• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Keonjhar

Heavy Rainfall Alert To 10 Districts Of Odisha
ଆଜି ୧୦ ଜିଲ୍ଲାରେ ପ୍ରବଳ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

Rain Alert To Various Districts Of Odisha
ଆଜି ବି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Heavy rain likely to several districts of Odisha under the influence of low pressure
ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ...

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

House Problem
ଘର ମିଳିଲାନି...ମୁଣ୍ଡ ଗୁଞ୍ଜିବାକୁ ବର୍ଜ୍ୟବସ୍ତୁ ଘରେ ରହୁଛି ପରିବାର

କାନ୍ଥରେ ଲେଖା ହୋଇଛି ଏଠାରେ ଅପରିଷ୍କାର ସାମଗ୍ରୀ ଆଣି ଫୋପାଡନ୍ତୁ । ହେଲେ ଏହି ଘରେ ରହୁଛି ପୂରା ପରିବାର । ଢୁ ଢୁ ବର୍ଷାରେ ଘର ଭାସିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ପାଇଲେନି ଆଶ୍ରା । ପଂଚାୟତ ଅଫିସ୍‌ ବର୍ଜ୍ୟବସ୍ତୁ ଘରେ ଏବେ ବିତୁଛି ଜୀବନ

Heavy Rainfall Alert To 5 Districts Of Odisha
ଆଜିଠୁ ପୁଣି ୫ ଦିନ ଯାଏ ବର୍ଷିବ ! ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Mother Dies After Son Gets Martyred
କାହାକୁ ନମିଳୁ ଏମିତି ଦୁଃଖ: ପୁଅ ସହିଦ ହେବାର ୮ ଦିନ ପରେ ଆଖି ବୁଜିଲା ମା’...

ପୁଅ ସହିଦ ହେବାର ୮ ଦିନ ପରେ ଚାଲିଗଲେ ମା’। ଝାଡ଼ଖଣ୍ଡରେ ମାଓ ମୁକାବିଲା ବେଳେ ସହିଦ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ସନ୍ତାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ଆଉ ନାହାନ୍ତି।

Rain Alert To 14 Districts Of Odisha
ଆହୁରି ଦୁଇ ଦିନ ବଡ଼ ବର୍ଷା ! ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା...

ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

darkness
କି ବିଚିତ୍ର ବ୍ୟବସ୍ଥା...ଗାଁକୁ ବିଜୁଳି ଯାଇନି କିନ୍ତୁ ବିଲ୍‌ ଆସୁଛି !

ସ୍ୱାଧୀନତାର ୭ ଦଶନ୍ଧି ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ ବିଲ୍ ଆସୁଛି ।

Martyr CRPF jawan Sushant Khuntia
ଲୁହରେ ଭିଜିଲା ବୀରମାଟି ଆନନ୍ଦପୁରର ନନ୍ଦିସାହି

ସହିଦର ମୁକଟ ପିନ୍ଧି ପ୍ରଥମ ଓ ଶେଷଥର ପାଇଁ ଦେହରେ ଜାତୀୟ ପତାକା ଘୋଡ଼ି ହୋଇ ଗାଁକୁ ଫେରୁଥିଲା ବୀର ପୁଅ...ଗାଁ ଦାଣ୍ଡ ଦେଇ ଶୋଭାଯାତ୍ରା ଲମ୍ବିଥିଲା ଯେ ଲମ୍ବିଥିଲା ଆଖି ପାଇବା ଯାଏଁ।

sahid Sushant Khuntia
ସରିଲା ସହିଦ ସୁଶାନ୍ତଙ୍କ ଶେଷକୃତ୍ୟ; ଦୁଃଖର ସାଗରରେ ସାରା ପରିବାର

ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ଶ୍ମଶାନ । ସେଠାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ଦିଆଯାଇଥିଲା । ଶେଷଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।

Odia CRPF jawan Sushant Khuntia’s mortal remains to reach Keonjhar for last rites
ଆଖିଏ ଲୁହ ନେଇ ଶେଷ ଦର୍ଶନକୁ ଅପେକ୍ଷା...ଜନ୍ମମାଟିକୁ ଫେରିଲା ସହିଦ ଓଡ଼ିଆ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର

ଜନ୍ମମାଟିକୁ ଫେରିଛି ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯାଇଛି ସୁଶାନ୍ତଙ୍କ ପାର୍ଥିବ ଶରୀର।

ମୃତ ଯବାନ ସୁଶାନ୍ତ ଖୁଣ୍ଟିଆ
୨ ମାସ ତଳେ ବାହା ହୋଇଥିଲେ... ଘରକୁ ଆସିଲା ମୃତ୍ୟୁ ଖବର

ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

tribal victim
ଆଦିବାସୀଙ୍କ ଚିକିତ୍ସା କଲେନି ଡାକ୍ତର ! କହିଲେ, ତୁମର ଡେଟ୍‌ ସରିଗଲାଣି, ଘରକୁ ପଳାଅ

ଆଦିବାସୀ ବୋଲି...ଦେହ ଖରାପ ହୋଇଥିଲା, ଡାକ୍ତରଖାନାକୁ ଯାଇଥିଲେ ଚିକିତ୍ସା ପାଇଁ । କିଛିଦିନ ଚିକିତ୍ସା କଲେ, ହେଲେ ପରେ କହିଲେ ତୁମର ଡେଟ୍‌ ସରିଗଲା, ଘରକୁ ପଳାଅ । ବିଧାୟକ କହିଲେ, କାର୍ଯ୍ୟାନୁଷ୍ଠାନ ନହେଲେ ଜୋରଦାର ହେବ ଆନ୍ଦୋଳନ

Special Story
ପେଶାରେ ଝାଡୁଦାର, ନିଶା କିନ୍ତୁ ବଂଶୀ ବଜାଇବା

ଇଏ ବି ଜଣେ କଳାକାର । ପେଶାରେ ସିନା ଝାଡୁଦାର ହେଲେ ସକାଳୁ ସଂଜ ପର୍ଯ୍ୟନ୍ତ ବଂଶୀ ବଜାଇବା ତାଙ୍କର ନିଶା । ମନ୍ଦିର ସାମ୍ନାରେ ଏତେ ମଧୁର ସ୍ୱରରେ ବଂଶୀ ବଜାନ୍ତି ଯେ ଶୁଣିବା ଲୋକ କାମ ଛାଡି ଘଡିଏ ଛିଡା ହୁଏ, ଗୀତ ଶୁଣେ.

Driver burnt alive after truck catches fire in major accident in Keonjhar
ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ରକ୍‌; ଡ୍ରାଇଭର ମୃତ

ଆଲୁମିନିୟମ ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ଆଜି ଭୋର ୪ଟା ସମୟରେ ଦୁଇଟି ଯାକ ଟ୍ରକ କୋଲକାତା ଅଭିମୁଖେ ଯାଉଥିବା ବେଳେ ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକଟି ଜଳିଯାଇଛି ।

Baitarani River
Flood: ବିପଦ ସଂକେତ ଉପରେ ବହୁଛି ବୈତରଣୀ

ଧୁଷୁରୀ, ଅସୁରାଳି, କଶିମପୁର, ହାସନାବାଦ, ପଙ୍ଗଟା, ଫଳପୁର, ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି ।

Schools Closed
ଆସନ୍ତାକାଲି ସ୍କୁଲ ବନ୍ଦ; ରାଜ୍ୟରେ ଏହି ସମସ୍ତ ଜିଲ୍ଲା ପାଇଁ ଛୁଟି ଘୋଷଣା

ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଛି । ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତାକାଲି ଛୁଟି ରହିବ ।

Baitarani River In Flood Situation
ବଢ଼ୁଛି ନଦୀର ଜଳସ୍ତର ! ସକାଳ ୧୦ଟା ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ୬ଲକ୍ଷ କ୍ୟୁସେକ ବନ୍ୟାଜଳ

ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ।

Woman Wash Away While Bath
ଅଚାନକ ମାଡ଼ି ଆସିଲା ପାଣି; ଗାଧୋଇବା ବେଳେ ଭାସିଗଲେ ମହିଳା

ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା ।

Maa Pataneswari Temple
ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି, ମା'ଙ୍କ ନୀତିକାନ୍ତି ବନ୍ଦ

ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ତଳି ଅଞ୍ଚଳରେ ପଶିଲା ପାଣି । ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି ।

Bridge
ପ୍ରଶାସନ କଲାନି...ଧାନ, ଚାଉଳ, ଟଙ୍କା ଏକାଠି କଲେ...କଂକ୍ରିଟ୍‌ର ପୋଲ ତିଆରି କଲେ

ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି ଗାଡ଼ି

Heavy Rainfall Alert To 4 Districts Of Odisha
ରୁହନ୍ତୁ ସତର୍କ ! ଅତି ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ...

ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

5 killed in lighting strikes in several parts of Odisha
ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ, ମାଛ ଧରୁଥିବା ବେଳେ ଚାଲିଗଲା ବାପ, ପୁଅଙ୍କ ଜୀବନ

ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Today Very To Very Heavy Rainfall In 3 Districts Of Odisha
ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

5G BTS
ସୂଚନା ଦେଲା ଦୂରସଂଚାର ବିଭାଗ; ଓଡ଼ିଶାରେ ସବୁଠୁ ଅଧିକ ବିଟିଏସ ସ୍ଥାପନ କରିଛି ଜିଓ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।