ଚିତ୍ତୁର, ୱେଷ୍ଟ ଗୋଦାବରୀ, ଅମରାବତୀ ଏବଂ ତିରୁପତି ଆଦି ସହରମାନଙ୍କରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା।
ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା ।
ହଠାତ୍ ଖସି ପଡ଼ିଲା ନିର୍ମାଣାଧୀନ ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ। ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ଗିରଫ ହୋଇଥିଲେ।
କର୍ଣ୍ଣାଟକ ରାଜ୍ୟ ଘରୋଇ ପରିବହନ ସଂଘ ବେଙ୍ଗାଲୁରୁରେ ବନ୍ଦ ପାଳନ କରୁଛି। ରବିବାର ମଧ୍ୟରାତ୍ରରୁ ସୋମବାର ମଧ୍ୟରାତ୍ର ଯାଏ ଏହି ବନ୍ଦ ପାଳନ ହେବ।
ମୋଟାପଣ ପାଇଁ ଅନେକ କାରଣ ଦାୟୀ, କିନ୍ତୁ ସେସବୁ ମଧ୍ୟରେ ସବୁଠାରୁ ବଡ କାରଣ ହେଉଛି ଅଳସୁଆମୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ। ଏକ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍ଙ୍କୁ ଗ୍ରହଣ କରନ୍ତୁ ମାତ୍ର ୭ ଦିନରେ ଏହାର ପ୍ରଭାବ ଅନୁଭୂତ ହେବ। ଆସନ୍ତୁ ଜାଣିବା ଏହି ଡାଏଟ୍ ପ୍ଲାନ୍ କ’ଣ?
ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତକାଲିର ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ଆଜି ବୈଠକର ଶୀର୍ଷକ ଥିଲା ୱାନ୍ ଫ୍ୟୁଚର୍ ବା ଗୋଟିଏ ଭବିଷ୍ୟତ ।
ସାଧାରଣତଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଯେପରି କି...
NABARD ରେ ଏବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି, ତେବେ ଆପଣ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
'ଜବାନ’ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରୁଛି। ସମାଲୋଚକମାନେ ଏହି ଫିଲ୍ମକୁ ଭଲ ରେଟିଂ ମଧ୍ୟ ଦେଉଛନ୍ତି। ଏହି ସମୟରେ ଜଣେ ପ୍ରଶଂସକ ଶାହରୁଖ ଖାନଙ୍କୁ ‘ଜବାନ’ର ବିଷୟରେ ଏକ ପ୍ରଶ୍ନ ପଚାରିଛନ୍ତି, ଯାହାକୁ କିଙ୍ଗ ଖାନ ଏକ ମଜାଳିଆ ଉତ୍ତର ଦେଇଛନ୍ତି।
'ଜବାନ'ର ଯାଦୁ ଏବେ ସମସ୍ତଙ୍କ ମୁଣ୍ଡରେ। ଏହି ଫିଲ୍ମ ମାତ୍ର ୩ ଦିନରେ ସାରା ବିଶ୍ୱରେ ୩୦୦କୋଟି ଟଙ୍କା ଅତିକ୍ରମ କରିଛି। ଏହାରି ଭିତରେ ଏକ ପ୍ରଶ୍ନରେ ଶାହରୁଖ ଏମିତି ଉତ୍ତର ରଖିଛନ୍ତି ଯେ କିଛି ଲୋକ ଏହାକୁ ‘ଜବାନ ୨’ ଆସିବାର ହିଣ୍ଟ୍ ଭାବି ନେଇଛନ୍ତି।
ଦଳରେ ରହି ଦଳକୁ ବଦନାମ କରୁଛନ୍ତି କହିଲେ ଅମର ପଟ୍ଟନାୟକ
ଯୁଦ୍ଧ ବିରାମ, ଜଳବାୟୁ ପରିବର୍ତ୍ତନ ଉପରେ ଚିନ୍ତା ପ୍ରକଟ । ଶେଷ ଦିନରେ ‘ONE FUTURE’ ଶୀର୍ଷରେ ଆଲୋଚନା । ଚନ୍ଦ୍ରୟାନ୍ ମିଶନ ସମ୍ପର୍କରେ ତଥ୍ୟ ସେୟାର ହେଲା ।
ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ମାର୍କ ଧର୍ମାଇ ଜିତିଲେ ସ୍ୱର୍ଣ୍ଣ ପଦକ..ଏପରି ସଫଳତା ହାସଲ କରିଥିବା ସେ ପ୍ରଥମ ଭାରତୀୟ ହୋଇଛନ୍ତି ।
ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ହାର ...
ଇସ୍ରୋ ପକ୍ଷରୁ ସୋସିଆଲ୍ ମିଡିଆ ସାଇଟ୍ X ଜରିଆରେ ସୂଚନା ..ଗତକାଲି ମଧ୍ୟରାତ୍ରିରେ ସଫଳତାର ସହ ପରିକ୍ରମା ସରିଲା ..
ଆତ୍ମହତ୍ୟା ହେଉଛି ଏମିତି ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା କରେ। ଏହି କାରଣରୁ ଆଜି ସମାଜରେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା କିପରି ଚାଲିଛି ପ୍ରୟାସ ।
ଦୀର୍ଘ ସମୟର ପ୍ରତିବାଦ ପରେ ହେପାଜତକୁ ନେଲା ପୋଲିସ..ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବାକୁ ଯାଉଥିଲେ..
ଜାତିର ପିତାଙ୍କ ସମାଧିସ୍ଥଳରେ ବିଶ୍ୱନେତା, ରାଜଘାଟରେ ସମସ୍ତଙ୍କୁ ସ୍ୱାଗତ କଲେ ମୋଦି ..
ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।
କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର ।
ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାରାଯାଇଛି ।
ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି ।
ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ କେବଳ ବୟସ୍କ ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା କରିବାର ଆଶଙ୍କା ଅଧିକ, କିନ୍ତୁ ବର୍ତ୍ତମାନ ଯୁବପିଢି ଓ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଆତ୍ମହତ୍ୟା ଭଳି ସାଂଘାତିକ ପଦକ୍ଷେପ ଦେଖାଦେଉଛି। ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।
ଦିଲ୍ଲୀ ଦରବାରର G-20 ଶିଖର ସମ୍ମିଳନୀରେ ଶୋଭାପାଉଛି ଓଡ଼ିଶାର କୀର୍ତ୍ତିରାଜି । ଉତ୍କଳୀୟ କଳାର ଉତ୍କର୍ଷ ଆଜି ବିଶ୍ୱନେତାଙ୍କୁ ବିମୋହିତ କରୁଛି । କୋଣାର୍କର ଐତିହାସିକ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଚକିତ କରିଛି ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନଙ୍କୁ । ଭାରତ ମଣ୍ଡପମ୍ ସ୍ୱାଗତସ୍ଥଳରେ ଶୋଭା ପାଉଥିବା ସୂର୍ଯ୍ୟମନ୍ଦିର ଚକର ପ୍ରତିକୃତି ସାମ୍ନାରେ ହିଁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରି କୋଣାର୍କର କାରୁକାର୍ଯ୍ୟ ସଂପର୍କରେ ଅବଗତ କରିଛନ୍ତି।