• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Year 2025

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
Baba Vanga Predictions 2025: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...୨୦୨୫ରେ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ଟଙ୍କା ବର୍ଷିବ

ବାବା ଭେଙ୍ଗା ଯେଉଁ ୫ଟି ରାଶିର ଭାଗ୍ୟୋଜ୍ଜ୍ୱଳ ହେବ ବୋଲି କହିଛନ୍ତି ତା ଭତରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି । ୨୦୨୫ରେ ମିଥୁନ ରାଶି ଲୋକଙ୍କର ପ୍ରଚୁର ଲାଭ ହେବ । ଚଳିତ ବର୍ଷ ବେଶ ଭଲ ରୋଜଗାର କରିବାର ସୁଯୋଗ ଏମାନଙ୍କ ପାଇଁ ଆସିବ । ବିଜନେସ ଏବଂ କମ୍ୟୁନିକେଶନ କ୍ଷେତ୍ରରେ ମିଥୁନ ରାଶି ବ୍ୟକ୍ତିଙ୍କୁ ବେଶ ଫାଇଦା ମିଳିବ । ଏହି ଲୋକଙ୍କ ପାଖରେ ସହଜରେ ନେଟୱର୍କ ତିଆରି କରିବାର କ୍ଷମତା ଥାଏ । ଯଦ୍ୱାରା ସେମାନେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି ।

New Year 2025
New Year: ଜିରୋ ନାଇଟ୍ ପରେ ନିୟୁ ଇୟରକୁ ସବୁଠି ଜୋରଦାର ସ୍ବାଗତ; ଭୋଜିଭାତ ଓ ନାଚ-ଗୀତରେ କଂପିଲା ପିକନିକ୍ ସ୍ପଟ୍...

ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍।

New Year 2025
New Year 2025 Arrives: ଆସିଲା ନୂଆବର୍ଷ ୨୦୨୫, ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ନୂଆବର୍ଷକୁ ସ୍ୱାଗତ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କଲା ଅକଲାଣ୍ଡ ।