• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Artificial Intelligence Ai

AI Platforms
ଡରୁଛି କି AI? କାହିଁକି ରାଜନୈତିକ ଓ ନିର୍ବାଚନୀ ତଥ୍ୟ ଦେଉନି, ଜାଣନ୍ତୁ କାରଣ

ଦେଶରେ ନିର୍ବାଚନୀ ବିଗୁଲ ବାଜିସାରିଛି। ଏହା ପୂର୍ବରୁ ଗୁଗୁଲ ଘୋଷଣା କରିଥିଲା ​​– ‘ନିର୍ବାଚନ ସହ ଜଡିତ ପ୍ରଶ୍ନର ଉତ୍ତର ଦେବାବେଳେ ଆମେ ଯତ୍ନବାନ ହେଉଛୁ। ତେଣୁ, ଆମେ କିଛି ପ୍ରତିବନ୍ଧକ ଲଗାଇଛୁ, ଯେଉଁଥିପାଇଁ ନିର୍ବାଚନ ସହ ଜଡିତ କିଛି ପ୍ରକାରର ପ୍ରଶ୍ନର ଉତ୍ତର ଗୁଗୁଲ ଜେମିନି ଦେବନାହିଁ।

AI Teacher
ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..

PM Modi Speech
AI ର କମାଲ..ତାମିଲ ଭାଷାରେ ମୋଦିଙ୍କ ହିନ୍ଦୀ ଭାଷଣ

ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍‌-୨.୦ର ଉଦଘାଟନ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ଯାହାକୁ ତାମିଲରେ ଅନୁବାଦ କରିଥିଲା AI ।

PM Modi on Deepfake Videos
‘ଡିପଫେକ୍‌ ଏକ ବଡ଼ ସମସ୍ୟା, AI ର ଦୁର୍ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ’

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଡିପଫେକ୍ ଭିଡିଓ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଲୋକମାନଙ୍କୁ ଗଣମାଧ୍ୟମ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Syllabus for AI courses for school students
Career: ସ୍କୁଲ୍‌ରେ ପଢାଯିବ AI ପାଠ; ପ୍ରସ୍ତୁତ ହୋଇଛି ସିଲାବସ୍; ଦେଖନ୍ତୁ…

AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Odisha gets first Artificial Intelligence news anchor Lisa
ଓଡ଼ିଶାକୁ ଭେଟି ଦେଲା ରାଜ୍ୟର ପ୍ରଥମ AI ନ୍ୟୁଜ୍ ଆଙ୍କର: ଓଡ଼ିଆ ଓ ଇଂଲିଶରେ ନ୍ୟୁଜ୍ ପଢିବେ AI ଆଙ୍କର 'ଲିସା'

ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହଁନ୍ତି। କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି।

OTV Unveils Lisa Odisha's first AI Anchor
ଓଡ଼ିଆରେ ନ୍ୟୁଜ୍ ପଢ଼ିବ, ପ୍ରଥମ ଓଡ଼ିଆ AI ନ୍ୟୁଜ୍ ଆଙ୍କର ‘ଲିସା’

ଟେଲିଭିଜନ ବ୍ରଡକାଷ୍ଟିଂରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence)ର ବ୍ୟବହାର ଏଇ ମାତ୍ର ଆରମ୍ଭ ହୋଇଛି। ସେଥିପାଇଁ ‘ଓଟିଭି’ର AI ନ୍ୟୁଜ୍ ଆଙ୍କର ‘ଲିସା’ ଏ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛି।

Artificial intelligence  can do work of HR Departments
ଅଫିସ୍‌ର ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR

ପ୍ରଶ୍ନ ଉଠୁଛି, ଏପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ବାରା ଆଗକୁ ଚାକିରି ହରାଇବେ କି କର୍ମଚାରୀ ? AI ଏଭଳି କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି କ୍ଷେତ୍ରରେ ପ୍ରଭାବିତ ହେବ କି ମଣିଷ ସମାଜ?