ବିଚିତ୍ର ଏ ଦେଶ, ବିଚିତ୍ର ଏହାର ଧର୍ମ ପରମ୍ପରା। ୪୫ ଦିନ ଧରି ଚାଲିବାକୁ ଥିବା ମହାକୁମ୍ଭ ମେଳା ୨୦୨୫ ପାଇଁ ରଙ୍ଗୀନ ହୋଇଉଠିଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ସହର। ଭକ୍ତ ଓ ସାଧୁମାନେ ବିଚିତ୍ର ବେଶରେ ନିଜକୁ ସଜେଇବା ମଧ୍ୟ ଏକ ମାନସିକ ପୂଜାରେ ଯାଏ। ଦେଖନ୍ତୁ କିଛି ଦୃଶ୍ୟ।
ଖଣ୍ଡବାର ୮ କିଲୋମିଟର ଦୂର ସୁରଗାଁଓ ଯୋଶୀ ଗ୍ରାମ । ଗାଁର ଜଣେ ଚାଷୀ ନାନାଜୀ ଚୌଧୁରୀଙ୍କ ଝିଅ ବାହାଘରକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା । ନାନାଜୀ ଚୌଧୁରୀ ନିଜ ଝିଅକୁ ପୁଅ ବୋଲି ଭାବି ତା’ର ଲାଳନପାଳନ ଅତି ଗେଲବସରରେ କରିଥିଲେ । ତେଣୁ ଝିଅର ବିବାହରେ ପୁଅ ବିବାହର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପରମ୍ପରାକୁ ଭାଙ୍ଗି ଦେଇଥିଲେ । ଝିଅ ନବବଧୂ ବେଶରେ ସଜାଇ ହୋଇ ଘୋଡା ଉପରେ ବସିବା ପରେ ବାରାତ ବାହାରିଥିଲା । ନାଚଗୀତ ଭିତରେ ଝିଅ ପହଞ୍ଚିଥିଲା ପୁଅ ଘରେ ।
ଭାଇର ସୁଦ୍ଧକ୍ରିୟା ପାଇଁ ଭିକ୍ଷା ମାଗୁଛି ଭଉଣୀ... ୟା ଦୂଆରେ ତା’ ଦୂଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷାନାହିଁ, କହିବାକୁ ଶବ୍ଦ ବି ନାହିଁ । ଯେମିତି କେବଳ ଏ ମହିଳାଙ୍କୁ ତାଙ୍କ ଗରିବୀ ଉପହାସ କରୁଛି । ଆଉ ଆଖିଠାରି ଥଟ୍ଟା କରୁଛି... କହୁଛି, ଭାଇର ସୁଦ୍ଧ ପାଇଁ ଭିକ ମାଗୁଛି ଭଉଣୀ ।
କାଳନ୍ଦୀ ହ୍ରଦରେ କୃଷ୍ଣଙ୍କୁ ଦଂଶନ କଲା କାଳୀନାଗ, ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର...
ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । କାରଣ ଘରର କର୍ତ୍ତା ମରି ସାରିଥିଲେ । ସ୍ତ୍ରୀଙ୍କ ମୁଣ୍ତରୁ ସିନ୍ଦୁର ଲିଭି ସାରିଥିଲା, ଚୁଡ଼ି ଭାଙ୍ଗି ସାରିଥିଲା ।
ଦଶହରାର ନାହିଁ ଉତ୍ସାହ। କେବଳ ପୀଠରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ସ୍ୱତନ୍ତ୍ର ଅପରାଜିତା ପୂଜା ହେବ
ମାଙ୍କୁ ଦର୍ଶନ କରିନପାରି ଫେରୁଛନ୍ତି ଭକ୍ତ। ମଣ୍ଡପରେ ମାଆ । ଚାଲିଛି ପୂଜା ହେଲେ ନାହାନ୍ତି ଭକ୍ତ। କଟକ ଓ ଜୟପୁରରେ କିପରି ହେଉଛି ପୂଜା ଦେଖନ୍ତୁ।