• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Unesco

PM Modi
ଜଙ୍ଗଲ ସଫାରୀରେ ପ୍ରଧାନମନ୍ତ୍ରୀ ମୋଦି; ହାତୀ ଉପରେ ବସିଲେ, ଜିପରେ ବୁଲିଲେ

ଆଜିଠୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ ।

World's Largest Cemetery
ବିଶ୍ୱର ସବୁଠାରୁ ବଡ଼ ସମାଧି ସ୍ଥଳ, ଯେଉଁଠି ପୋତାଯାଇଛି ୬୦ ଲକ୍ଷ ମରଶରୀର

UNESCOର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ନିଜର ବାସ୍ତବ ଆକାରର ଦୁଇଗୁଣା ଅଞ୍ଚଳକୁ ବ୍ୟାପି ସାରିଛି ।

Ratha Jatra
୨୦୨୩ ବେଳକୁ ୟୁନେସ୍କୋ ହେରିଟେଜ ମାନ୍ୟତା ପାଇସାରିଥିବ ରଥଯାତ୍ରା

୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ ।

Other Unesco And Unicef Says Closed Afghan Girls Schools Violates Fundamental Right To Education
ଆଫଗାନିସ୍ତାନରେ ଝିଅମାନଙ୍କ ପାଇଁ ସ୍କୁଲ ବନ୍ଦ ହେବା ମୌଳିକ ଅଧିକାରର ଉଲ୍ଲଂଘନ : ୟୁନେସ୍କୋ ଓ ୟୁନିସେଫ

ଆଫଗାନିସ୍ତାରେ ବାଳିକା ଶିକ୍ଷା କ୍ଷେତ୍ର ପାଇଁ ଅନେକ ଲାଭ ହୋଇଛି, ଯାହାକୁ ବଜାୟ ରଖିବା ରଖିବା ଉଚିତ ।  ଆଜୋଲେ କହିଛନ୍ତି, ଦେଶର ଝିଅମାନେ ଶିକ୍ଷିତ ହେଲେ ଆଫଗାନ୍‌ର ଭବିଷ୍ୟତ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଆଫଗାନିସ୍ତାନରେ ଥିବା ଉଭୟ ପୁଅ ଓ ଝିଅ ସେମାନଙ୍କର ଶିକ୍ଷା ଅଧିକାରକୁ ସମାନ ଭାବରେ ଲାଭ ଉଠାଇ ପାରିବେ ।