ଆଜିଠୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ ।
UNESCOର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ନିଜର ବାସ୍ତବ ଆକାରର ଦୁଇଗୁଣା ଅଞ୍ଚଳକୁ ବ୍ୟାପି ସାରିଛି ।
୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ ।
ଆଫଗାନିସ୍ତାରେ ବାଳିକା ଶିକ୍ଷା କ୍ଷେତ୍ର ପାଇଁ ଅନେକ ଲାଭ ହୋଇଛି, ଯାହାକୁ ବଜାୟ ରଖିବା ରଖିବା ଉଚିତ । ଆଜୋଲେ କହିଛନ୍ତି, ଦେଶର ଝିଅମାନେ ଶିକ୍ଷିତ ହେଲେ ଆଫଗାନ୍ର ଭବିଷ୍ୟତ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଆଫଗାନିସ୍ତାନରେ ଥିବା ଉଭୟ ପୁଅ ଓ ଝିଅ ସେମାନଙ୍କର ଶିକ୍ଷା ଅଧିକାରକୁ ସମାନ ଭାବରେ ଲାଭ ଉଠାଇ ପାରିବେ ।