ପଶ୍ଚିମାଞ୍ଚଳର ପାରମ୍ପରିକ ଗଣପର୍ବ ନୂଆଖାଇ। ଏହି ସମୟରେ ଗ୍ରାମବାସୀ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଇଥାନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇଯାଆନ୍ତି ଆଉ ମିଳିମିଶି ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର ଏକ ବିଶେଷତା।
୨୦୨୦ରେ ନିଜ୍ଜାରକୁ ଆତଙ୍କବାଦୀ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଖଲିସ୍ଥାନ ଟାଇଗର ଫୋର୍ସ, ଯାହାକି ଶିଖ୍ସ ଫର ଜଷ୍ଟିସର SFJ ର ଏକ ଅଂଶ ନିଜ୍ଜାର ସଂଗଠନରେ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ତଦାରଖ କରୁଥିଲା।
ବିଚ୍ଛିନ୍ନତାବାଦୀ ହରଦୀପ ସିଂ ହତ୍ୟା ମାମଲା..ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ପରେ ନରମିଲେ କାନାଡ଼ା ପିଏମ୍..ବଦଳିଲା କାନାଡ଼ା ପିଏମ୍ ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର..
ଏହାକୁ ଯିଏ କୁଣୁଛି, କିଛିଦିନ ପରେ ବିକ୍ରି କରିଦେଉଛି । ଫଟୋ ବିକ୍ରି ବେଳେ ତଳେ ଲେଖାଯାଇଛି ଯେ ସି ଇଜ୍ ବ୍ୟାକ୍ !
ସଂକଳ୍ପରୁ ସିଦ୍ଧି ଆଡକୁ ବିଶ୍ୱାସର ଯାତ୍ରା ପାଇଁ ମୋଦିଙ୍କ ଆହ୍ୱାନ । ପୁରୁଣା ସଂସଦର ନାଁ ସମ୍ବିଧାନ ସଦନ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ।
ନାରୀଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ।
ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍କୁ ନେଇ ଏହାର ଇସିହାସ ଜାଣିନେବା।
ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିନିୟମ ଆଗତ କରି ଏହାକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର ସରକାର ଏହି ବିଲ୍ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି।
ଲୋକସଭାରେ ଶାସକ ଦଳ ସାଂସଦଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ କିଏ ବସିବ ଏବଂ ବିରୋଧୀଙ୍କ ସ୍ଥାନରେ କିଏ ବସିବ।
ଓଡ଼ିଶାରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ OSEPA ଏକ ଚାକିରି ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସାରା ଓଡ଼ିଶାରେ ମୋଟ ୨୦,୦୦୦ ପଦବୀ ପୂରଣ ହେବ।
ସେତେବେଳେ ସେମାନଙ୍କ ବାପା ଖେମ୍ଚନ୍ଦ୍ର ମାର୍କେଟକୁ ଯାଇଥିବା ବେଳେ ମାଆ ସଂଗୀତା ଘରର ଅନ୍ୟ ଏକ କୋଠରୀରେ ଥିଲେ ।
ଏହି ପ୍ରଶ୍ନ ପଚରାଯିବା ପରେ ଉତ୍ତର ପାଇଁ A, B, C ଏବଂ D ଏହିପରି ଚାରୋଟି ବିକଳ୍ପ ରହିଥିଲା। ଯାହାର ଉତ୍ତର ଦେଇ ଅନେକ ଉତ୍ତରଦାତା ଅପ୍ସନ୍ 'ଏ' ବାଛିଥିଲେ ।
ଏସ୍ଏସ୍ ରାଜାମୌଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଯେତେବେଳେ ସେ 'ଭାରତୀୟ ସିନେମା ଉପରେ ବାୟୋପିକ୍' କରିବାକୁ ଘୋଷଣା କରିଛନ୍ତି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ‘ଭାରତ ବନାମ ଇଣ୍ଡିଆ’ ବିବାଦ ଭିତରେ ସେ ‘ମେଡ୍ ଇନ୍ ଇଣ୍ଡିଆ’ ଫିଲ୍ମ ଆଣୁଛନ୍ତି।
ପୁରୁଣା ସଂସଦ ଭବନକୁ ବର୍ତ୍ତମାନ 'ସମ୍ବିଧାନ ସଦାନ' ନାମରେ ପରିଚିତ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏଥି ସହ ଓମ ବିର୍ଲା ଆହୁରି କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ନୂତନ ସଂସଦକୁ ସ୍ଥାନାନ୍ତରିତ ହୋଇଛି ।
'ଜେଲର'ର ସୁପର-ଡୁପର ହେଲା ପରେ ସାଉଥ୍ ଇଣ୍ଡଷ୍ଟ୍ରୀ ପୂରା ଖୁସି। ଏହା କିନ୍ତୁ ରଜନୀକାନ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି। ଫିଲ୍ମକୁ ନେଇ ସମସ୍ତେ ଖୁସି ମନଉଥିବା ବେଳେ ରଜନୀକାନ୍ତଙ୍କ ନିଦ ହଜିଯାଇଛି, ସେ ଏବେ ଡରରେ ଅଛନ୍ତି ବୋଲି କହିଛନ୍ତି। ହେଲେ କାହିଁକି…
ଦିଆଯାଇଥିବା ସୂଚନା ଆଧାରରେ ଜନ୍ମ ପ୍ରମାଣପତ୍ର ହେଉଛି ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ ।
ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି ।
ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍.. ଆସିଲା ମହିଳା ସଂରକ୍ଷଣ ବିଲ୍..
ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।
ଅବସାଦ, ହତାଶ ଆଉ ନିରାଶ ..ମୃତ୍ୟୁର ସୌଦାଗର ସାଜିଛି ଆତ୍ମହତ୍ୟା । ଅଭିନେତାଙ୍କ ଝିଅ କାହିଁକି ବାଛିଲା ମୃତ୍ୟୁର ବାଟ ?
ଏହି କାର୍ଯ୍ୟକ୍ରମରେ ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ରଖି ଭାରତର ସ୍ୱପ୍ନ ପୂରଣ ପାଇଁ ସବୁ ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି । ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିମତ ରହିଛି ।
କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ, ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍ୱାଲେଙ୍କୁ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।
କାନାଡାକୁ ଭାରତର ମୁହଁତୋଡ ଯବାବ.. ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ
ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଭିଯୋଗ..ଖଲିସ୍ତାନୀ ନେତା ହରିଦୀପ ସିଂ ନିଜରଙ୍କ ହତ୍ୟା ପାଇଁ ଦୋଷାରୋପ
ବିଲରେ ଲୋକସଭାରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ବ୍ୟବସ୍ଥା