ୍ତି ନାହିଁ।

Scooter Ride
ନା ବୟସ ହୋଇଛି, ନା ହେଲମେଟ୍‌ ଅଛି! ଝିଅକୁ ଗାଡ଼ି ଚଲା ଶିଖାଉଛି ବାପା

୧୮ ବର୍ଷ ନହେବା ଯାଏଁ କୌଣସି ନାବାଳକ କିମ୍ବା ନାବାଳିକାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ନାହିଁ । ତେବେ ଅନେକ ସମୟରେ ଏହାର ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହୁଏ ।

MP man
‘ପାକିସ୍ତାନ ଜିନ୍ଦାବାଦ୍‌’ କହିବାରୁ କୋର୍ଟ ଦେଲେ ଏମିତି ଅର୍ଡର ...

ଇଣ୍ଟରନେଟ୍ ଦୁନିଆ ବଡ ଅଦ୍ଭୁତ । ଏଠାରେ କେତେବେଳେ କ’ଣ ହେଇଯିବ ତାହା କହିପାରିବେ ନାହିଁ ।

mirrors
ଲିଫ୍ଟରେ କାହିଁକି ଲଗାଯାଏ ଦର୍ପଣ ? କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।

  • Tuesday, 22 October 2024
Traffic
ଟ୍ରାଫିକ୍‌ରେ କାହିଁକି ଲାଗିଛି ଲାଲ୍-ହଳଦିଆ-ସବୁଜ ରଙ୍ଗର ଲାଇଟ୍, ଏହା କିଏ ଆରମ୍ଭ କରିଥିଲେ…

ପୃଥିବୀର ଅନେକ ଦେଶରେ ଡିଜିଟାଲ୍‌ ଟ୍ରାଫିକ୍‌ ଲାଇଟ୍‌ କଣ୍ଟ୍ରୋଲ୍‌ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଆପଣ ଜାଣନ୍ତି କି ପ୍ରଥମ ଟ୍ରାଫିକ୍ ଲାଇଟ୍ କିଏ ଓ କାହିଁକି ଆରମ୍ଭ କରିଥିଲେ ଏବଂ ଏହା କେଉଁ ରଙ୍ଗର ଥିଲା ?

World's shortest flight
ଦୁନିଆର ସବୁଠୁ କମ୍ ସମୟର ବିମାନ ଯାତ୍ରା; ୯୦ ସେକେଣ୍ଡରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ

ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବାକୁ ହେଲେ ବିମାନରେ ଅତି କମ୍‌ରେ ଏକ ଘଣ୍ଟାରୁ ଦେଢଘଣ୍ଟା ସମୟ ଲାଗେ । ଆପଣ କେବେ ଶୁଣିଛନ୍ତି କି ଗୋଟିଏ ବିମାନ ଯାତ୍ରା ମାତ୍ର ଦେଢ଼ ମିନିଟରେ ଶେଷ ହୋଇଯିବ ? ତେବେ ଆସନ୍ତୁ ଜାଣିବା ସେହିପରି ସ୍ଥାନ ଯେଉଁଠାକୁ ବିମାନରେ ଯିବାକୁ ଦୁଇ ମିନିଟ୍‌ରୁ କମ୍‌ ସମୟ ଲାଗିଯାଏ।

Viral Video
ଆସୁଥିଲା ମୃତ୍ୟୁ କିନ୍ତୁ ହାତରେ ଥିଲା ଆପଲ୍, ବଞ୍ଚିଗଲେ ମହିଳା ! ଦେଖନ୍ତୁ ଦୃଶ୍ୟ

ଆପଣ କେବେ ଭାବିଛନ୍ତି, ରାସ୍ତାରେ ଚାଲୁ ଚାଲୁ ଯଦି ଆପଣଙ୍କ ଉପରେ ପାଣି ଟାଙ୍କି ପଡ଼ିଯାଏ, ତେବେ କ’ଣ ହେବ । ନିଶ୍ଚିତ ମୃତ୍ୟୁ ବୋଧେ ।

Kankada Cultivation Reaps Profit
ଗଞ୍ଜେଇ ଛାଡ଼ି କାଙ୍କଡ଼ ଚାଷ

ଦିନେ ଗଞ୍ଜେଇ ଚାଷ କରୁଥିଲେ କିନ୍ତୁ ଏବେ କାଙ୍କଡ଼ ଚାଷ କରି ବେଶ୍‌ ଦୁଇ ପଇସା ଲାଭ ପାଉଛନ୍ତି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଆଉ ଏ ଅଞ୍ଚଳ ବି ହେଉଛି ମାଓବାଦୀ ଇଲାକା ।

Bengaluru Hotel
ଏତେ ବଡ଼ ହୋଟେଲ୍, କର୍ମଚାରୀ ମାତ୍ର ଦୁଇଜଣ ! ଭର୍ଚୁଆଲ୍ ରିସେପ୍ସନିଷ୍ଟକୁ ନେଇ ଭିନ୍ନମତ

ବେଙ୍ଗାଲୁରୁ .. ଭାରତର ଆଇଟି ହବ୍ । ଅର୍ଥାତ୍ ଏଠି ବିଜ୍ଞାନ କଥା କୁହେ .. ଦୁନିଆର ଆଇଟି ସେକ୍ଟରର ସବୁ ବଡ଼ ବଡ଼ କମ୍ପାନୀ ଏଠାରେ ଆଡ୍ଡା ଜମାଇଛନ୍ତି । ଟେକ୍ନୋଲୋଜି ଏଠି ମୁଣ୍ତ ନୁଆଁଏ ।

Residential Building
ଆପଣ ଜାଣନ୍ତି କି, ବିଶ୍ୱର ସବୁଠାରୁ ବଡ଼ ଆପାର୍ଟମେଣ୍ଟରେ ରୁହନ୍ତି କେତେ ଲୋକ ?

ଆପଣ କେବେ ଭାବିଛନ୍ତି.. ଗୋଟେ ଆପାର୍ଟମେଣ୍ଟରେ କେତେ ଲୋକ ରହିପାରିବେ । ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ କେଉଁଠାରେ ରହିଛି .. ସେଠାରେ କେତେ ଲୋକ ବାସ କରୁଥିବେ ।

Migratory Avians
ସୁରକ୍ଷା ବଳୟରେ ବିଦେଶୀ ଅତିଥି

ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି। ଦେଖନ୍ତୁ ଏହି ଭିଡିଓ ।

 Unveiling the Divine Tale of Maa Bhattarika
ଭଟ୍ଟାରିକାଙ୍କ ପ୍ରତିଷ୍ଠାର ଅଲୌକିକ କାହାଣୀ

କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ? ଦେଖନ୍ତୁ ଏହି ରିପୋର୍ଟ ।

jagannath
ରାଜ ବିଗ୍ରହ ପ୍ରତିଷ୍ଠିତ

ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ମହାପ୍ରଭୁଙ୍କ ବିଗ୍ରହ। ଦର୍ଶନ କରନ୍ତୁ ।

Sleeping Contest
ଶୋଇ ଶୋଇ ବେଙ୍ଗାଲୁରୁର ମହିଳା ପାଆନ୍ତି ଏତିକି ଟଙ୍କା, ଜାଣନ୍ତୁ କିପରି ..

ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।

Marriage
ଅଜବ ଏକ ପରମ୍ପରା!! ଏଠି ଝିଅ ନୁହେଁ ପୁଅ ଯାଏ ଶାଶୁଘର ...

ମେଘାଳୟରେ ଯେଉଁ ପ୍ରକାର ବିବାହ କରାଯାଏ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । ମେଘାଳୟରେ ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି ।

Crow CPR
ଅଚେତ କାଉକୁ CPR ଦେଇ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ ! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।

 Bedi Jagannath in Kakatpur
ଏଠି କଥା କହନ୍ତି ଜଗନ୍ନାଥ

କାକଟପୁର ବେଡି ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ପଛରେ ରହିଛି ଅନେକ କାହାଣୀ । କିଆ ଫୁଲ ଓ ନାଗ ସାପକୁ ନେଇ ରହିଛି କଥା...

Top 10 most spoken languages in the world
ବିଶ୍ୱରେ ସର୍ବାଧିକ କଥିତ ଭାଷା ମଧ୍ୟରେ ଶୀର୍ଷରେ ଇଂରାଜୀ, ଜାଣନ୍ତୁ ହିନ୍ଦୀର ସ୍ଥାନ କେତେ ? 

ବିଶ୍ୱରେ ସର୍ବାଧିକ ବ୍ୟବହୃତ ୧୦ଟି କଥିତ ଭାଷା ତାଲିକାରେ ମଣ୍ଡାରିନ ଚାଇନିଜ୍ ଓ ହିନ୍ଦୀ ଭାଷା ମଧ୍ୟ ରହିଛି । ସ୍ପେନିସ୍, ଫ୍ରେଞ୍ଚ୍ ଓ ବେଙ୍ଗଲି ମଧ୍ୟ ରହିଛି ।

Block Officer
ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଏବେ ମଜୁରି କରି ପୋଷୁଛନ୍ତି ପେଟ

ଦିନେ ବ୍ଲକ ଅଧ୍ୟକ୍ଷା ଥିବା ଲୋକଟି ଆଜି ପାଲଟିଯାଇଛି ଦିନମଜୁରିଆ। ଦିନେ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଉ ଥିବା ମଣିଷଟି ଆଜି ନିଜେ ସେହି ଯୋଜନାକୁ ଅନାଇ ବସିଛି।

  • Sunday, 15 September 2024
death rituals
ଭାଇର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛି ଭଉଣୀ

ଭାଇର ସୁଦ୍ଧକ୍ରିୟା ପାଇଁ ଭିକ୍ଷା ମାଗୁଛି ଭଉଣୀ... ୟା ଦୂଆରେ ତା’ ଦୂଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷାନାହିଁ, କହିବାକୁ ଶବ୍ଦ ବି ନାହିଁ । ଯେମିତି କେବଳ ଏ ମହିଳାଙ୍କୁ ତାଙ୍କ ଗରିବୀ ଉପହାସ କରୁଛି । ଆଉ ଆଖିଠାରି ଥଟ୍ଟା କରୁଛି... କହୁଛି, ଭାଇର ସୁଦ୍ଧ ପାଇଁ ଭିକ ମାଗୁଛି ଭଉଣୀ ।