• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shoe Covers

ହୀରା ଖଚିତ ଜୋତା ପିନ୍ଧୁଥିବା ଜଣେ ରାଣୀଙ୍କ କାହାଣୀ
Shoes Studded With Diamond: ହୀରାମୋତି ଖଞ୍ଜା ଜୋତା ପିନ୍ଧୁଥିବା ଜଣେ ଫେସନେବଲ ମହାରାଣୀଙ୍କ କାହାଣୀ...

ରାଜ ପରିବାରରେ ବିବାହ ଭାଙ୍ଗିବା ଭଳି ପଦକ୍ଷେପ ଏତେ ସହଜ ନଥିଲା । ଏଥିରେ ଇନ୍ଦିରାଙ୍କ ପିତା ଓ ମାତା ଝିଅ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଆଉ ଏପରି ସମୟରେ କୁଚ ବିହାର ରାଜାଙ୍କୁ ବିବାହ କରିବା କଥା ବାପାମା’ଙ୍କ ଆଗରେ ରଖିବା ଭାରି କଠିନ ଥିଲା । ଜିତେନ୍ଦ୍ର ନାରାୟଣ ମହାରାଜା ଶ୍ରୀପେନ୍ଦ୍ର ନାରାୟଣ ଏବଂ ରାଣୀ ସୁନୀତି ଦେବୀଙ୍କ ଦ୍ୱିତୀୟ ପୁତ୍ର ଥିଲେ । ବିବାହ ପାଇଁ ଇନ୍ଦିରାଙ୍କ ପିତାମାତା ସହମତି ଦେଇନଥିଲେ ।