୧. ଓଡ଼ିଶାକୁ ଘେରି ରହିଛି ୪୮୦ କିମି ସମୁଦ୍ର ଉପକୂଳ
୨. ଓଡ଼ିଶାର ଆୟତନ ୧୫୫,୭୦୭ ବର୍ଗ କିଲୋମିଟର
୩. ଓଡ଼ିଶା ସୀମାକୁ ୪ଟି ରାଜ୍ୟ ଲାଗିଛି- ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ
୪. ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ବେଳେ ଓଡ଼ିଶାରେ ମାତ୍ର ୬ଟି ଜିଲ୍ଲା ଥିଲା
୫. ସେଗୁଡ଼ିକ ହେଲା- କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଂଜାମ
୬. ବର୍ତ୍ତମାନ ଓଡ଼ିଶାରେ ମୋଟ ୩୦ଟି ଜିଲ୍ଲା ଓ ୩୧୪ଟି ବ୍ଲକ୍ ରହିଛି
୭. ୨୦୧୧ ଜନଗଣନାରେ ଓଡ଼ିଶାର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪ ହଜାର ୨୧୮ ଥିଲା
୮. ସେହି ଅନୁଯାୟୀ ଓଡ଼ିଶାର ପ୍ରତି ବର୍ଗ କିଲୋମିଟରରେ ୨୬୯ ଜଣ ବାସ କରନ୍ତି
୯. ଗଂଜାମ ଜିଲ୍ଲା ସର୍ବାଧିକ ଜନବହୁଳ ଜିଲ୍ଲା, ବରଗଡ଼ରେ ସବୁଠାରୁ କମ୍ ଜନସଂଖ୍ୟା
୧୦. ଓଡ଼ିଶାରେ ପ୍ରତି ୧ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ୯୩୪