• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Divyangs

 divyangs
୮୦ ପ୍ରତିଶତ ଦିବ୍ୟାଙ୍ଗ : ଦିନକୁ ହାଣୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ

ଭଦ୍ରକ ପୁରୁଣାବଜାର ଅଂଚଳ ଛଡାକ ମହଲା ମୀରସାହିରେ ଦୁଇ ଦିବ୍ୟାଙ୍କ ଯୋଦ୍ଧା ଶେଖ କଲାମ ଆଉ ଫିରୋଜ ଖାନଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ବଡବଡ କାଠ ଗଣ୍ଡିକୁ କୁରାଢୀରେ କାଟି ଟିକଟିକ କରିପାରୁଛନ୍ତି, ଯାହା ଦେଖିଲେ ସୁସ୍ଥ ଲୋକ ବି ବିଶ୍ୱାସ କରିପାରିବନି

Disable Person
ଜନ୍ମରୁ ହାତ ନାହିଁ...ଠିକ୍‌ରେ ଚାଲି ବି ପାରୁନାହାନ୍ତି । ବାଉଁଶ କାରିଗରୀରେ ସେମାନେ କିନ୍ତୁ ମାଷ୍ଟର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍‌ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍‌ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା