Sun Temple
ଗୁଜରାଟ ମୋଢେରା ଭଳି ସୋଲାର ସହରରେ ପରିଣତ ହେବ କୋଣାର୍କ ଏନଏସି । ସୂର୍ଯ୍ୟମନ୍ଦିର ସମେତ ପୂରା ଅଞ୍ଚଳ ସୌରଶକ୍ତି ଦ୍ୱାରା ହିଁ ଆଲୋକିତ ହେବ । ଟ୍ୱିଟ୍ କରି ଏହି ସୂଚନା ଦେଇଛି ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା ବା ଗ୍ରୀଡ୍କୋ । ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍ର ସୌର ପ୍ରକଳ୍ପ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)