ରାଜଗାଙ୍ଗପୁର, କୁତ୍ରା ବ୍ଲକର ୫ ପଞ୍ଚାୟତର ବାସିନ୍ଦା । ରାଜଗାଙ୍ଗପୁର କେଶ୍ରାମାଲରୁ ସୁନ୍ଦରଗଡ ପର୍ଯ୍ୟନ୍ତ ପଦଯାତ୍ରା ।
ନଦୀ ଭିତରେ ସିଧା ସଳଖ ମଳତ୍ୟାଗ କରୁଛନ୍ତି ଲୋକେ । ବାହ୍ୟମଳମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଖୋଲାରେ ମଳତ୍ୟାଗ ।
ପିଲାଙ୍କୁ ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦିବ୍ୟାଙ୍ଗ ଶିକ୍ଷକ
୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦିଆଯାଉଛି ହବିଷାନ୍ନ । ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।
ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଗଜବ ଘଟଣା ସାମ୍ନାକୁ ଆସିଥାଏ । ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ, ଯାହାକି ଗାଁରେ ରହୁଥିବା ମାଙ୍କଡ଼ଙ୍କ ପାଇଁ ଏକର ଏକର ଜମି ପଞ୍ଜୀକୃତ ହୋଇଛି ।
ଔଷଧ ଦେଇ ଦେଇ ବାଣପୁର ଅଂଚଳରେ ସିଏ ଏତେ ପ୍ରସିଦ୍ଧ ଯେ ସମସ୍ତେ ତାଙ୍କୁ ଦିଗାଭାଇନା ବୋଲି ଡାକନ୍ତି । ଆଉ ଲୋକଙ୍କ ସହ ବେଶ୍ ସହଜରେ ମିଶିପାରନ୍ତି ଦିଗା ।
ମାତ୍ର ୩୦ ବର୍ଷ ବୟସରେ ଦୁନିଆକୁ ଅଲ୍ବିଦା କହିଥିବା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରୁନାହାନ୍ତି । ଇନ୍ଦୋର ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ୍ ।
ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ?
ବୟସ୍କ ବ୍ୟକ୍ତିଙ୍କୁ ଘରେ କିପରି ସୁରକ୍ଷିତ ରଖିପାରିବେ ? ସେଥିପାଇଁ କ’ଣ କରିବାକୁ ପଡିବ ଆପଣଙ୍କୁ ? ଜାଣି ରଖନ୍ତୁ ଏଇ ଟିପ୍ସ।
ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।
ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମିତି ଝଟକା ଦେବା ପରି ଘଟଣା ଘଟିଛି ଆମେରିକାରେ।
ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । ସେହି ସମସ୍ୟାକୁ ଅତିକ୍ରମ କରି ଜୀବନରେ ଆଗକୁ ବଢ଼ିଲେ ସଫଳତା ମିଳିଥାଏ । ଠିକ୍ ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦିବ୍ୟାଙ୍ଗ ଦମ୍ପତି ଗୁପ୍ଚୁପ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛି ।
ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।
ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର, କେନ୍ଦପତ୍ର, ଜାଳେଣି କାଠ ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଆଣି ବଜାରରେ ବିକ୍ରି କରୁଥିଲେ ।
କେଉଁ ଦିନ ଅଫିସ୍ କି ସ୍କୁଲ ଯିବାପାଇଁ ଇଚ୍ଛା ହୁଏନି ?
ଯଦି ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି ମଦ କିଣିବା ପାଇଁ ଆସିବ ତେବେ ତାକୁ ମଦ ଦିଆଯିବ । ନଚେତ ଦୋକାନୀ ତାଙ୍କୁ ମଦ ବିକ୍ରି କରିପାରିବ ନାହିଁ ବୋଲି କଡ଼ା ନିୟମ କରାଯାଇଛି ।
ବାପାଙ୍କୁ ନେଇ ଥାନାରେ ପହଞ୍ଚିଲା କୁନି ପୁଅ, ହସି ହସି ଅଭିଯୋଗ ରଖିଲା ପୋଲିସ୍
ଶରୀରକୁ ଏନର୍ଜି ଦେଇଥାଏ ବ୍ଲାକ୍ ୱାଟର୍ । ତେବେ ଅତ୍ୟଧିକ ବ୍ଲାକ୍ ୱାଟର ପିଇଲେ ବି ସମସ୍ୟା ବଢ଼ିଯାଏ ।
ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।
ଷ୍ଟେସନକୁ ଯିବା ଆସିବା ଲାଗି ୪ଟି ଏକ୍ସାଲେଟର୍ ରହିବ । ଯାତ୍ରୀଙ୍କ ସୂଚନା ପାଇଁ ଡିସପ୍ଲେ ବୋର୍ଡ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ ।
ଦରମା କଥା ଶୁଣିବା ପରେ ଝିଅ ଘର ଲୋକ କାଳେ କହୁଥିଲେ ପିଲା ୧୩ ହଜାର ପାଉଛି । ଏଥିରେ ସେ ନିଜେ ତ ଚଳିପାରୁନଥିବ ଝିଅକୁ ଚଳାଇବ କେମିତି ?
ତାଙ୍କ ପତ୍ନୀଙ୍କୁ ଏବେ ୮୯ ବର୍ଷ ଛୁଇଁଲାଣି । ସେ ମଧ୍ୟ ଏବେ ବି ନିଜର ବୃତ୍ତି ଛାଡ଼ିନାହାନ୍ତି । ସେ ଏବେ ବି ସାଇକୋନାଲିଷ୍ଟ ଭାବେ କାମ କରୁଛନ୍ତି ।
ଆମେ କହୁଛୁ ସେହି କ୍ଷମା ବିନ୍ଦୁଙ୍କ କଥା, ଯେଉଁ ମହିଳା ଦିନେ ନିଜକୁ ନିଜେ ବିବାହ କରି ହନିମୁନ୍ ଯାଇଥିଲେ । ଆଉ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।
ବିପଜ୍ଜନକ ପ୍ରଜାତିର କୁକୁର ରଖିଲେ ଦୁଇ ମାସ ଭିତରେ ପଞ୍ଜିକରଣ କରିବାକୁ ପଡ଼ିବ ।
ସ୍ୱପ୍ନରେ ସାପ ଦେଖିଲେ କି ସଙ୍କେତ ମିଳିଥାଏ ? ଶୁଭ ନା ଅଶୁଭ ? କି ପ୍ରକାର ସାପଙ୍କୁ ଦେଖିଲେ କି ଫଳ ମିଳିଥାଏ ?