ଆପଣ ଜାଣିଥିବେ, ବଡ ଧରଣର ଅସ୍ତ୍ରୋପଚାର ପୂର୍ବରୁ ସାଧାରଣତଃ ରୋଗୀଙ୍କୁ ଅଚେତ କରାଯାଇଥାଏ। ଏହାଦ୍ୱାରା ରୋଗୀ ଯନ୍ତ୍ରଣାକୁ ଅନୁଭବ କରିପାରେନି । ଯଦି ଚେତା ଥିବା ଅବସ୍ଥାରେ କୌଣସି ବଡ ଧରଣର ଅପରେସନ କରାଯାଏ ? କେତେ କଷ୍ଟ ହେଉଥିବ ରୋଗୀଙ୍କୁ ! ତଥାପି ଡାକ୍ତର ଆଜିକାଲି ଏପରି ଉପାୟକୁ କାହିଁକି ଅପଣାଇଥାନ୍ତି ?