Author: Sonali Kabi | Credit: Canva
୧. ଓଡ଼ିଶାକୁ ଘେରି ରହିଛି ୪୮୦ କିମି ସମୁଦ୍ର ଉପକୂଳ
Author: Sonali Kabi | Credit: Canva
୨. ଓଡ଼ିଶାର ଆୟତନ ୧୫୫,୭୦୭ ବର୍ଗ କିଲୋମିଟର
Author: Sonali Kabi | Credit: Canva
୩. ଓଡ଼ିଶା ସୀମାକୁ ୪ଟି ରାଜ୍ୟ ଲାଗିଛି- ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ
Author: Sonali Kabi | Credit: Canva
୪. ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ବେଳେ ଓଡ଼ିଶାରେ ମାତ୍ର ୬ଟି ଜିଲ୍ଲା ଥିଲା
Author: Sonali Kabi | Credit: Canva
୫. ସେଗୁଡ଼ିକ ହେଲା- କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଂଜାମ
Author: Sonali Kabi | Credit: Canva
୬. ବର୍ତ୍ତମାନ ଓଡ଼ିଶାରେ ମୋଟ ୩୦ଟି ଜିଲ୍ଲା ଓ ୩୧୪ଟି ବ୍ଲକ୍ ରହିଛି
Author: Sonali Kabi | Credit: Canva
୭. ୨୦୧୧ ଜନଗଣନାରେ ଓଡ଼ିଶାର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪ ହଜାର ୨୧୮ ଥିଲା
Author: Sonali Kabi | Credit: Canva
୮. ସେହି ଅନୁଯାୟୀ ଓଡ଼ିଶାର ପ୍ରତି ବର୍ଗ କିଲୋମିଟରରେ ୨୬୯ ଜଣ ବାସ କରନ୍ତି
Author: Sonali Kabi | Credit: Canva
୯. ଗଂଜାମ ଜିଲ୍ଲା ସର୍ବାଧିକ ଜନବହୁଳ ଜିଲ୍ଲା, ବରଗଡ଼ରେ ସବୁଠାରୁ କମ୍ ଜନସଂଖ୍ୟା
Author: Sonali Kabi | Credit: Canva
୧୦. ଓଡ଼ିଶାରେ ପ୍ରତି ୧ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ୯୩୪