ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।
୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି।
ପାଖରେ ଟଙ୍କା ନଥିବାରୁ ବାକିରେ ୨୫ ଟଙ୍କାର ବାଦାମ କିଣିଥିଲେ। ୧୧ ବର୍ଷ ପରେ ଭାଇଭଉଣୀ ବାକି ଟଙ୍କା ପରିଶୋଧ କରି ମାନବିକତାର ପରିଚୟ ଦେଇଛନ୍ତି। ଆମେରିକାରୁ ଆସିଲେ ଓ ଦେଲେ ୨୫ ହଜାର ଟଙ୍କା ।
କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ସେ ତାଙ୍କର ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରୁହନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ
ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଡଲଫ ହିଟଲରଙ୍କ ୨୮ ଟନ୍ ସୁନା ପୋଲାଣ୍ଡର ଏଇ ମହଲରେ ଲୁଚାଇ ରଖାଯାଇଛି। ହିଟଲରଙ୍କ ସେନାରେ ସାମିଲ ହୋଇଥିବା ଜଣେ ସୈନିକଙ୍କ ଡାଇରୀରୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି। ସୈନିକ ଜଣକ ତାଙ୍କ ଡାଇରୀରେ ଲେଖିଛନ୍ତି, ରୁଷ୍ ସେନାଠାରୁ ବଞ୍ଚାଇବା ପାଇଁ […]