ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ପାଣି ଜମି ରହିଛି। ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ ଓ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି।
କୋଣାର୍କ ସୂର୍ଯ୍ୟମନ୍ଦିରରେ ASI ଟିମର ଅନୁଧ୍ୟାନ। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଅନୁଧ୍ୟାନ ଚଳାଇଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି।
ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍ର ସୌର ପ୍ରକଳ୍ପ ।
ଗ୍ରୀଡ୍କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ।
କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ?
ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।
ମାସେ କି ଦୁଇ ମାସ ନୁହେଁ, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ।
ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ ।
ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।
ସୂର୍ଯ୍ୟ ମନ୍ଦିର ପରିସର ଓ ଆଖପାଖରେ ଥିବା କୀର୍ତ୍ତିରାଜିର ସୁରକ୍ଷା ଦାବି ହୋଇଛି...
କରୋନା ମହାମାରୀ ପାଇଁ ଲକଡାଉନ ଯୋଗୁଁ ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘଦିନ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା ।