ଗରୁଡ଼ ସ୍ତମ୍ଭକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟାଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।
ହନୁ ମଲାବେଳେ ସତ କହେ କହିଲା ବିଜେପି । କଂଗ୍ରେସ ଛାଡ଼ିଲା ତେରଛା ବାଣ ।
ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି ।
୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଇଥିବା ଗ୍ୟାସ୍ ଯୋଗାଣରେ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ
ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।
ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି।
ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ?
ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ବ୍ୟାପକ ବନ୍ଦୋବସ୍ତ କାଲି ପୁରୀରେ ହେବ କାରକେଡ୍ ରିହର୍ସାଲ୍ ।
କାଳିଆକୁ ଛାଡ଼ିଯିବାର ଦୁଃଖ ପ୍ରତିଟି ହବିଷ୍ୟାଳିଙ୍କ ଆଖିକୁ ଭିଜାଇ ଦେଉଥିବା ସ୍ପଷ୍ଟ ବାରି ହେଉଥିଲା ।
ଚନ୍ଦ୍ରଗ୍ରହଣ ଯୋଗୁଁ ସୂର୍ଯ୍ୟୋଦୟ ପୂର୍ବରୁ ହୋଇଛି ବୋଇତ ବନ୍ଦାଣ । ବିଳମ୍ବିତ ରାତିରୁ ଭୋର ପଯର୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।
ଭୋର୍ ୫ଟା ୩୮ ମଧ୍ୟରେ ଡଙ୍ଗା ଭସାଇବାକୁ ପରାମର୍ଶ । ଆଜି ରାତି ୧୦ଟାରୁ କାଲି ସକାଳ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ।
ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି।
ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ। ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି।
ଭୋର ସମୟରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହେବ । ପ୍ରଥମେ ସେବାୟତ ଓ ମନ୍ଦିର କର୍ମଚାରୀ ରାଧାପାଦ ଦର୍ଶନ କରିବେ ।
ଛତିଶା ନିଯୋଗ ବୈଠକରେ ନୂଆ ନୀତି ନିର୍ଘଣ୍ଟ ହୋଇଛି । ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବ । ତା ପରେ ପରେ ସବୁ ନୀତିକାନ୍ତି କରାଯାଇ ସକାଳ ୫ଟା ୫୦ ସୁଦ୍ଧା ସରିବ ଭୋଗ ମଣ୍ଡପ ।
ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ । ଆର୍କ ବିଶପ କହିଲେ, ପ୍ରମାଣ ଥିଲେ ଦିଅ ।
ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି।
ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।
ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି।
ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?