• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Keonjhar

Winter to break all records in Delhi
ମାଡ଼ି ଆସୁଛି ଜାଡ଼ ବିପଦ, ରାଜଧାନୀରେ ମାଇନସ୍‌କୁ ଖସିଯିବ ପାରଦ

ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।

Coldwave Conditions Very Likely Over Some Districts of Odisha During Next 2 Days
ଆହୁରି ୨ ଦିନ ଥରାଇବ ଶୀତ, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। 

Doctor Subhashree Kar
ଯୁବ ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଲଭ୍-ସେକ୍ସ-ଧୋକ୍କା ଲିଙ୍କ୍ !

ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ ।

boyfriend of deceased Subhashree Kar
କୁଆଡ଼େ ଗଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ

ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା।

Death of woman doctor Subhashree Kar Post-mortem report
ଆସିଲା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଅନ୍ୟ ଜଣେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ହୋଇଥିବା ଏତଲା ସନ୍ଦେହ ବଢ଼ାଇଛି

Doctor Subhashree Kar
ରହସ୍ୟ ଘେରରେ ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ; ଏକ୍ସ ବୟଫ୍ରେଣ୍ଡର ଫୋନ୍ ସ୍ୱିଚ୍‌ ଅଫ୍‌

ଜିରୋ ନାଇଟ୍‌କୁ ଜବରଦସ୍ତ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ ।

doctor death
୩୧ ରାତିରେ ନାଚଗାନାରେ ମସଗୁଲ୍‌ ଥିଲେ, ନୂଆବର୍ଷ ସକାଳେ ମିଳିଲା ମୃତଦେହ . .

କେମିତି ଓ କେଉଁ ଅବସ୍ଥାରେ ମହିଳା ଡାକ୍ତରଙ୍କ ମୃତ୍ୟୁ ହୋଇଛି ?

special story
ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ : ଦେଶବିଦେଶରେ ବଢ଼ୁଛି ଚାହିଦା

ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା

PMAY
ଗାଁରେ କାହାକୁ ମିଳୁନି ଆବାସ ! କୁଆଡ଼େ ଯାଉଛି ସରକାରଙ୍କ ଟଙ୍କା, କିଏ ନେଉଛି ?

ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।

Farmers Problem
ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ପରିବା ଚାଷୀଙ୍କୁ ଦାଉ ସାଧୁଛି ଅଭାବୀ ବିକ୍ରି ପନିପରିବାକୁ ଶାଗ-ମାଛ ଦରରେ ମାଗୁଛନ୍ତି ବେପାରୀ

Bishnu
କି ଦୁଃଖ ! ବାହାରକୁ ଯାଇଥିଲେ ରୋଜଗାର କରିବାକୁ, ଆଣିଲେ ରୋଗ

ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର ।

82 OSME students fined for ragging in Keonjhar
ମହଙ୍ଗା ପଡ଼ିଲା ରାଗିଂ: ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌, ଲାଇବ୍ରେରୀରୁ ମିଳିବନି ବହି

ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌ କରାଯାଇଛି।  ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ। 

Deafening sound triggers panic in three districts of odisha
ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା। ବଡ଼ ବୋମା ଭଳି ଭୟଙ୍କର ବିସ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ।

Elephant Menace
ନିଦ ହଜେଇ ଦେଲେଣି ହାତୀପଲ; ଏକାଥରେ ୧୦୦ ପଶୁଛନ୍ତି, ସବୁ ଛିନ୍‌ଭିନ୍‌ କରିଦେଉଛନ୍ତି

ପାଚୁଛି ଧାନ, ଉତ୍ପାତ କରୁଛନ୍ତି ହାତୀପଲ । ଏକାଥରକେ ଆସୁଛନ୍ତି ୧୦୦ ଟିକିଆ ହାତୀପଲ..ରାତିରେ ଗୋଡେଇଲେ ସକାଳୁ ପୁଣି ଗାଁ ମୁଣ୍ଡରେ ହେଉଛନ୍ତି ହାଜର

Elephant
ଆଶ୍ଚର୍ଯ୍ୟ ! ନିଶା ଖାଇ ନିଘୋଡ଼ ନିଦରେ ଶୋଇଛନ୍ତି ୨୨ ଟିକିଆ ହାତୀ ପଲ.. ଦେଖନ୍ତୁ ଭିଡିଓ

କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।

Car Accident
ଭୟଙ୍କର ଦୁର୍ଘଟଣା ! କାର ଉପରେ ମାଡ଼ିଗଲା ଟ୍ରକ୍‌, ଏକାଥରେ ୪ ଜଣଙ୍କ ଚାଲିଗଲା ଜୀବନ

ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍‌ରେ ଆସୁଥିଲେ ।

Special story
ପରୀକ୍ଷା ମୁଣ୍ଡ ଉପରେ ! ହେଲେ ପିଲାଙ୍କ ପାଖରେ ବହି ନାହିଁ, ପଢ଼ିବେ କିପରି . .

ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।

Awareness Programme
ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

Faith On Maa Tarini
ପୁଅ କୁଆଡ଼େ ଚାଲିଯାଇଛି, ତାର ପତ୍ତା ମିଳୁନି ! ଏବେ ମାଆ ତାରିଣୀଙ୍କ ଶରଣରେ ପୁରା ପରିବାର

କାମ କରୁ କରୁ ସେ ନିଖୋଜ ହୋଇଯାଇଥିବା ନେଇ ଠିକାଦର ତାଙ୍କ ଘରକୁ ଫୋନ୍ କରିଥିଲେ ।

5T School
5T ସ୍କୁଲ ଛାତରୁ ଖସିଲା ସିଲିଂ ! ଅଳ୍ପକେ ବର୍ତ୍ତିଲେ ଶିକ୍ଷକ-ଶିକ୍ଷୟିତ୍ରୀ

ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଅଘଟଣ । ଷ୍ଟାଫ୍ କମନ ରୁମ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିଲା ସିଲିଂ ।

Electric Shock
ବିଦ୍ୟୁତ ତାରରେ ଲାଗିଗଲା ଛେଳି; ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲେ ୩ ମହିଳା

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ପରେ ଜଣେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି।